ପଠାଗାର ପକ୍ଷରୁ ମାସ୍କ ଓ ସାନିଟାଇଜର ବଂଟନ
ଜଗତସିଂହପୁର: ଆଜି ବାଲିକୁଦ ଜ୍ଞାନଲୋକ ପାଠାଗାର ଓ ଉପକୂଳ ବଞ୍ଚାଅ ଆନେ୍ଦାଳନ ପକ୍ଷରୁ ବିଶିଷ୍ଟ ପରିବେସିତ ତଥା ସମାଜସେବୀ ଅମର ପ୍ରସାଦ ମହାନ୍ତି ଓ ବୀରବର ଦଳାଇଙ୍କ ସହଯୋଗରେ ସପୃକ୍ତ ୱାର୍ଡରେ ମାସ୍କ ବଂଟନ, ସ୍ଥାନୀୟ ଗ୍ରାମ ଡ୍ରେନେଜରେ ବ୍ଲିଚିଙ୍ଗ ପାଉଡର ଏବଂ ସାନିଟାଇଜର ଦ୍ୱାରା!-->…