ରାୟପୁରର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କଲେ…

ଛତିଶଗଡ : ଛତିଶଗଡ଼ ରାୟପୁରର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି। ଏହାସହ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ…

ମସ୍କୋରେ ଭାରତ-ଚୀନ ପ୍ରତିରକ୍ଷାମନ୍ତ୍ରୀସ୍ତରୀୟ ବୈଠକ

ରୁଷଗସ୍ତରେ ଥିବା ଭାରତୀୟ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଓ ଚୀନ ପ୍ରତିରକ୍ଷା ମନ୍ତ୍ରୀ ୱାଇ ଫେଙ୍ଗ୍ହଙ୍କ ମଧ୍ୟରେ ମସ୍କୋରେ ଆରମ୍ଭ ହୋଇଛି ଦ୍ବିପାକ୍ଷିକ ଆଲୋଚନା । ସାଂଘାଇ ସହଯୋଗ ସମିତି ବୈଠକରେ ଯୋଗଦେବା ଅବସରରେ ଚୀନ ପକ୍ଷରୁ ଦ୍ବିପାକ୍ଷିକ ଆଲୋଚନା ନିମନ୍ତେ ଆଗ୍ରହ ପ୍ରକାଶ…

ପାଣିରେ କଦଳୀ ଭେଳା ଓଲଟି ୨ ଭାଇ ମୃତ

ଯାଜପୁର- ପାଣିରେ କଦଳୀ ଭେଳା ଓଲଟି ୨ ଭାଇଙ୍କ ମୃତ୍ୟ ହୋଇଛି । ଏଳଭି ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ଅଂଚଳର ମେଦୁଆକୁଳ ଗ୍ରାମରେ । ମୃତକ ଦ୍ୱୟ ହେଉଛନ୍ତି ଶୁଭ୍ରଜିତ ବେହେରା, ବୟସ ୨୪, ଏବଂ ମିଟୁଲ ବେହେରା, ବୟସ ୨୯ ବର୍ଷ । ସୂଚନାଯୋଗ୍ୟ ଆଜି ଦୁଇ ଭାଇ ମେଦୁଆକୁଳ ପାଟ ପାଣିରେ କଦଳୀ…

ଭାରତ ଓ ଆମେରିକା ସଂପର୍କ ସୁଦୃଢ: ଡେନାଲ ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସଂପର୍କକୁ ଆହୁରି ସୁଦୃଢ କରିଛନ୍ତି । ନଭେମ୍ବର ୩ରେ ହେବାକୁ ଥିବା ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଭାରତର ଲୋକେ ମତେ ଭୋଟ ଦେବେ ଓ ଏଥିପାଇଁ ନରେନ୍ଦ୍ର ମୋଦିଙ୍କ ସଂପୂର୍ଣ୍ଣ ସହଯୋଗ ରହିବ ବୋଲି…

ଦେଶରେ କରୋନା ସ୍ଥିତି ଉଦବେଗ ଜନକ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦ ଲକ୍ଷ ପାର

ନୂଆଦିଲ୍ଲୀ- କରୋନା କରୋନା ସ୍ଥିତି ଅସମ୍ଭାଳ । ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହାଜର ପାର କରୁଛି । ଆଜି ଗୋଟିଏ ଦିନରେ ୮୬,୪୩୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪୦,୨୩,୧୭୯କୁ ବୃଦ୍ଧି ପାଇଛି । ଏନେଇ କେନ୍ଦ୍ର…

ଗରୁଦିବସରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ବାର୍ତା

ନୂଆଦିଲ୍ଲୀ- ପବିତ୍ର ଗୁରୁଦିବସରେ ଦେଶର ସମସ୍ତ ଗୁରୁଙ୍କୁ ଶୁଭେଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରେ ସେ କହିଛନ୍ତିି ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣାଙ୍କ ଜନ୍ମ ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଏ । ଜଣେ ଗୁରୁ ଛାତ୍ରକୁ ଅଜ୍ଞାନ ରୂପକ ଅନ୍ଧାର ରୁ ଆଲୋକ ଆଡକୁ…

କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୩୮କୁ ବୃଦ୍ଧି

ଭୁବନେଶ୍ୱର- ରାଜ୍ୟରେ ଆଜି କରୋନା ନେଲା ଆଉ ୭ ମୁଣ୍ଡ । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୮୩୮ରେ ପଂହଚିଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଳ୍ଲାର ୨ ଜଣ ହୋଇଥିବା ବେଳେ ବଲାଙ୍ଗିର,କଟକ, ଗଞ୍ଜାମ,…

୩୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ଆଜି ପୁଣି ୩୫୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୧୬୧ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୩୮୨ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧରେ ୯୦୦ ମୁହାଁ ସଂକ୍ରମିତଙ୍କ ସଂଖ୍ୟ । ଏହି ଜିଲ୍ଲାରେ ୮୭୮ ଆକ୍ରାନ୍ତ ଚିହ୍ନଟ…

ଚେନ୍ନଇ ସୁପର କିଙ୍ଗ୍‍ସକୁ ଶକ୍ତ ଧକ୍କା : ଆଇପିଏଲ୍‍ରୁ ଓହରିଲେ ହରଭଜନ

ନୂଆଦିଲ୍ଲୀ : ସୁରେଶ ରୈନାଙ୍କ ପରେ ଚେନ୍ନଇ ସୁପର କିଙ୍ଗ୍‍ସ (ସିଏସ୍‍କେ)ର ୨ୟ ଖେଳାଳି ଭାବେ ଆଇପିଏଲ୍‍ର ୧୩ଶ ସଂସ୍କରଣରୁ ଓହରି ଯାଇଛନ୍ତି ବରିଷ୍ଠ ଅଫ୍‍ସ୍ପିନର ହରଭଜନ ସିଂହ। ବ୍ୟକ୍ତିଗତ କାରଣରୁ ଚଳିତବର୍ଷ ୟୁଏଇରେ ହେଉଥିବା ଆଇପିଏଲ୍‍ରେ ସେ ଖେଳିବେ ନାହିଁ ବୋଲି ହରଭଜନ ସ୍ପଷ୍ଟ…

ଭାରତର ସର୍ବକନିଷ୍ଠ ଜୀବାଶ୍ମ ବିଜ୍ଞାନୀ

ବୟସ ମାତ୍ର ୧୩ବର୍ଷ, କିନ୍ତୁ ବର୍ଷକ ଭିତରେ ସେ ୧୧୪ରୁ ଅଧିକ ଜୀବାଶ୍ମ ଠାବ କରିସାରିଛନ୍ତି। ତାଙ୍କ ପାଖରେ ଏତେ ଜୀବାଶ୍ମ ନମୂନା ରହିଛି ଯେ ସେଥିରେ ସେ ଛୋଟ ସଂଗ୍ରହାଳୟଟିଏ ମଧ୍ୟ ଆରମ୍ଭ କରିଛନ୍ତି। ଏହି କୁନି ପ୍ରତିଭା ହେଲେ ଚେନ୍ନାଇର ଅଶ୍ୱଥା ବିଜୁ। ପିଲାଦିନେ ମା’ଙ୍କ ସହ ସଂଗ୍ରହାଳୟ…