ଜାରି ହେଲା ଆଇପିଏଲ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ- ଜାରି ହେଲା ଆଇପିଏଲ କାର୍ଯ୍ୟସୂଚୀ । ରବିବାର ଭାରତୀୟ ବିସିସିଆଇ ପକ୍ଷରୁ ଆଇପିଏଲର ୧୩ଶ ସଂସ୍କରଣର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି । ସେପ୍ଟେମ୍ବର ୧୯ ତାରିଖରେ ଆବୁଧାବିରେ ଡିଫେଣ୍ଡିଂ ଚାମ୍ପିୟନ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ…

ଅନୁଭବ ମହାନ୍ତିଙ୍କ ପ୍ରେସ ରିଲିଜ ଜାରି

ଭୁବନେଶ୍ୱର- ସାସଂଦ ଅନୁଭବ ମହାନ୍ତି ପ୍ରେସ ରିଲିଜ ଜାରି କରି ନିଜ ପକ୍ଷ ରଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ତାଙ୍କ ବିବାହ ଖରାପ ସମୟ ଧରି ଗତି କରୁଥିଲା । ଘଟଣାର କାରଣ ଜାଣିବା, ବୁଝାଇବା ଓ ବୁଝିବା ତଥା ସଂଶୋଧନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିରାଶ ହୋଇଥିଲେ । ଉଭୟଙ୍କ…

‘ବିପିଏଲ-୨୦୨୦’ଉଦ୍ୟାପିତ: ସି ଟାଇଗର୍ସକୁ ହରାଇ ଡେକାନ୍ ୱାରିୟର୍ସ ଚାମ୍ପିୟନ୍

ବାଲେଶ୍ୱର: ବାଲେଶ୍ୱର କ୍ରିକେଟିୟର୍ସ ଆସୋସିଏସନ ପକ୍ଷରୁ ଗତ ଫେବୃଆରୀ ୨୭ ତାରିଖରୁ ଆରମ୍ଭ ହୋଇଥିବା ବାଲେଶ୍ୱର ପ୍ରିମିୟର ଲିଗ୍ର ଏକାଦଶ ସଂସ୍କରଣ ‘ବିପିଏଲ-୨୦୨୦’ କ୍ରିକେଟ୍ ପ୍ରେମୀଙ୍କ ବିପୁଳ ସମାଗମ ମଧ୍ୟରେ ସହରର ପରମିଟ୍ ପଡ଼ିଆରେ ଉଦ୍ୟାପିତ ହୋଇଯାଇଛି । ୨୦ ଓଭର ବିଶିଷ୍ଟ…

ସଂସ୍କୃତି-ପରମ୍ପରା ଉପରେ କରୋନାର ମାଡ!

ବାଲେଶ୍ୱର: ସମ୍ପ୍ରତି ମହାମାରୀ କରୋନାର କୟାବିସ୍ତାର ଦେଶର ଅର୍ଥନୀତି ସାଙ୍ଗକୁ ସାମାଜିକ ସ୍ଥିତ ଦୋହଲି ଦେଇଥିବା ବେଳେ ଏହାର ପ୍ରଭାବ ସାଂସ୍କୃତିକ କ୍ଷେତ୍ରରେ ବି ବେଶ୍ ଅନୁଭୁତ ହୋଇଛି । କରୋନା ପାଇଁ ସାମାଜିକ ଜୀବନରେ ଧୀର୍ଘବର୍ଷର୍ ଧରି ପାଳିତ ହୋଇ ଆସୁଥିବା ପ୍ରତ୍ୟେକଟି ପର୍ବ…

ପୁରୀ ଅବଢା ଉପରେ ଲାଗିଲା କଟକଣା

ପୁରୀ- ପୁରୀ ଅବଢା ଉପରେ ଲାଗିଲା କଟକଣା । ମାହାମରୀ କରୋନା ପାଇଁ ସୁଆର ଓ ମହାସୁଆର ନିଯୋଗ ପକ୍ଷରୁ ବରାଦି ମହାପ୍ରସାଦ ଉପରେ କଟକଣା ଲଗାଯାଇଛି । କେବେଳ ପୁରୀ ସହର ଓ ସେବାୟତଙ୍କ ପାଇଁ ମହାପ୍ରସାଦ ରନ୍ଧା ହେବ । ସୁଆର ଓ ମହାସୁଆର ନିଯୋଗ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରତିହାରୀ ଏନେଇ…

ଜାତୀୟ ଶିକ୍ଷାନୀତି-୨୦୨୦ ସମ୍ମିଳନୀରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ନୂଆଦିଲ୍ଲୀ- ଆସନ୍ତା କାଲି ଅନୁଷ୍ଠିତ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ମିଳନୀରେ ରାଷ୍ଟ୍ରପତି ରାମାନଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିଭାଷଣ ଦେବେ । ପ୍ରଧାନମନ୍ତ୍ରୀ ଏନେଇ ସୂଚନା ଦେଇଛନ୍ତି । ଏହି ସମ୍ମଳନୀର ବିଷୟ ବସ୍ତୁ ହେଉଛି ଜାତୀୟ ଶିକ୍ଷାନୀତି । କେନ୍ଦ୍ର…

ଆଦାନୀ ଧାମରା ପୋର୍ଟ ପକ୍ଷରୁ ଗୁରୁଦିବସ

ଧାମରା: ସ୍ୱାଧୀନ ଭାରତର ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ୧୩୨ତମ ଜନ୍ମବାର୍ଷିକୀ ତଥା ଗୁରୁ ଦିବସ ଅବସରରେ ଆଦାନୀ ଫାଉଣ୍ଡେସନ ପକ୍ଷରୁ ୪ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ 'ଗୁରୁ ସମ୍ମାନ'ରେ ସମ୍ମାନୀତ କରାଯାଇଛି । ଏମ୍ଇ ଓ ହାଇସ୍କୁଲରେ…

ସରକାରୀ ରିିଲିଫ ସହାୟତାରୁ ବାଦ ପଡିଲେ ୨ଟି ୱାର୍ଡ

ବଳଙ୍ଗା : ଧନୁଆ ନଦୀର ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ବିପନ୍ନଙ୍କୁ ସରକାରଙ୍କ ରିଲିଫ ତାଲିକାରୁ ବାଦ ପଡିବା ଘଟଣାକୁ ନେଇ ଆଜି ଶାଇଁସ ପଂଚାୟତର ୨ଟି ୱାର୍ଡରେ ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ବର୍ଷ ବନ୍ୟା ପାଣି ଯୋଗୁଁ ଶାଇଁସ ପଂଚାୟତର ତୋରିହଁବନ୍ଧର ରାବେଣା ସାହି , ତେଲିସାହି,…

ଅର୍ଜୁନ କାପୁର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ- ବଲିଓଡ ଅଭିନେତା ଅର୍ଜୁନ କାପୁର କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ସୋସିଆଲ ମିଡିଆରେ ଜଣାଇଛନ୍ତି । ସେ କହିଛନ୍ତି ମୁଁ ଏବେ ସୁସ୍ଥ ଅଛି । ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ ଆଇସୋଲେସନରେ ରହିଛି । ତେଣୁ ସମସ୍ତଙ୍କ…

ଭାରତ: ସର୍ବାଧିକ ଶ୍ରମିକଙ୍କ ଆତ୍ମହତ୍ୟା

ଭୁବନେଶ୍ୱର:ଏବେ କାମଧନ୍ଦା ହରାଇ ଆର୍ଥିକ ହୁଃସ୍ଥିତି ଦେଇ ଗତି କରୁଥିବା ଲୋକମାନେ ଦୁଇ ଓଳି ଦୁଇମୁଠା ଖାଇବାକୁ ମଧ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି । ଆର୍ଥିକ ଅନଟନ ସାଙ୍ଗକୁ ମାନସିକ ଚିନ୍ତା ଘର ଓ ପରିବାରକୁ ଧ୍ୱଂସ କରିଦେଉଛି । ରୋଜଗାର ହରାଇବା ପରେ ବେକାର ହୋଇ ଘରେ ବସିଥିବା…