ଏଲଏସି ବିବାଦରେ ଭାରତକୁ ଆମେରିକାର ସମର୍ଥନ
ୱାଶିଂଟନ: ଭାରତ-ଚୀନ ମଧ୍ୟରେ ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି)କୁ ନେଇ ବିବାଦ ଲାଗି ରହିଛି। କିନ୍ତୁ ଏହି ବିବାଦ ମଧ୍ୟରେ ଆମେରିକା ଭାରତକୁ ଦୃଢ଼ ସମର୍ଥନ କରିଛି। ଚୀନର ଷଡ଼ଯନ୍ତ୍ରମୂଳକ ଆଭିମୁଖ୍ୟ ବିରୋଧରେ ସିନେଟ୍ରେ ଆଲୋଚନା ପ୍ରସ୍ତାବ ମଧ୍ୟ ଆଣିଛି। ଆମେରିକାର ଦୁଇଟି ଶକ୍ତିଶାଳୀ!-->…