ସାମାଜିକ ନିରାପତା ଦିବସ
ପ୍ରତିବର୍ଷ ଅଗଷ୍ଟ ୧୪ ତାରିଖରେ ପାଳିତ ହୁଏ ସାମାଜିକ ନିରାପତା ଦିବସ । ସାମାଜିକ ନିରାପତାର ର ସଂଜ୍ଞା – ବେରୋଜଗାର ତଥା ସ୍ୱଳ୍ପ ଆୟକାରୀଙ୍କୁ ସରକାରୀ ଆର୍ଥିକ ସହାୟତା । ଜାତି ସଂଘ ର ମାନବାଧିକାରର ସର୍ବଭୌମ ଘୋଷଣା ର ୨୨ତମ ଧାରାରେ ଏହା ସମ୍ୟଜ୍ ଭାବେ ବର୍ଣ୍ଣିତ । ସାମାଜିକ!-->…