ନାଓମି ଓସାକାଙ୍କୁ ୟୁଏସ୍ ଓପନ ଟେନିସ୍ ମହିଳା ସିଙ୍ଗିଲ୍ସ ଟାଇଟଲ
ନ୍ୟୁୟର୍କ : ଜାପାନର ନାଓମି ଓସାକା ୟୁଏସ୍ ଓପନ ଟେନିସ୍ ମହିଳା ସିଙ୍ଗିଲ୍ସ ଟାଇଟଲ ହାସଲ କରିଛନ୍ତି। ଶନିବାର ରାତିରେ ନ୍ୟୁୟର୍କଠାରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ସେ ବେଲାରୁଷ୍ର ଭିକ୍ଟୋରିଆ ଆଜାରିଙ୍କାଙ୍କୁ ୧-୬, ୬-୩ ଓ ୬-୩ ସେଟରେ ପରାସ୍ତ କରି ଏହି ଟାଇଟଲ ସହ ତୃତୀୟ!-->…