ସୁଶାନ୍ତ ସିଂହଙ୍କ ମୃତ୍ୟୁ ଘଟଣା : ରିୟାଙ୍କ ଭାଇ ସୌଭିକ ଗିରଫ

ମୁମ୍ବଇ : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଘଟଣା ପଛର ଡ୍ରଗ୍ସ କାରବାରର ତଦନ୍ତ କରୁଥିବା ନାର୍କୋଟିକ୍ସ କ​‌େ​‌ଣ୍ଟ୍ରାଲ ବ୍ୟୁରୋ (ଏନସିବି) ଶୁକ୍ରବାର ରିୟା ଚକ୍ରବର୍ତ୍ତୀଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଗିରଫ କରିଛି। ସୌଭିକଙ୍କ ସହିତ ସୁଶାନ୍ତଙ୍କ ପୂର୍ବତନ…

ଆଇସୋଲେସନ ପାଇଁ ନୂଆ ଏସପିଓ

ଭୁବନେଶ୍ୱର- ଏବେ ହୋମ ଓ ପେଡ ଆଇସୋଲେସନରେ ଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିବ ବିଏମସି । ୨୪ ଘଂଟିଆ ଡାକ୍ତରୀ ସେବା ଓ ପରାମର୍ଶ ଯୋଗାଇବା ପାଇଁ ବିଏମସି ପକ୍ଷରୁ ବ୍ୟବସ୍ଥା ହୋଇଛି । ଏନେଇ ଭୁବନେଶ୍ୱର ମହାନଗର ନିଗମ ନୂଆ ଏସଓପି ଜାରି କରିଛନ୍ତି । ପ୍ରତ୍ୟେକ ଆକ୍ରାନ୍ତଙ୍କ ପାଇଁ ୨୪…

ଗୁରୁ ଦିବସର ଅନୁଚିନ୍ତା

ଏକ ଆଦର୍ଶ ସମାଜ ଗଠନ ଦିଗରେ ଶିକ୍ଷକଙ୍କ ଭୂମିକା ଅନସ୍ୱୀକାର୍ଯ୍ୟ। ଏଭଳି ଭୂମିକା ନିଭାଉଥିବା ଗୁରୁ ରାଜାଙ୍କଠାରୁ ରଙ୍କ ପର୍ଯ୍ୟନ୍ତ ସମସ୍ତ ନିକଟରେ ପ୍ରାତଃ ସ୍ମରଣୀୟ ଏବଂ ବନ୍ଦନୀୟ। ସମାଜକୁ ଦିଗ୍‌ଦର୍ଶନ ଦେଇ ସତ୍ ମାର୍ଗରେ ନେବା, ସମାଜର କଲ୍ୟାଣ ସାଧନ, ସାମାଜିକ ମୂଲ୍ୟବୋଧର ସୁରକ୍ଷା,…

ଯୁକ୍ତ ୩ ଇ-ଆଡମିଶନ ପାଇଁ ୮ରୁ ଆବଦେନ କରିପାରିବେ ଛାତ୍ରଛାତ୍ରୀ

ଭୁବନେଶ୍ୱର- ଯୁକ୍ତ ୩ ଇ-ଆଡମିଶନ ପାଇଁ ୮ତାରିଖରୁ ଅବେଦନ କରିପାରିବେ ଛାତ୍ରଛାତ୍ରୀ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଆବେଦନର ଶେଷ ତାରିଖ ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ରହିଛି । ଏହାପରେ ୨୮ ତାରିଖ ଦିନ ପ୍ରଥମ ମେରିଟ ଲିଷ୍ଟ ପ୍ରକାଶ ପାଇବ…

ତିର୍ତୋଲ ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ

ଜଗତସିଂହପୁର- ଜଗତସିଂହପୁର ଜିଲ୍ଲା ତିର୍ତୋଲ ପୂର୍ବତନ ବିଧାୟକ ରବୀନ୍ଦ୍ର ନାଥ ଭୋଇଙ୍କ ପରଲୋକ ହୋଇଛି । ଗତକାଲି ବିଳମ୍ବିତ ରାତିରେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମରଶରୀରକୁ ପ୍ରଥମେ ହାଜିପୁର ଓ ବାଲିଆ ସ୍ଥିତ ଦଳୀୟ…

ଶ୍ରମିକ ବସ ଦୁର୍ଘଟଣାଗ୍ରସ୍ତ: ୭ ମୃତ ୨୦ ଆହାତ

ରାୟପୁର- ଗଞ୍ଜାମରୁ ଶ୍ରମିକ ନେଇ ସୁରତ ଅଭିମୁଖେ ଯାଉଥିବା ଏକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ ଜଣ ଆହାତ ହୋଇଛନ୍ତି । ଆହାତଙ୍କ ମଧ୍ୟରୁ ୬ ଜଣଙ୍କ ଅବସ୍ଥା ସଙ୍କଟାପ୍ନ ରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଃଖ ପ୍ରକାଶ କରିବା ସହ…

ରାଜ୍ୟରେ ମୌସୁମୀ ଦୂର୍ବଳ

ଭୁବନେଶ୍ୱର : ରାଜ୍ୟରେ ଏବେ ମୌସୁମିର ଦୁର୍ବଳ ସ୍ଥିତି ଲାଗି ରହିଛି । ମୌସୁମି ଟ୍ରଫ ଲାଇନ ବିକାନେର, ଜୟପୁର, ଶିବପୁରୀ, ସିଦ୍ଧି ଦେଇ ଦକ୍ଷୀଣ ଆସାମ ଆଡକୁ ଗତି କରୁଛି । ଫଳରେ ଆସନ୍ତା ଦୁଇ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବିଶେଷ ବର୍ଷାର ସମ୍ଭାବନା ନାହିଁ । ପଶ୍ଚିମବଙ୍ଗ ଓ ଝାରଖଣ୍ଡ…

ନଭେମ୍ବରରେ ତିର୍ତୋଲ ଓ ବାଲେଶ୍ୱର ଉପନିର୍ବାଚନ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସ ୨୯ ତାରିଖ ପୂର୍ବରୁ ଓଡ଼ିଶାରେ ଖାଲିପଡିଥିବା ବାଲେଶ୍ୱର ଓ ତିର୍ତୋଲ ବିଧାନସଭା ଆସନରେ ଉପନିର୍ବାଚନ ହେବ ବୋଲି ମୁଖ୍ୟନିର୍ବାଚନ କମିଶନର ସୁନିଲ ଆରୋରା ସୂଚନା ଦେଇଛନ୍ତି । ବିହାର ବିଧାନସଭା ନିର୍ବାଚନା ସହ ଦେଶର ବିଭିନ୍ନ ରାଜ୍ୟରେ ଖାଲିପଡିଥିବା ୬୪ଟି…

ଷ୍ଟେରଏଡ୍ ଓ କରୋନା

ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଥିଲା ବେଳେ ଯେପରିଭାବେ ଏଥିରେ ଅଧିକ ସଂଖ୍ୟକ ଲୋକ ସଂକ୍ରମିତ ହେବା ସହିତ ମୃତ୍ୟୁ ବରଣ କରୁଛନ୍ତି, ତାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ହୋଇପଡିଛି । ମୃତ୍ୟୁ କ୍ଷେତ୍ରରେ ଆମେରିକା ସବୁଠାରୁ ଆଗରେ ରହିଥିଲା ବେଳେ ଭାରତ ସଂକ୍ରମଣ…

ସମ୍ୱର୍ଦ୍ଧିତ ହେଲେ ୬ କ୍ରୀଡାବିତ୍

ଯାଜପୁର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କନ୍ପଂରେନ୍ସ ମାଧ୍ୟମରେ ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର ପ୍ରତିଭାବାନ କ୍ରୀଡାବିତଙ୍କୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରିଥିଲୋ ଏହି ଅବସରରେ ଜିଲ୍ଲାପାଳ ରଂଜନ କୁମାର ଦାସ ଜିଲ୍ଲାର୬ ଜଣ ଉଦୀୟମାନ କ୍ରୀଡାବିତଙ୍କୁ…