କରୋନା ଆକ୍ରାନ୍ତଙ୍କୁ ଦୁଷ୍କର୍ମ କଲେ ଜଣେ ଆମ୍ବୁଲାନ୍ସ ଡ୍ରାଇଭର
ନୂଆଦିଲ୍ଲୀ- କରୋନାରେ ଆକ୍ରାନ୍ତ ଜଣେ ୨୨ ବର୍ଷୀୟ ଯୁବତୀଙ୍କୁ ଆମ୍ବୁଲାନ୍ସ ଡ୍ରାଇଭର ଦୁଷ୍କର୍ମ କରିଥିବା କଥା ସାମ୍ମାନକୁ ଆସିଛି । ଏଭଳି ଘଟଣା ଘଟିଛି କେରଳ ପଟନମିଟା ଜିଳ୍ଲାର ଅରମମୁଲା ଅଂଚଳରେ । ପୋଲିସ ସଂପୃକ୍ତ ତଥ୍ୟ ପାଇବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି । ମିଳିଥିବା!-->…