ପ୍ରମୁଖ ଖବର ମଦ ଦୋକାନ ପାଇଁ ରାଜ୍ୟ ସରକାରଙ୍କ ନୂଆ ଗାଇଡଲାଇନ Nyayabati Live Sep 7, 2020 0 ଭୁବନେଶ୍ୱର- ମଦ ଦୋକାନ ସକାଳ ୭ରୁ ସଂଧ୍ୟା ୬ ପରିବର୍ତେ ଏଣିକି ଦିନ ୧୦ରୁ ରାତି ୧୦ ଯାଏଁ ଖୋଲା ରହିବ ବୋଲି ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । କଂଟେନମେଂଟ ଜୋନରେ ଥିବା ଦୋକାନ ଗୁଡିକ ବନ୍ଦ ରହି ଅନ୍ୟ ସବୁଠି ଦୋକାନ ଖୋଲା ରହିବ ।
ପ୍ରମୁଖ ଖବର ବିଧାନସଭା ବସିବାର ଦୁଇଦିନ ପୂର୍ବରୁ ହେବ ବିଧାୟକଙ୍କ କରୋନା ଟେଷ୍ଟ Nyayabati Live Sep 7, 2020 0 ଭୁବନେଶ୍ୱର- ବିଧାନସଭା ବସିବାର ଦୁଇଦିନ ପୂର୍ବରୁ ହେବ ବିଧାୟକଙ୍କ କରୋନା ଟେଷ୍ଟ । ବିଧାନସଭାରେ ସ୍ୱତନ୍ତ୍ର କାଂଉଟର କରାଯାଇ ସବୁ ବିଧାୟକ ଓ ଷ୍ଟାଫଙ୍କ ଆରଟିପିସିଆର ଟେଷ୍ଟ କରାଯିବ । ବିଧାନସଭାର ୫ ଦିନ ପରେ ମଧ୍ୟ ବିଧାୟକଙ୍କ ରାପିଡ ଟେଷ୍ଟ କରାଯିବ । ଏଥିସହ ବିଧାନସଭାକୁ ଆସୁଥିବା!-->…
ପ୍ରମୁଖ ଖବର ଆରପାରିରେ ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁ Nyayabati Live Sep 7, 2020 0 ଭୁବନେଶ୍ୱର- ପୂର୍ବତନ ରାଜ୍ୟସଭା ସାଂସଦ ନରେନ୍ଦ୍ର ସ୍ୱାଇଁଙ୍କ ୮୨ ବର୍ଷ ବୟସରେ ପରଲୋକ ହୋଇଛି । ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି ।
ପ୍ରମୁଖ ଖବର ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନା ଆକ୍ରାନ୍ତ Nyayabati Live Sep 7, 2020 0 ଭୁବନେଶ୍ୱର- ଓଡିଶା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କରୋନାରେ ଆକ୍ରାନ୍ତ । ଏନେଇ ସେ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । ତାଙ୍କ ସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛନ୍ତି ।
ପ୍ରମୁଖ ଖବର ମୁମ୍ବାଇରେ ଭୂକମ୍ପ ଝଟକା Nyayabati Live Sep 7, 2020 0 ମୁମ୍ବାଇ- ଆଜି ସକାଳ ସମୟରେ ମୁମ୍ବାଇରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତ୍ରିବତା ୩.୫ ରେକର୍ଡ କରାଯାଇଛି । ଏହାର କେନ୍ଦ୍ରସ୍ଥଳ ଉତର ମୁମ୍ବାଇର ୧୦୨ କିଲୋମଟିର ଦୂର ରହିଥିଲା । ଭୂମିକମ୍ପରେ କ୍ଷତି ହେବା ନେଇ କୌଣସି ସୂଚନା ମିଳିନି । ସେପ୍ଟେମ୍ବର ୫ ତାରିଖରେ!-->…
ପ୍ରମୁଖ ଖବର ଦେଶରେ ଗତ ୨୪ଘଂଟାରେ ୯୦ ହଜାର ପାର ଆକ୍ରାନ୍ତଙ୍କ ସଂଖ୍ୟା Nyayabati Live Sep 7, 2020 0 ନୂଆଦିଲ୍ଲୀ- ଆଜି ଦେଶରେ ସାର୍ବଧିକ ୯୦,୮୦୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୨,୦୪,୬୧୩କୁ ବୃଦ୍ଧି ପାଇଛି । ଏମାନଙ୍କ ମଧ୍ୟରୁ ୩୨,୫୦,୪୨୯ ଆକ୍ରାନ୍ତ ଆରୋଗ୍ୟଲାଭ କରିଥିବା ବେଳେ ୭୧,୬୪୨ ଜଣଙ୍କ ମୃତ୍ୟୁ ହୋଇଛି!-->…
ପ୍ରମୁଖ ଖବର ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇପାରନ୍ତି ବର୍ଷା Nyayabati Live Sep 7, 2020 0 ଭୁବନେଶ୍ୱର- ସାଂସଦ ଅନୁଭବ ମହାନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ଦାଖଲ କରିଥିବା ଛାଡପତ୍ର ପିଟିସନକୁ ଓଡିଶା ସ୍ଥାନାନ୍ତର କରିବା ପାଇଁ ହାଇକୋର୍ଟ ଯାଇପାରନ୍ତ ପତ୍ନୀ ବର୍ଷା ପ୍ରିୟଦର୍ଶନୀ । ଏନେଇ ବର୍ଷାଙ୍କ ଓକିଲ ରାମକୃଷ୍ଣ ରଥ ସୂଚନା ଦେଇଛନ୍ତି ।
ପ୍ରମୁଖ ଖବର ଦିଲ୍ଲୀରୁ ୨ ଆତଙ୍କବାଦୀ ଗିରଫ Nyayabati Live Sep 7, 2020 0 ନୂଆଦିଲ୍ଲୀ- ଆଜି ଦିଲ୍ଲୀରୁ ଦୁଇ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି ଦିଲ୍ଲୀ ପୁଲିସର ସ୍ପୋଶାଲ ସେଲ । ସେମାନଙ୍କ ନାଁ ଭୂପିନ୍ଦର ଓରଫ ଦିଲାବର ସିଂହ ଓ କୁଲବନ୍ତ ସିଂହ । ଏହି ଦୁଇ ଆତଙ୍କବାଦୀ ବଚ୍ଚର ଖାଲସା ଇଂଟରନ୍ୟାସନାଲ ସହିତ ଜଡିତ ଥିଲେ । ଏମାନଙ୍କ ଠାରୁ ୬ଟି ପିସ୍ତଲ ଓ ୪୦ରୁ!-->…
ପ୍ରମୁଖ ଖବର ଘୁଂଚିଲା ଅନୁଭବଙ୍କ ମାମଲାର ଶୁଣାଣି Nyayabati Live Sep 7, 2020 0 କଟକ- ଅନୁଭବ ମହାନ୍ତିଙ୍କ ବିରୋଧରେ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଆଣିବା ପାରିବାରିକ କଳହ ମାମଲାର ଶୁଣାଣିର ତାରିଖ ଘୁଂଚିଛି । ଅକ୍ଟୋବର ୧୨ ତାରିଖରେ ହେବ ଏହି ମାମଲାର ଶୁଣାଣି । ଆଜି ଏସଡିଜେଏମ କୋର୍ଟ ଏହି ମାମଲାର ଶୁଣାଣି କରିବା ପାଇଁ ତାରିଖ ଧାର୍ଯ୍ୟ କରିଥିଲେ କିନ୍ତୁ!-->…
ପ୍ରମୁଖ ଖବର ଜାତୀୟ ଶିକ୍ଷାନୀତି -୨୦୨୦ରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ Nyayabati Live Sep 7, 2020 0 ନୂଆଦିଲ୍ଲୀ- ଜାତୀୟ ଶିକ୍ଷାନୀତି-୨୦୨୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଭିଡିଓକନଫରେନ୍ସ ଜରିଆରେ ନିଜର ଅଭିଭାଷଣ ରଖିଛନ୍ତି । ମୋଦି ଏହି ଅଭିଭାଷଣରେ କହିଛନ୍ତି ଏହି ଶିକ୍ଷାନୀତି ୫ ବର୍ଷ ପୂର୍ବରୁ ଆରମ୍ଭ ହୋଇଛି,!-->…