ସମର୍ପଣ ଟ୍ରଷ୍ଟ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ରିଲିଫ ବନ୍ଟନ
ବଳଙ୍ଗା: ଧନୁଆ ବନ୍ୟା ଯୋଗୁଁ ନିମାପଡା ବ୍ଲକର ପାଣିଘେରରେ ରହିଥିବା ଧନୁଆ ପଂଚାୟତ ଏବଂ ବଡଶିରିବୁଳା ପଂଚାୟତର ୬୦ଜଣ ବପନ୍ନ ପରିବାରଙ୍କୁ ଆଜି ସମର୍ପଣ ଟ୍ରଷ୍ଟ ପୁରୀ ପକ୍ଷରୁ ରିଲିଫ ବନ୍ଟନ କରାଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ବ୍ରଜ କିଶୋର ସାହୁ , ସମାଜସେବୀ ଦେବାଶିଷ ପାଣ୍ଡେ, ମିନତୀ!-->…