ମାଲକାନାଗିରିରେ ବର୍ଷା ବିଭୀଷିକା

ମାଲକାନାଗିରି- ଗତ ୫ ଦିନ ହେବ ଲଗାଣ ବର୍ଷା ଲାଗି ରହିଥିବାରୁ ମାଲକାନାଗିରି ଜିଲ୍ଲା ଜଳମଗ୍ନ ହୋଇଛି । ୩୨୬ ନମ୍ବର ଜାତୀୟ ରାଜପର କାଙ୍କକୋଣ୍ଡା ପୋଲ ଉପରେ ୮ରୁ ୧୦ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି । ଯାହାଫଳରେ ଯୋଗାଯୋଗ ବିଛିନ୍ନ ହୋଇପଡିଛି । ହେକ୍ଟର ହେକ୍ଟର ଚାଷ ଜମିରେ…

ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା

ଅହମଦାବାଦ- ଗୁଜୁରାଟ ଖେଡା ଜିଲ୍ଲା ନାଦିଆଡ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହାତ ହୋଇଛନ୍ତି । ଆହାତଙ୍କୁ ନାଦିଆଡ ସିଭିଲ ହସ୍ପିଟାଲରେ ଭର୍ତି କରାଯାଇଛି । ମୃତକ ଅହମଦାବାଦର ବୋଲି ଜଣାପଡିଛି । ସୂଚନାଯୋଗ୍ୟ ରିବିବାର ରାତିରେ…

୧୯ରୁ ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର- ୧୯ରୁ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ପୁଣି ବର୍ଷାର ପରିମାଣ ବଢିବ । ଏନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ରାଜ୍ୟର ୯ ଟି ଜିଲ୍ଲା କୋରାପୁଟ,…

ସର୍ବଗିଳା ନହୁଅ

ଗଣମାଧ୍ୟମରେ ବଜ୍ରକାପ୍ତା ଚୋରା ଚାଲାଣ ନେଇ ଏକ ଖବର ପ୍ରକାଶ ପାଇବା ସହ ଏହି ଚୋରା ଚାଲାଣକାରୀଙ୍କ ମଧ୍ୟରୁ ସ୍ୱଳ୍ପସଂଖ୍ୟକ ଧରା ପଡିଥିଲେ । ଏଥିନେଇ ବନଜନ୍ତୁ ବିଭାଗ ପକ୍ଷରୁ ତଦନ୍ତ ଯାରି ରହିଥିଲା । ଆଠଗଡ ସମେତ କଟକ ଜିଲ୍ଳାର ସିମାନ୍ତ ବର୍ତି ଜିଲ୍ଳାରେ ଏଥିନେଇ ଏକ ସୁସଂଗଠିତ ରାକେଟ୍…

ଏନଟିପିସି ତାଳଚେର ଥର୍ମାଲରେ ୭୪ତମ ସ୍ୱାଧିନତା ଦିବସ

ଭୁବନେଶ୍ୱର: ଏନଟିପିସି ତାଳଚେରରେ ଥର୍ମାଲ ଅଫିସ ପରିସରରେ ୭୪ତମ ସ୍ୱାଧିନତା ଦିବସ ସରକାରଙ୍କକ ସମସ୍ତ କୋଭିଡ-୧୯ ନିୟମାବଳୀକୁ ମାନି ପାଳନ କରାଯାଇଛି । ଏହି ଅବସରରେ ଚାଳଚେର ଥର୍ମାଲର ସମୂହ ମହା ପ୍ର୍ରବନ୍ଧକ ଶ୍ରୀ ଡି.ଏନ ତିୱାରୀ ଜାତୀୟ ପତାକା ଉତୋଳନ କରିଥିଲେ । ଏହି ଉତ୍ସବରେ ଏନଟିପିସିର…

ଲାୟନ୍ସ କ୍ଲବରେ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର: ଲାୟନ୍ସ କ୍ଲବ ସ୍ମାଇଲ ଭୁବନେଶ୍ୱର କ୍ଲବ ନଂ:୩୨୨ସି୪ ତରଫରୁ ଏମ ଏଲ ଏ କଲୋନୀ ପ୍ରାଇମେରୀ ସ୍କୁଲ ଭୁବନେଶ୍ୱର, ପରିସରରେ ୭୪ତମ ସ୍ୱାଧିନତା ଦିବସ ପାଳିତ ହୋଇଥିଲା । ଏହି ଅବସରରେ କ୍ଲବ ସଭାପତି ସସ୍ମିତା ସ୍ୱାଇଁ , ଉପ ସଭାପତି ପ୍ରସନଜିତ ମିଶ୍ର, ସମ୍ପାଦକ ଅଲୀ ଅଲି ମଲିକ…

ପୂର୍ବତନ କ୍ରିକେଟର ଓ ୟୁପି ସରକାର ମନ୍ତ୍ରୀ ଚେତନ ଚୌହାନଙ୍କ ପରଲେକ

ନୂଆଦିଲ୍ଲୀ- ପୂର୍ବତନ କ୍ରିକେଟର ଓ ୟୁପି ସରକାର ମନ୍ତ୍ରୀ ଚେତନ ଚୌହାନଙ୍କ ୭୩ ବର୍ଷ ବୟସରେ ପରଲୋକ ହୋଇଛି । ଜୁଲାଇ ମାସରେ ସେ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତି ହୋଇଥିଲେ । ତାଙ୍କର ଗୋଟିଏ କିଡନୀ ଖରାପ ହୋିଯିବାରୁ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ତାଙ୍କୁ…

ଭୁବନେଶ୍ୱରରୁ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ଆଜି ରାଜଧାନୀରୁ ୧୭୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କମ ମଧ୍ୟରୁ ୯୨ ସଙ୍ଗରୋଧ କେନ୍ଦ୍ରର ଓ ୭୮ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏନେଇ ସୂଚନା ଦେଇଛନ୍ତି ମହାନଗର ନିଗମ । ସେହିପରି ଭୁବନେଶ୍ୱରରୁ ଆଉ ୧୮୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବର୍ତମାନ ସୁଦ୍ଧା…

ୱବେ ସତସଙ୍ଗ ଅନୁଷ୍ଠିତ

ଭୁବନେଶ୍ୱର- ଆଜି ଦିନ ୧୧.୩୦ ମିନିଟରେ ଭୁବନେଶ୍ୱର ସତସଙ୍ଗ ବିହାର ଠାରେ ଏକ ୱବେ ସତସଙ୍ଗ ଅନୁଷ୍ଠିତ ହୋଇଯାଇଛି । ଏହି ୱବେ ସତସଙ୍ଗରେ ଜତିନ ମୋହନ ବଷୁଙ୍କର ୧୭ତମ ଶ୍ରାଦ୍ଧ ଦିବସ ପରିପେକ୍ଷିରେ ସତସଙ୍ଗ ନିବେଦନ କରାଯାଇଥିଲା । ଏହି ସତଙ୍ଗରେ ମୁଖ୍ୟ ବର୍ତା ଭାବେ ସହ ପ୍ରତିରିତିକି…

ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ

ଭୁବନେଶ୍ୱର- ସେପ୍ଟେମ୍ବର ୩୦ ପୂର୍ବରୁ ବସିବ ବିଧାନସଭା ଅଧିବେଶନ । ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଓଡିଶା ବିଧାନସଭାର ଶେଷ ଅଧିବେଶନ ଗତ ମାର୍ଚ୍ଚ ୩୦ରେ ବସିଥିଲା । ନିୟମ ଅନୁସାରେ ପରବର୍ତୀ ଅଧିବେଶନ ୬ମାସ ମଧ୍ୟରେ ହେବା । ଅଧିବେଶନ ପାଇଁ ମୁଖ୍ୟମନ୍ତ୍ରୀ…