ଏକାମ୍ର ହାଟ ଖାଲି କରିବାକୁ ନୋଟିସ
ଭୁବନେଶ୍ୱର- ଆସନ୍ତା ୭ ଦିନ ମଧ୍ୟରେ ଏକାମ୍ର ହାଟ ଖାଲି କରିବାକୁ ବ୍ୟବସାୟୀଙ୍କୁ ନୋଟିସ ଜାରି କରିଛି ଇଡୋକ । ଏପରିକି ସେପ୍ଟେମ୍ବର ୧ ତାରିଖରୁ ବିଜୁଳି ଓ ପାଣି ବନ୍ଦ କରିଦିଆଯାଇଛି । ଏକାମ୍ର ହାଟରେ ୬୨ଟି ଷ୍ଟଲ ରହିଛି । ହାଟ ବନ୍ଦ ହୋଇଗଲେ ୧୦୦୦ରୁ ଅଧିକ ବ୍ୟବସାୟୀଙ୍କ ପରିବାର!-->…