ଦୁର୍ଘଟଣାରେ ୮ ଓଡ଼ିଆ ମୃତ
ରାୟପୁର: ଓଡ଼ିଶାର ଗଞ୍ଜାମ ଜିଲ୍ଲାର ପ୍ରବାସୀ ଶ୍ରମିକଙ୍କୁ ନେଇ ଗୁଜରାଟର ସୁରଟକୁ ଯାଉଥିବା ବସ୍ ଆଜି ଛତିଶଗଡ଼ର ଚେରିଖେଦି ନିକଟରେ ଏକ ଟ୍ରକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଘଟଣା ସ୍ଥଳରେ ୭ ଜଣଙ୍କର ମୃତ ଘଟିଥିଲା ବେଳେ ଡାକ୍ତର ଖାନାରେ ଆଉ ଜଣଙ୍କର!-->…