ସେପ୍ଟେମ୍ବର ଶେଷ ଆଡକୁ କମିପାରେ କରୋନା ସକ୍ରଂମଣ
ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ଗମ୍ଭୀର ହୋବାରେ ଲାଗିଛି । ଚଳିତ ମାସ ପ୍ରଥମରୁ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେବଳ ଆକ୍ରାନ୍ତଙ୍କ ସଂଖ୍ୟା କାହିଁକି ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଉଛି । ପ୍ରତ୍ୟେକ ଦିନ ପଜିଟିଭଙ୍କ ସଂଖ୍ୟା!-->…