ବିଦ୍ୟାଳୟରୁ ତିନିଲକ୍ଷ ଟଙ୍କାର ଦ୍ରବ୍ୟ ଚୋରୀ ମାମଲା

ବାରିପଦା: ସ୍ଥାନୀୟ ପାଲବଣୀ ସ୍ଥିତ ଲେଡି ହେମିଲେଟନ ସରକାରୀ ଉଚ୍ଚ ବିଦୟାଳୟରେ କୋଭିଡ -୧୯ ର ସ୍ୱାବ କଲେକସନ ସେଂଟର ପରିଚାଳିତ ହେଉଥିବା ବେଳେ, ନିର୍ଜନତାର ସୁଯୋଗ ନେଇ ଚୋରପଶି ବିଦ୍ୟାଳୟର କମ୍ପୁଟର ଲ୍ୟାବ, ସାଇନ୍ସ ଲ୍ୟାବ, ସମେତ ଶ୍ରେଣୀ ଗୃହ ମାନଙ୍କର ତାଲାବାଙ୍ଗି ଗତ ୧୧ ତାରିଖ ରାତିରେ…

ହାତୀ ଉପଦ୍ରବରେ ନଷ୍ଟ ହେଉଛି ଫସଲ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବହୁ ସମୟରେ ଝାଡ଼ଖଣ୍ଡ ହାତୀ ଉପଦ୍ରବ ଫଳରେ ବହୁ ଫସଲ ସହିତ ଧନଜୀବନ ନଷ୍ଟ ହେଉଛି ।ନିକଟରେ ଜିଲ୍ଲାର ତିରିଂ ବ୍ଲକର ଉପାନ୍ତ ଗ୍ରାମ ବଡ଼ଭୁଣ୍ଡୁ ଓ ଚାଙ୍ଗୁଆ ଗ୍ରାମରେ ପଡେଶୀ ରାଜ୍ୟର ବଣୁଆ ହାତୀ ପଲ ରାତି ସମୟରେ ଚାଷ ଜମିରେ ପଶି ବ୍ୟାପକ ଫସଲ ଧାନ ଗଛ ଓ…

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ: ମୟୂରଭଞ୍ଜରେ ପାସ ହାର ୬୪.୪୨%

ବାରିପଦା: ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍ଏସ୍ଇ)ପକ୍ଷରୁ ଯୁକ୍ତ ୨ ବିଜ୍ଞାନର ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି । ଚଳିତବର୍ଷ ଉତର ଓଡ଼ିଶା ଜୋନର ଯୁକ୍ତ ଦୁଇ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାସ ହାର ୭୧.୭ ପ୍ରତିଶତ ରହିଛି । ତେବେ ପ୍ରକାଶ ପାଇଥିବା ଫଳାଫଳ ଅନୁଯାୟୀ ମୟୂରଭଞ୍ଜ…

ଗୋଟିଏ ପରିବାରରୁ ୫ ଫନି ହିତାଧିକାରୀ

ବାଲିପାଟଣା : ଫନି ସହାୟତା ବଂଟନରେ ହୋଇଥିବା ବ୍ୟାପକ ଦୁର୍ନୀତି ବିରୋଧରେ ବାଲିପାଟଣା ବିଜେପି ଆନ୍ଦୋଳନକୁ ଓହ୍ଲାଇଛି । ଦଳ ପକ୍ଷରୁ ବାଲିପାଟଣା ତହସିଲ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଆର୍ଆଇଙ୍କ ପାତରଅନ୍ତର ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି…

ବିକାଶର ସଫଳତା

ସମ୍ବଲପୁର: ଓଡ଼ିଶା ଉଚ୍ଚତର ମାଧ୍ୟମିକ ବୋଡର଼୍ ପରୀକ୍ଷା-୨୦୨୦ରେ ଶାସନସ୍ଥିତ ବିକାଶ କ୍ୟାମ୍ପସର ବିଜ୍ଞାନ ଛାତ୍ରୀ କୁମାରୀ ଛବିରାଣୀ ରଣା ୬୦୦ ମାର୍କରୁ ସର୍ବମୋଟ ୫୬୦(୯୩.୩୩%) ନମ୍ବର ରଖି ସମଗ୍ର ଓଡ଼ିଶାରେ ୭ମ ସ୍ଥାନ ତଥା ପଶ୍ଚିମ ଓଡ଼ିଶା ପାଇଁ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ।…

ମୋର ପସନ୍ଦ ପଖାଳ : ନବୀନ

ଭୁବନେଶ୍ୱର: ଓଡ଼ିଆ ଖାଦ୍ୟକୁ ସ୍ୱତନ୍ତ୍ର ପରରିଚୟ ଦେବା ସହ ପ୍ରଚାର, ପ୍ରସାର ପାଇଁ ଓଟିଡିସି ଅଂଟା ଭିଡ଼ିଛି । ‘ଆମ ଘର ଆମ ହାଣ୍ଡିଶାଳ’ ନାମରେ ଚାଲିଥିବା ଏହି ରୋଷଇ ପ୍ରତିଯୋଗିତା ଆସନ୍ତା ଅଗଷ୍ଟ ୧୫ ତାରିଖରୁ ଦୂରଦର୍ଶନରେ ପ୍ରସାରିତ ହେବ । ଏହି କାର୍ଯ୍ୟକ୍ରମରେ ଓଡ଼ିଆ ଖାଦ୍ୟକୁ ନେଇ…

ଟେଲିମେଡିସିନ୍ ସେବା ମିଳିବ ୬ଶହ ପିଏଚ୍ସିରେ

ଭୁବନେଶ୍ୱର: ରାଜ୍ୟର ୬ଶହ ପିଏଚ୍ସରେ ମିଳିବ ଟେଲିମେଡିସିନ୍ ସେବା ତୃଣମୂଳସ୍ତରରେ ଲୋକମାନଙ୍କୁ ରୋଗୀ ସେବା ଯୋଗାଇ ଦେବା ଲାଗି ଉଦ୍ୟମ କରାଯାଉଛି । ଯାହାଫଳରେ ଏକ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଟିଏ ପହଂଚି ମେଡିକାଲ କଲେଜରେ ବିଶେଷଜ୍ଞ ଡାକ୍ତରଙ୍କ ସହିତ ଭିଡିଓ-ଅଡିଓ ଜରିଆରେ ନିଜର…

ସୁଶାନ୍ତଙ୍କ ପାଇଁ ଗ୍ଲୋବାଲ୍ ପ୍ରାର୍ଥନା

ମୁମ୍ବଇ : ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଗୋଟିଏ ପଟେ ସିବିଆଇ ଯାଞ୍ଚ ଜାରି ଥିବା ବେଳେ ଅନ୍ୟପଟେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କ ସହ ସମ୍ପୃକ୍ତ ଥିବା ଲୋକଙ୍କ ବୟାନ ରେକର୍ଡ କରୁଛନ୍ତି । ଏହାରି ମଧ୍ୟରେ ସୁଶାନ୍ତ ମୃତ୍ୟୁକୁ ଆଜି ଦୁଇମାସ ପୂରଣ…

କୋରକରାରେ ବେଆଇନ ମଦ ବିକ୍ରି

ଫୁଲନଖରା  : ବାରଙ୍ଗ ବ୍ଲକ ୩୩ନମ୍ବର ଜୋନ ଅନ୍ତର୍ଗତ କୋରକରା ଅଞ୍ଚଳରେ ବ୍ୟାପକ ଚୋରା ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ବିଶେଷ କରି କୋରକରା ମୁଖ୍ୟ ବଜାରରେ ଏହା ଦୈନିକ ବିକ୍ରି ହେଉଥିଲେ ମଧ୍ୟ ପୁଲିସ ଅଥବା ଅବକାରୀ ବିଭାଗ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ବାଙ୍ଗଲାଦେଶ ସୀମାରେ ଦୁର୍ଲ୍ଲଭ ପକ୍ଷୀ ; ମୂଲ୍ୟ ୧୫ ଲକ୍ଷ ଟଙ୍କା

ବାଙ୍ଗଲାଦେଶ : ବାଙ୍ଗଲାଦେଶ ସୀମାରେ ଦୁର୍ଲ୍ଲଭ ପକ୍ଷୀ । ବାଙ୍ଗଲାଦେଶ ସୀମାରେ ବିଏସଏଫ ଯବାନମାନେ ତଲାସି କରୁଥିବା ସମୟରେ ସେଠାରେ ଥିବା କିଛି ସନ୍ଦିଗ୍ଧ ଏକ ପିଞ୍ଜରା ପକାଇ ଦେଇ ପଳାଇଥିଲେ। ପିଞ୍ଜରାରେ ଦୁର୍ଲ୍ଲଭ ଟୁକେନ ପକ୍ଷୀର ଯୋଡ଼ା ଥିଲା, ଯାହାର ମୂଲ୍ୟ ପ୍ରାୟ ୧୫ ଲକ୍ଷଟଙ୍କା। ଏହା…