ସୁଶାନ୍ତ ମୃତ୍ୟୁର ତଦନ୍ତ ସମ୍ପର୍କିତ ଖବରରେ ଗଣମାଧ୍ୟମ ସଂଯମ ଆଚରଣ କରୁ : ମୁମ୍ବଇ ହାଇକୋର୍ଟ
ମୁମ୍ବଇ : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ତଦନ୍ତ ସମ୍ପର୍କିତ ଖବରର ପ୍ରସାରଣ କିମ୍ବା ପ୍ରକାଶନ ସମୟରେ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ସଂଯମ ଆଚରଣ କରିବା କୋର୍ଟ ଆଶା କରୁଛନ୍ତି ବୋଲି ମୁମ୍ବଇ ହାଇକୋର୍ଟ କହିଛନ୍ତି। ବିଚାରପତି ଏ.ଏ.ସୟେଦ ଏବଂ ବିଚାରପତି ଏସ୍.ପି. ପାଭାଡେଙ୍କୁ!-->…