ପୁଣି ଚିନକୁ ଝଟକା; ଚୀନର ୫ ସାମଗ୍ରୀକୁ ବନ୍ଦ କଲା ଆମେରିକା
ୱାଶିଂଟନ୍: ପୁଣି ଚନକୁ ଝଟକା। ଚୀନ୍ ବିରୋଧରେ ଆମେରିକା ପୁଣି କଠୋର ହୋଇଛି। ଚୀନରୁ ଆମଦାନୀ ହେଉଥିବା ୫ ପ୍ରକାରର ସାମଗ୍ରୀକୁ ବ୍ୟାନ କରିଛି ଆମେରିକା। ଚୀନର ଜିନଙ୍ଗାଙ୍କୁ ପ୍ରୋଭିନ୍ସରୁ ଆମଦାନୀ ହେଉଥିବା ୫ଟି ସାମଗ୍ରୀକୁ ବ୍ୟାନ୍ କରାଯାଇଛି। ଏହି ୫ ସାମଗ୍ରୀ ଗୁଡିକ ହେଉଛି କଟନ,!-->…