ଦିନକରେ ୪୫ ହଜାର ପାର କଲା ଟେଷ୍ଟିଂଙ୍ଗ ସଂଖ୍ୟା

ଭୁବନେଶ୍ୱର- ଗତ ୨୪ ଘଂଟାରେ ୪୫,୧୬୫ କରୋନା ସାମ୍ପୁଲ ଟେଷ୍ଟ କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଆରଟିପିସିଆର ଟେଷ୍ଟ ୬୮୩୬, ରାପିଟ ଅଂଟିଜେନ ଟେଷ୍ଟ ୩୮,୧୬୫, ଟ୍ରୁନଟ ଟେଷ୍ଟ ୧୬୪ ରହିଛି । ଆଜି ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୫୫୬୨ ସାମ୍ପୁଲ…

ଆଜିଠାରୁ ସମ୍ପର୍କ ବୈଠକ

ଭୁବନେଶ୍ୱର- ଗତ ଅଗଷ୍ଟ ଅପେକ୍ଷା ସେପ୍ଟେମ୍ବରରେ କରୋନା ଦାଉ ଅସମ୍ଭାଳ । ପ୍ରତ୍ୟେକ ଦିନ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏବେ ଗଞ୍ଜାମ ଜିଲ୍ଲାକୁ ପଛରେ ପକାଇ ଟପରେ ରହିଛି ଖୋର୍ଦ୍ଧା । ଏପଟେ ରାଜଧାନୀରେ ମଧ୍ୟ ସ୍ଥିତି ଅସମ୍ଭାଳ । କରୋନାର ଦ୍ରୁତ ସଂକ୍ରମଣ ପ୍ରଶାସନର…

ସ୍ୱାଭିମାନ ଅଂଚଳରେ ମୋବାଇଲ ସେବା

ମାଲକାନାଗିରି- ମାଲକାନାଗିରି ଜିଲ୍ଲା ସ୍ୱାଭିମାନ ଅଂଚଳରେ ଆରମ୍ଭ ହୋଇଛି ମୋବାଇଲ ସେବା । ଘରୋଇ ଏୟାରଟେଲ ଏହି ସେବା ଯୋଗାଇ ଦେଇଛି । ହାନ୍ତାଳଗୁଡା, ପିପଲଦର, ଯନ୍ତାପାଇ ଓ ଦାରଲାବେଡାର ୩୦ ହଜାର ଲୋକ ଉପକୃତ ହେବେ । ନକ୍ସଲଙ୍କ ଭୟରେ ଏହି ଅଂଚଳରେ ମୋବାଇଲ ସେବା ଆରମ୍ଭ ହୋଇପାରୁନଥିଲା ।…

ଆଜି ଅନୁଭବଙ୍କ ବିରୋଧରେ ହୋଇପାରେ ଶୁଣାଣି

କଟକ- ଆଜି କଟକ ଏସଡିଜିଏମ କୋର୍ଟ ସାଂସଦ ଅନୁଭବ ମହାନ୍ତିଙ୍କ ବିରୋଧରେ ହେଇଥିବା ମାମଲାର ଶୁଣାଣି କରିପାରନ୍ତି । ପାରବାରିକ କହଳକୁ ନେଇ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ଏସଡିଜିଏମ କୋର୍ଟରେ ପିଟିସିନ ଦାୟର କରିଥିଲେ । ଅନୁଭବ ଜଣେ ପୋସାଦାର ମଦ୍ୟପ । ମଦ ପିଇଲା ପରେ ସେ ତାଙ୍କ ହତାହତ…

ଜିଅନ୍ତା ସାପକୁ ଖାଇଲା ଏକ ବର୍ଷର ଶିଶୁ, ଅଳ୍ପକେ ରକ୍ଷା

ଉତରପ୍ରଦେଶ: ଉତରପ୍ରଦେଶର ବରେଲୀ ଜିଲ୍ଲାର ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଶୁଣି ଆପଣ ଆଶ୍ଚିର୍ଯ୍ୟ ଚକିତ ହୋଇଯିବେ । ଏକ ଶିଶୁ ଖେଳୁଥିବା ସମୟରେ ଏକ ଜିଅନ୍ତା ସାପଟିକୁ ଗିଳି ଦେଲା । ମାତ୍ର ଠିକ ସମୟରେ ପିଲାଟିର ମାଆ ସାପର ଲାଞ୍ଜଟିକୁ ଦେଖି ତୁରନ୍ତ ସାପର ଲାଞ୍ଜ ଟାଣି ପିଲାଟିର…

ସାଧାରଣରେ ୧୦ରୁ ଅଧିକ ଭିଡ଼ ହେଲେ ୧ ଲକ୍ଷ ଜୋରିମାନା : ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ କୋଭିଡ ମହାମାରୀ କିଭଳି ନିୟନ୍ତ୍ରଣକୁ ଆଣିହେବ ସେନେଇ ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିଛନ୍ତି । ଏଣିକି ୧୦ ଜଣରୁ ଅଧିକ ଲୋକ ବିନା ଅନୁମତିରେ ସାଧାରଣରେ ଏକାଠି ହେଲେ ଏହାକୁ କୋଭିଡ ମହାମାରୀ ଆଇନ ଉଲ୍ଲଘଂନ ଧରାଯିବ । ସଂପୃକ୍ତ ଆୟୋଜକକାରୀ କିମ୍ବା…

ନିଶା ଓ ସ୍ୱାସ୍ଥ୍ୟ

ଅନେକଙ୍କ ପକ୍ଷରୁ ଯୁକ୍ତି କରାଯାଇ ଥାଏ ଯେ, ମାନସିକ ଚାପ ଓ ସମସ୍ତ ଦୁର୍ଭାବନା ଦୂରେଇ ଆନନ୍ଦ ଦେବାର ଏକ ପନ୍ଥା ହେଉଛି ମାଦକ ଦ୍ରବ୍ୟର ସେବନ । ଏହା ଜଣଙ୍କୁ ପାର୍ଥିବ ଜଗତରୁ ନେଇ ଏକ ଅପାର୍ଥିବ ଜଗତରେ ପହଞ୍ଚାଇଦିଏ । ମଣିଷ ନିଜର ଦୁଃଖ, ଶୋକ, ଅଶାନ୍ତି ଓ ଯନ୍ତ୍ରଣାକୁ ଏହାର ବ୍ୟବହାର…

ମହାନଦୀବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ

କଟକ: କୋଭିଡ୍ ନିୟମକୁ ଦୃଷ୍ଟିରେ ରଖି ନିରାଡମ୍ବର ଭାବେ ସ୍ଥାନୀୟ ଶିଖରପୁର ଅଞ୍ଚଳର ମହାନଦୀବିହାର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଗୁରୁ ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଆଚାର୍ଯ୍ୟ ହୃଷିକେଶ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଅନଲାଇନ୍ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସାଂସ୍କୃତିକ…

ସ୍ୱାସ୍ଥ୍ୟ ସୁରକ୍ଷା କିଟ୍ ବଂଟନ

ଡେଲାଙ୍ଗ: ସାଂପ୍ରତିକ ବିଶ୍ମ ମହାମାରୀ କରୋନା ଓ ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ଯୁବ ରେଡକ୍ରସ , ଓଡିଶା ରାଜ୍ୟଶାଖା ତରଫରୁ ଗାଦିବ୍ରହ୍ମ ଡିଗ୍ରୀ କଲେଜ ,ଡେଲାଙ୍ଗ ଯୁବ ରେଡକ୍ରସ ୟୁନିଟ୍ କୁ ପାରିବାରିକ ସ୍ୱାସ୍ଥ୍ୟ ସୁରକ୍ଷା ଉପକରଣ କିଟ୍ ଯୋଗାଇ ଦିଆଯାଇଥିବା ବେଳେ,…

ଉତର ଓଡିଶା ବିଶ୍ୱବିଦ୍ୟାଳୟର ବିଭିନ୍ନ ବିଭାଗକୁ ନିୟମିତ କରିବାକୁ ଦାବି

ଭୁବନେଶ୍ୱର : ଉତର ଓଡିଶା ବିଶ୍ୱବିଦ୍ୟାଳୟର ୧୦ ଗୋଟି ବିଭାଗକୁ ତୁରନ୍ତ ନିୟମିତ କରିବାକୁ ଦାବି ଉପସ୍ଥାପନ କରାଯାଇଛି । ଏନେଇ ଉତର ଓଡିଶା ବିଶ୍ୱବିଦ୍ୟାଳୟର ଛାତ୍ର ସଂସଦ ପକ୍ଷରୁ ଏକ ଦାବିପତ୍ର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କୁ ପ୍ରଦାନ କରିଛନ୍ତି । ଦାବି ଅନୁସାରେ ରାଜ୍ୟ…