କୁଜଙ୍ଗ ବଜାର ୩ ଦିନ ସଟଡାଉନ

ପାରାଦୀପ- କୁଜୁଙ୍ଗ ସବ୍- ଜଜ୍ ଏବଂ ଜେଏମଏଫସି କୋର୍ଟରେ ୨ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ କୁଜଙ୍ଗ ବଜାର ସମେତ ଏହାର ଆଖପାଖ ଅଂଚଳ ୩ ଦିନ ପାଇଁ ସଟଡାଉନ ଘୋଷଣା କରାଯାଇଛି । ଜଗତସିଂପୁର ଜିଲ୍ଲାପାଳ ଏହି ନିଷ୍ପତି ନେଇଛନ୍ତି । ଏହି ସମୟରେ ଜରୁରୀକାଳୀନ ସେବାକୁ ଛାଡି ଦେଲେ…

ଭୋଜି ହେଲା କାଳ

ନୀଳଗିରି- ବାଲେଶ୍ୱର ଜିଲ୍ଲା ନୀଳିଗିରି ବ୍ଳକ ଅନ୍ତର୍ଗତ ତୋଟାପଡା ଗାଁରେ ଭୋଜି ଖାଇ ୩୫ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି । ଏାମନଙ୍କ ମଧ୍ୟରୁ ୫ରୁ ଅଧିକ ଶିଶୁ ରହିଛନ୍ତି । କିଛି ଲୋକଙ୍କୁ ନୀଳଗିରି ହସ୍ପିଟାଲୋର ଭର୍ତି କରାଯାଇଥିଲା ଓ ଆଉ କିଛି ଲେକଙ୍କୁ ଅନ୍ୟ ମେଡିକାଳରେ ଭର୍ତି…

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ୨ୟ ପୁଣ୍ୟତିଥି

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ପୁଣ୍ୟତିଥି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଦେଶର ପ୍ରଗତି ଦିଗରେ ଅଟଳ ବିହାରୀ ବାଜପେୟୀଙ୍କ ଅତୁଳନୀୟ ଅବଦାନ ସର୍ବଦା…

ସୁଶାନ୍ତ ମୃତ୍ୟୁ ପଛରେ ରହିଛି ମନ୍ତ୍ରୀଙ୍କ ହାତ: ନାରାୟଣ ରାଣେ

ମୁମ୍ବଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ନାରାୟଣ ରାଣେ ରବିବାର ବିସ୍ଫୋରକ ମନ୍ତବ୍ୟ ଦେଇଛନ୍ତି। ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ଏବଂ ଏହା ପଛରେ ଜଣେ ମନ୍ତ୍ରୀଙ୍କ ହାତ ରହିଛି ବୋଲି ସେ କହିଛନ୍ତି।…

ଚଳଚ୍ଚିତ୍ର ଦୁନିଆରେ ପାଦଦେଲେ ଧୋନୀ

ନୂଆଦିଲ୍ଲୀ: ମହେନ୍ଦ୍ର ସିଂହ ଧୋନୀ ଅନ୍ତର୍ଜାତୀୟ କ୍ରିକେଟ ଜଗତରୁ ଶନିବାର ଅବସର ଗ୍ରହଣ କରିଛନ୍ତି। ଅଚାନକ ସେ ଏପରି ଘୋଷଣା କରି କ୍ରିକେଟପ୍ରେମୀମାନଙ୍କୁ ଚକ୍କିତ କରିଛନ୍ତି। କିନ୍ତୁ ତାଙ୍କର ଏହି ନିଷ୍ପତ୍ତି ଅପ୍ରତ୍ୟାଶିତ ନୁହେଁ। ପ୍ରାୟ ବର୍ଷେ ହେବ ସେ ଏଥିପାଇଁ ମାନସିକ ସ୍ତରରେ…

ଲଗାଣ ବର୍ଷାରେ ବେହାଲ ମାଲକାନାଗିରି

ମାଲକାନାଗିରି- ଲଗାଣ ବର୍ଷା ଯୋଗୁଁ ବେହଲା ହୋଇଯାଇଛି ମାଲକାନାଗିରି । ବିିଭନ୍ନ ନଦୀରେ ବନ୍ୟାଜଳ ପ୍ରଭାବିତ ହୋଉଛି । ପୋଲ ଓ ରାସ୍ତା ଉପରେ ୪ରୁ ୫ ଫୁଟୁର ବନ୍ୟାଜଳ ସୁଅ ଛୁଟୁଥିବାରୁ ମାଲକାନଗିରିରୁ ଜୟପୁର , ବାଲିମେଳା ଓ କାଲିମେଳାକୁ ଯେଗାଯୋଗ ବିଛିନ୍ନ ହୋଇପଡିଛି । ପାଙ୍ଗମ ,…

୬୦ହଜାର ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ କରେନା ସ୍ଥିତି ଜଟିଳ ହେବାରେ ଲାଗିଛି । ଅଗଷ୍ଟ ମାସରେ ଆକ୍ରାନ୍ତଙ୍କ ସଂଖ୍ୟା ୨ହଜାର ପାର କରୁଛି । ଗତ ୨୪ ଘଂଟାରେ ନୂଆ ୨,୯୨୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧,୮୧୫ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧,୧୦୯ ସ୍ଥାନୀୟ ସଂକ୍ରମିତ…

କରୋନାରେ ଆଖି ବୁଜିଲେ ଆଉ ୧୦ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଉପର ମୁହାଁ । ଆଜି ଗୋଟିଏ ଦିନରେ ୧୦ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା । ୧୦ ମୃତକଙ୍କ ମଧ୍ୟରୁ ଭୁବନେଶ୍ୱର ଓ ଗଞ୍ଜାମରୁ ୨, ଭଦ୍ରକ, ବଲାଙ୍ଗିର, କଟକ, ଯାଜପୁର , କନ୍ଧମାଳ ଓ ସୋନପୁରରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ ଏମାନେ…

୭ ଜିଲ୍ଲାରେ ବର୍ଷିବ

ଭୁବନେଶ୍ୱର- ଓଡିଶାରେ ସକ୍ରିୟ ହେଉଛି ଆଉ ଏକ ଲଘୁଚାପ । ଆଜି ଉପୂକଳ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱା ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । କେରାପୁଟ, ନୂଆପଡା, ବରଗଡ, ବଲାଙ୍ଗିର, ଝାରସୁଗୁଡା, ସୁନ୍ଦରଗଡ ଓ ସମ୍ବଲପୁର ଜିଲ୍ଲାକୁ…

ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି କରୋନାରେ ଆକ୍ରାନ୍ତ

ଭୁବନେଶ୍ୱର- ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଖୁବଶୀଘ୍ର ସେ ସୁସ୍ଥ ହୋଇଯିବେ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ କହିଛନ୍ତି । ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ…