ଅକ୍ଟୋବରରୁ ମିଠାରେ ରହିବ ‘ତମାଦି ଅବଧି’
କଲକାତା: ଏଥର ସମସ୍ତ ମିଷ୍ଟାନ୍ନରେ ଏକ୍ସପ୍ୟାରି ଡେଟ୍ ରଖାଯିବା ପାଇଁ କେନ୍ଦ୍ର ପକ୍ଷରୁ ବାଧ୍ୟତାମୂଳକ କରାଯିବା ନିର୍ଦେଶକୁ ରାଜ୍ୟରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ ବୋଲି ରାଜ୍ୟ ଖାଦ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେଦୃଷ୍ଟିରୁ ରାଜ୍ୟର ସମସ୍ତ ମିଠା ଦୋକାନରେ ଅକ୍ଟୋବର ପହିଲାରୁ!-->…