ପତ୍ନୀକୁ ପୋଡି ହତ୍ୟା ଉଦ୍ୟମ: ସ୍ୱାମୀ ଗିରଫ
ଯାଜପୁର: ୯ ବର୍ଷ ତଳେ ବୈଦିକ ରିତୀରେ ବିଭାଘର ହୋଇଥିଲା । ସ୍ୱାମୀ ସ୍ତ୍ରୀ ବେଶ୍ ସୁଖରେ ଦିନ କାଟୁଥିଲେ । ଏପରିକି ୨ ଜଣଙ୍କର ଗୋଟିଏ ୫ ବର୍ଷର ଝିଅ ଓ ଏକ ୨ ବର୍ଷର ପୁଅ ରହିଛି । ହେଲେ ବାପଘରୁ ଅଧିକ ଯୈାତୁକ ଆଣିବାରେ ସ୍ତ୍ରୀ ଅକ୍ଷମତା ପ୍ରକାଶ କରିବାରୁ ସ୍ୱାମୀ ସ୍ତ୍ରୀକୁ ପୋଡ଼ି!-->…