ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ, ୪ ଗୁରୁତର

ଜଳେଶ୍ୱର : ବାଲେଶ୍ୱର ଜିଲା ୬୦ ନମ୍ବର ଜାତୀୟ ରାଜପଥ ରୁପ୍‌ସା ଥାନା ମିରିଗୀମୁଣ୍ଡି ଛକ ନିକଟକେ ଏକ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ଏକ ଟ୍ରକ୍ ରାସ୍ତା କଡ଼ରେ ଛିଡ଼ାହୋଇଥିବାବେଳେ ପଛପଟୁ ରୋଗୀ ସହିତ ଚାରିଜଣଙ୍କୁ ନେଇ ଯାଉଥିବା ଏକ ଆମ୍ବୁଲାନ୍ସ ପିଟିଥିଲା। ଯାହାଫଳରେ ଚାରି ଜଣ…

ହୀରାକୁଦ ଡ୍ୟାମର ବନ୍ଦ ହେଲା ଆଉ ୩ଟି ଗେଟ୍

ହୀରାକୁଦ : ଉପର ମୁଣ୍ଡରେ ବର୍ଷା କମିଥିବାରୁ ଜଳ ଭଣ୍ଡାରକୁ ଜଳ ପ୍ରବାହ କମିଯାଇଛି। ତେବେ ହୀରାକୁଦର ଡ୍ୟାମର ଆଉ ତିନୋଟି ଫାଟକକୁ ବନ୍ଦ କରାଯାଇଛି। ଏବେ ମୋଟ୍ ୦୬ଟି ଗେଟ୍ ଦେଇ  ବନ୍ୟାଜଳ ନିଷ୍କାସିତ ହେଉଥିବା ଜଣାପଡିଛି। ବାମପଟୁ ୪ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବାବେଳେ ଡାହାଣପଟୁ…

ରିଆଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀଙ୍କୁ ଅଟକ ରଖିଛି ଏନସିବି

ମୁମ୍ବାଇ : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଦିନକୁ ଦିନ ନାଟକୀୟ ମୋଡ଼ ନେଉଛି। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ପକ୍ଷରୁ ଆଜି ରିଆଙ୍କ ଘରେ ରେଡ଼୍ କରାଯାଇଥିଲା। ଏହାପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) ରିୟାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତୀ ଓ…

ରାଜ୍ୟରେ ଆଉ ୦୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରେ ଆଉ ୦୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଏଥିସହିତ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୫୩୧ରେ ପହଞ୍ଚିଛି। ୯ ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୨ ଜଣ, କଟକ ଜିଲ୍ଲାରୁ ଦୁଇ ଜଣ,…

ରାଜ୍ୟରୁ ଆଉ ୩ ହଜାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ଵର : ରାଜ୍ୟରୁ ଶୁକ୍ରବାର ଆଉ ୩ ହଜାର ୨୬୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ସଙ୍ଗରୋଧ କେନ୍ଦ୍ରରୁ ୧୯୬୧ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୧୩୦୬ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା…

ରାଜ୍ୟରେ ଦିନକରେ ୪୬ ହଜାର ୭୫୪ କରୋନା ଟେଷ୍ଟ

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୪୬ ହଜାର ୭୫୪ କରୋନା ପରୀକ୍ଷା ହୋଇଛି। ଆରଟିପିସିଆର, ଆଣ୍ଟିଜେନ୍ ଓ ଟ୍ରୁନଟ ମାଧ୍ୟମରେ କରୋନା ପରୀକ୍ଷା କରାଯାଇଛି। ଆରଟିପିସିଆର ଟେଷ୍ଟ ୭ ହଜାର ୧୪୪ ହୋଇଥିବାବେଳେ ଆଣ୍ଟିଜେନ୍ ଟେଷ୍ଟ ୩୯ ହଜାର ୩୯୨ ଓ ଟ୍ରୁନଟ ପରୀକ୍ଷା ୨୧୮ଟି ହୋଇଛି। ଏନେଇ ରାଜ୍ୟ…

୩୦ ତାରିଖ ପୁର୍ବରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ଆସନ୍ତା ୩୦ତାରିଖ ପୂର୍ବରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ବିଧାନସଭାର ବାଚସ୍ପତି ସୁର୍ଯ୍ୟନାରାୟଣ ପାତ୍ର ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଲୋକସଭା ବାଚସ୍ପତି ଓ ସଚିବଙ୍କ ସହ ଏନେଇ ଆଲୋଚନା ହୋଇଛି । ଗାଇଡଲାଇନ୍ସ ଆସିବା ପରେ ରାଜ୍ୟରେ କରୋନା ସ୍ଥିତି…

କରୋନା: ଆଉ ଡରାନା

ସର୍ବପ୍ରଥମେ ଧରାଧାମରେ ଯୋଉଁ ପୁରୁଷ ଓ ମହିଳା ଜନ୍ମ ନେଇଥିଲେ ବୋଲି ଧାର୍ମିକ ବିଶ୍ୱାସ ରହିଛି, ସେମାନେ ହେଲେ ଆଦାମ୍ ଓ ଇଭ୍ । ସେମାନଙ୍କଠାରୁ ମାନବ ଜାତିର ସୃଷ୍ଟି ବୋଲି ଧରିନିଆଯାଇଛି । ଇଶ୍ୱରଙ୍କୁ ସ୍ୱୀକାର କଲେ ଆମେ ଏହା କହିପାରୁ ଯେ ପ୍ରଥମେ ସେ ପ୍ରକୃତି ଓ ପରେ ମଣିଷକୁ ପୃଥିବୀକୁ…

ସେବାରେ ଆସୁନି ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟ

ଚମ୍ପୁଆ: ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟର ଏକ୍ସରେ ବିଭାଗ ରୋଗିଙ୍କ କାମରେ ଲାଗୁନଥିବା ଦେଖାଦେଇଛି । ଫଳରେ ରୋଗି ସାମାନ୍ୟ ଏକ୍ସରେ ପାଇଁ ସତାଧିକ ଟଙ୍କା ଗଣି ବାହାରେ ବେସରକାରୀ ଏକ୍ସରେ ଲ୍ୟାବ ଉପରେ ନିର୍ଭର କରୁଥିବା ଦେଖାଯାଇଛି । ବିଦୂ୍ୟତ ସଂଯୋଗ ଏହାର ପ୍ରମୁଖ କାରଣ ପାଲଟିଥିବା…

ବନ୍ୟାଚଂଳରେ ଆରଏସଏସର ସେବା

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଡେରାବିଶ ବ୍ଲକର ଦେପୁଟ ଓ ବେଣିପୁର ଗ୍ରାମବାସୀ ଏବେ ବନ୍ୟାପାଣି ଘେରରେ । ଚଳିତ ବନ୍ୟା ବିରୁପାନଦୀ ଘେରିବନ୍ଧ ମଧ୍ୟରେ ବେଣିପୁର ପଂଚାୟତର ଲୋକମାନଙ୍କୁ ଗୃହପାଳିତ ପଶୁମାନଙ୍କ ସହିତ ରାସ୍ତାରେ ବସାଇ ଦେଇଥିବା ଦେଖିବାକୁ ମିଳିଛି । ବନ୍ୟାରେ ସବୁ…