୨୦୨୧ ପ୍ରାରମ୍ଭରେ ଭାରତର ଚନ୍ଦ୍ରଯାନ-୩ ଅଭିଯାନ

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ) କ୍ରମାଗତ ଭାବେ ମହାକାଶରେ ନୂତନ ରେକର୍ଡ ପ୍ରତିଷ୍ଠା କରୁଛି। ଏହି ପର୍ଯ୍ୟାୟରେ ଆଉ ଏକ ସଫଳତା ଯୋଡିବାକୁ ପ୍ରସ୍ତୁତ ହୋଇ ଇସ୍ରୋ, ୨୦୨୧ ପ୍ରାରମ୍ଭରେ ଚନ୍ଦ୍ରଯାନ-୩ ଅଭିଯାନ  ଆରମ୍ଭ କରିପାରେ। କେନ୍ଦ୍ର ମହାକାଶ ରାଷ୍ଟ୍ରମନ୍ତ୍ରୀ ଡକ୍ଟର…

ଧନ୍ୟବାଦ, ଶତ ସହସ୍ର ଧନ୍ୟବାଦ, କନ୍ୟା କଙ୍ଗନା !

ବୁଢ଼ାବୁଢ଼ା, ପୋଖତପୋଖତ, ମାତବର ମାତବରମାନେ ଅଛନ୍ତି, ଜାଣିଛନ୍ତି ଓ ଜାଣୁଛନ୍ତି ଏ ସାଂଘାତିକ ସତ୍ୟ- ବ୍ୟଥାର, ବେଦନାର, ବିପତ୍ତିର, ବିପାକର ଆଉ ବିପ୍ରଲମ୍ଭ ବିତ୍ପାତର। ହେଲେ କାହାରି ପାଟିରୁ ଏ ଯାବତ୍‌ ପ୍ରକାଶିତ ହୋଇନାହିଁ ଏହା। ଏହି ବିଧୂମିତ ବିମ୍ବୋଷ୍ଠମାନେ ହେଉଛନ୍ତି ମୋଟା…

କୋକାକୋଲା ଭାରତ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ଦାୟିତ୍ୱ ନେବେ ସଙ୍କେତ ରାୟ

ଭୁବନେଶ୍ୱର- ଓଡିଆ ପୁଅ ସଙ୍କେତ ରାୟ କୋକାକୋଲାର ଭାରତ ଏବଂ ଦକ୍ଷିଣ ପଶ୍ଚିମ ଏସିଆର ଦାୟିତ୍ୱ ନେବେ । ୨୦୨୧ ଜାନୁଆରୀ ୧ ତାରିଖରେ ସେ ଟି କୃଷ୍ଣକୁମାରଙ୍କ ଠାରୁ ଦାୟିତ୍ୱ ନେବେ । ବର୍ତମାନ ସଙ୍କେତ କୋକାକୋଲା ଚାଇନାର ମୁଖ୍ୟ ଦାୟିତ୍ୱରେ ଅଛନ୍ତି । ସେ ଭୁବନେଶ୍ୱର ଡିଏମ ସ୍କୁଲରେ…

ହାଇପରସୋନିକ ସ୍ପିଡ ଫ୍ଲାଇଟରର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ : ଏକ ଐତିହାସିକ ମିଶନରେ ଭାରତ ସଫଳତାର ସହ Hypersonic Technology Demonstrator Vehicle -HSTDVର  ସଫଳ ପରୀକ୍ଷଣ କରିଛି। ଫଳରେ ଦେଶୀୟ ଜ୍ଞାନକୌଶଳରେ ପ୍ରତିରକ୍ଷା ବୈଷୟିକ ଜ୍ଞାନର ବିକାଶ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇ ପାରିଛି। ତା’ଛଡ଼ା ସଶକ୍ତ ଭାରତ…

କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା; ଟ୍ୱିଟ କରି ଅମିତ ଶାହାଙ୍କୁ ଜଣାଇଲେ ଧନ୍ୟବାଦ

ମୁମ୍ବଇ :  ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ‘ୱାଇ‘ ବର୍ଗର ସୁରକ୍ଷା ଦିଆଯାଇଛି। ଏଥିପାଇଁ ସେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କଙ୍ଗନା କହିଛନ୍ତି ଯେ ସୃଷ୍ଟି ହୋଇଥିବା ପରିସ୍ଥିତି ଯୋଗୁଁ ଶାହା ମୋତେ କିଛି ଦିନ ପରେ…

ଘୁଂଚିଲା ଓଜେଇଇ ଅନଲାଇନ ପରୀକ୍ଷା

ଭୁବନେଶ୍ୱର- କରୋନା ପାଇଁ ଘୁଂଚିଲା ଓଜେଇଇ ଅନଲାଇନ ପରୀକ୍ଷା । ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।ସେପ୍ଟମ୍ବର ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ହେବା ପାଇଁ ତାରିଖ ଧାର୍ଯ୍ୟ ସରିଥିଲା । ଏଥିପାଇଁ ରାଜ୍ୟରେ ୨୧ଟି ଓ ରାଜ୍ୟ ବାହାରେ ୩ଟି…

ଭୁବନେଶ୍ୱର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଯୋଗ ଦେଲେ ପଠାଣି ରାଉତ

ଭୁବନେଶ୍ୱର- ଭୁବନେଶ୍ୱର ଲୋକସମ୍ପର୍କ ଜିଲ୍ଲାର ଡି.ଆଇ.ପି.ଆର.ଓ ଭାବେ ନିଯୁକ୍ତି ହୋଇଛନ୍ତି । ସେ ଏହି ଦାୟିତ୍ୱ ଅତିରିକ୍ତ ଭାବେ ନିର୍ବାହ କରିବେ । ଦୀର୍ଘ ୨୨ ବର୍ଷରୁ ଅଧିକ ସମୟ ଧରି ରାଜ୍ୟର ବିଭିନ୍ନ ଉପଖଣ୍ଡରେ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ କଟକରେ ସହକାରୀ ସୂଚନା ଅଧିକାରୀ…

ମଦ ଦୋକାନ ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର- ମଦ ଦୋକାନ ସକାଳ ୭ରୁ ସଂଧ୍ୟା ୬ ପରିବର୍ତେ ଏଣିକି ଦିନ ୧୦ରୁ ରାତି ୧୦ ଯାଏଁ ଖୋଲା ରହିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । କଂଟେନମେଂଟ ଜୋନରେ ଥିବା ଦୋକାନ ଗୁଡିକ ବନ୍ଦ ରହି ଅନ୍ୟ ସବୁଠି ଦୋକାନ ଖୋଲା ରହିବ ।

ବିଧାନସଭା ବସିବାର ଦୁଇଦିନ ପୂର୍ବରୁ ହେବ ବିଧାୟକଙ୍କ କରୋନା ଟେଷ୍ଟ

ଭୁବନେଶ୍ୱର- ବିଧାନସଭା ବସିବାର ଦୁଇଦିନ ପୂର୍ବରୁ ହେବ ବିଧାୟକଙ୍କ କରୋନା ଟେଷ୍ଟ । ବିଧାନସଭାରେ ସ୍ୱତନ୍ତ୍ର କାଂଉଟର କରାଯାଇ ସବୁ ବିଧାୟକ ଓ ଷ୍ଟାଫଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ବିଧାନସଭାର ୫ ଦିନ ପରେ ମଧ୍ୟ ବିଧାୟକଙ୍କ ରାପିଡ ଟେଷ୍ଟ କରାଯିବ । ଏଥିସହ ବିଧାନସଭାକୁ ଆସୁଥିବା…

ଆରପାରିରେ ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ

ଭୁବନେଶ୍ୱର- ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।