ରାଜ୍ୟରେ ୨ ଲକ୍ଷ ମୁହାଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର-ରାଜ୍ୟରେ ଆଜି ୪୩୪୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୫୧୭ ହୋଇଥିବା ବେଳେ ୧୮୨୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୫୩, କଟକ ୫୬୭, ଅନୁଗୁଳ ୧୫୫, ବାଲେଶ୍ୱର ୧୬୨,…

ରାଫେଲ ଯୁଦ୍ଧ ବିମାନର ପ୍ରଥମ ମହିଳା ପାଇଲଟ ଶିବାଙ୍ଗୀ

ନୂଆଦିଲ୍ଲୀ- ଅତ୍ୟାଧୁନିକ ଲଢୁଆ ବିମାନ ରାଫେକଲ ଉଡାଇବେ ଫ୍ଲାଇଟ ଲେଫ୍ଟନାଂଟ ଶିବାଙ୍ଗୀ ସିଂ । ସେ ଏବେ ଅମ୍ବାଲା ଏୟାରବେସରେ ଟ୍ରେନିଂ ନେଇଛନ୍ତି । ଶିବାଙ୍ଗୀ ୨୦୧୭ ମସିହାରେ ଭାରତୀୟ ବାୟୁସେନାରେ ଯୋଗ ଦେଇଥିଲେ । ଏହା ପରଠାରୁ ସେ ମିଗ୍ ୨୧ ବାଇସନ ଲଢୁଆ ବିମାନ ଉଡାଇଛନ୍ତି । ରାଫେଲ…

ଆରପାରିରେ ପୂର୍ବତନ ମନ୍ତ୍ରୀ ଶେଖ ମତଲୁବ ଅଲ୍ଲୀ

ଭୁବନେଶ୍ୱର- ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଣେଖ ମତଲୁବ ଅଲ୍ଲୀଙ୍କ ପରଲୋକ ହୋଇଛି । ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା । କିନ୍ତୁ ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଘଟିବାରୁ ୭୮ ବର୍ଷ ବୟସରେ…

ଓଏନଜିସି ପ୍ଲାଂଟରେ ଅଗ୍ନିକାଣ୍ଡ

ଅହମଦାବାଦ- ସୁରତ ହଜିରାସ୍ଥିତ ଓଏନଜିସି ପ୍ଲାଂଟରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଗତକାଲି ବିଳମ୍ବିତ ରାତିରେ ଏହି ଘଟଣା ଘଟିବାର ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଲଗତାର ୩ଟି ବଡଧରାଣର ବିସ୍ଫୋରଣ ପରେ ନିଆଁ ଲାଗିଥିଲା । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପଂହଚି…

ସରିଲା ଓଜେଇ ଅନଲାଇନ ଆବେଦନ: ଆଜି ଫି ଜମା ଡେଡଲାଇନ

ଭୁବନେଶ୍ୱର- ଗତକାଲି ରାତି ୧୨ ପରଠାରୁ ଶେଷ ହୋଇଛି ଓଜେଇ ଅନଲାଇନ ଆବେନଦ ପ୍ରକ୍ରିୟା । ଯେଉଁମାନେ ଆବେଦନ କରିଥିବେ ସେମାନେ ଆଜି ଦିନ ୧୧ଟା ସୁଦ୍ଧା ଅନଲାଇନରେ ଫି ଜମା ପାଇଁ ଡେଡଲାଇନ ରଖାଯାଇଛି । ଅକ୍ଟୋବର ୧୨ ତାରିଖରୁ ଏହି ପରୀକ୍ଷା ଆରମ୍ଭ ହେବାକୁ ଯାଉଛି । ଏହା ୧୯ ତାରିଖ…

ସଂସଦୀୟ ଗଣତନ୍ତ୍ର ପ୍ରତି ଉପହାସ

ଗଣତନ୍ତ୍ରର ପବିତ୍ର ମନ୍ଦିର ପାର୍ଲିଆମେଂଟର ଅପର ହାଉସ ଭାବେ ପରିଚିତ ରାଜ୍ୟସଭାରେ କୃଷିବିଲକୁ ନେଇ ଯେଉଁ ଭଳି ହଙ୍ଗମା, ହଟ୍ଟଗୋଳ, ଅଭବନୀୟ ଘଟଣା ରବିବାର ଦିନ ଘଟିଲା, ତାହା ନିଶ୍ଚିତ ଭାବେ ଗୃହର ଗାରିମା ଏବଂ ମାନ୍ୟବର ସଦସ୍ୟମାନଙ୍କ କାର୍ଯ୍ୟ ହାନୀ କରିଛି । ସେହିପରି ରାଜ୍ୟସଭାର…

ପାଠ୍ୟପୁସ୍ତକରେ ଇତିହାସର ବିକୃତିକରଣ ବନ୍ଦ ହେଉ

ଭୁବନେଶ୍ୱର: ଓଡ଼ିଶା ଶିକ୍ଷା ବିଭାଗ ଷଡ଼ଯନ୍ତ୍ରରେ ସ୍କୁଲ୍ ପିଲାଙ୍କୁ ଭୁଲ୍ ଇତିହାସ ପଢାଯାଉଛି । ଷÂ ଶ୍ରେଣୀ ସାହିତ୍ୟ ବହିର ପୃଷ୍ଠା ନଂ- ୫୦ରେ ଯେଉଁ ବ୍ୟକ୍ତିଙ୍କ ସମ୍ବନ୍ଧରେ ବର୍ଣ୍ଣିତ ହୋଇଛି, ତାହା ଆଦୌ ତଥ୍ୟ ଆଧାରିତ ନୁହେଁ । ଆର.ଏସ୍.ଏସ୍.ର ଦୀକ୍ଷା ଗୁରୁ ସାବରକରଙ୍କୁ…

ଯୁବତୀଙ୍କୁ ଦୁଷ୍କର୍ମ, ଥାନାରେ ଅଭିଯୋଗ

ଖଡିଆଳ: ନୂଆପଡା ଜିଲ୍ଲା ଖଡିଆଳ ଥାନା ବହଲପଦର ଗାଁରେ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି । ଏଠାରେ ଜଣେ ଯୁବତୀ ଦୁଷ୍କର୍ମର ଶିକାର ହୋଇଛନ୍ତି । ଜନ୍ମଦିନ ଉତ୍ସବରେ ଯୋଗଦେଇଥିବା ଜଣେ ଯୁବତୀଙ୍କୁ ବଳ ପ୍ରୟୋଗ କରି ଟେକିନେଇ ଦୁଷ୍କର୍ମ କରାଯାଇଥିବାର ଅଭିଯୋଗ ହୋଇଛି । ଏହାପରେ ଅଭିଯୋଗ…

ଜନ୍ମ ଦିନରେ ଦିବ୍ୟାଙ୍ଗମାନଙ୍କୁ ସହାୟତା

ଭୁବନେଶ୍ୱର : ପ୍ରତିଟି ମଣିଷ ପାଇଁ ଜନ୍ମଦିନ ଏକ ଅଭୁଲା ଦିନ । ଦିନଟିକୁ ସ୍ମରଣୀୟ ରଖିବା ପାଇଁ ଅନେକ ହୋଟେଲ, ରେଷ୍ଟୁରା, ପଂଚତାରକା ହୋଟେଲ ଓ ବିଭିନ୍ନ ମଣ୍ଡପମାନଙ୍କରେ ଜନ୍ମଦିନ ଉତ୍ସବ ଜାକ ଜମକରେ ଆୟୋଜନ କରିଥାନ୍ତି । ବନ୍ଧୁ, ବାନ୍ଧବ, ସାଙ୍ଗ, ସାଥୀ ଏବଂ ଆତ୍ମୀୟ ସ୍ୱଜନ ମାନଙ୍କୁ…

ଭୁବନେଶ୍ୱରରୁ ୩୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର-ଆଜି ବିଏମସି ଅଂଚଳରୁ ୩୦୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୮୩ ହୋଇଥିବା ବେଳେ ୨୧୮ ସ୍ଥାନୀୟ ସଂକ୍ରମିତ ରହିଛି । ବର୍ତମାନ ସୁଦ୍ଧା ଭୁବନେଶ୍ୱରରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୫୪୪ ବୃଦ୍ଧି ପାଇଥିବା ବେଳେ ୧୫୭୪୬…