ସେପ୍ଟେମ୍ବରରେ ଜେଇଇ ମେନ ଓ ନିଟ

ନୂଆଦିଲ୍ଲୀ- ଆସନ୍ତା ସେପ୍ଟେମ୍ବର ମାସରେ ଜେଇଇ ମେନ ଓ ନିଟ ପରୀକ୍ଷା ହେବ ବେଲି ସୁପ୍ରିମକୋର୍ଟ କହିଛନ୍ତି । ମହାମାରୀ କରୋନା ପାଇଁ ଜେଇଇ ମେନ ଓ ନିଟ୍ ପରୀକ୍ଷାକୁ ଘୁଂଚାଇବା ପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ପରୀକ୍ଷା ସମୟରେ କୋଭିଡ…

ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର- କରୋପୁଟର ବରିଷ୍ଠ କୃଷି ଅଧିକାରୀ ପ୍ରଦୀପ କୁମାର ମହାନ୍ତିଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଜୁଲାଇ ୨ରେ ପ୍ରଦୀପ ମହାନ୍ତିଙ୍କ ଗାଡିରୁ ଭିଜିଲାନ୍ସ ୧୧ ଲକ୍ଷ ଟଙ୍କା ଜବତ କରି ଜେଲ ପଠାଇଥିଲା । ଏପରିକି ତାଙ୍କ ଘରେ ଚଢାଉ କରାଯାଇ ୩ କୋଟିରୁ ଅଧିକ…

ଗେମ ଚେଞ୍ଜର ହେବ ଦୀଘା-ଗୋପାଳପୁର କୋଷ୍ଟାଲ ହାଇୱେ

ଭୁବନେଶ୍ୱର- ଦୀଘା -ଗୋପାଳପୁର କୋଷ୍ଟାଲ ହାଇୱେ ହେବ ଗେମ ଚେଞ୍ଜର । ଓ ଏହା ଦେଶର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେବ ହେବ । ଏନେଇ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଛନ୍ତି । ଏହା ଦ୍ୱରା ଉପକୂଳ ଓଡିଶାର ଭାଗ୍ୟ ବଦଳିବ । ଦୀଘା- ଗୋପାଳପୁର ଉକୂଳ ରାଜପଥ ପାରାଦୀପ ଏବଂ ଧାମରା…

ଫେସବୁକ ପକ୍ଷରୁ ଜାରି ହେଲା କଡା କଟକଣା

ନୂଆଦିଲ୍ଲୀ- ଘୃଣା ଓ ହିଂସା ଉଦ୍ରେକକାରୀ ମନ୍ତବ୍ୟ ଉପରେ କଡା କଟକଣା ଜାରି କରିଛି ଫେସବୁକ । ଏଣିକି ଏଭଳି ମନ୍ତବ୍ୟକୁ ଫୋଷ୍ଟ କଲେ ପ୍ରତିବନ୍ଧକ ଲାଗିବ । ସମସ୍ତଙ୍କ ପାଇଁ ଏହି ନିୟମ ସମାନ ଭାବେ ଲାଗୁ ହେବ । ଫେସବୁକରେ ହେଉଥିବା ପୋଷ୍ଟକୁ ଯାଂଚ କରାଯିବ ଏବଂ ପୋଷ୍ଟ ଯେପରି ଅପଲୋଡ…

ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ କରୋନା

ଭୁବନେଶ୍ୱର- ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ସେ ଟ୍ୱଟ କରିଛନ୍ତି । ସେ ଏବେ ସୁସ୍ଥ ଅଛନ୍ତି । ତାଙ୍କ ସଂସ୍ପଶୟରେ ଆସିଥିବା ବ୍ୟକ୍ତିଙ୍କୁ ଆଇସୋଲେସନରେ ରହି କରୋନା ଟେଷ୍ଟ କରିବା ପାଇଁ କହିଛନ୍ତି ।

ବାଲିଗୁଡାର ପରୁଭଟା ଜଙ୍ଗଲରେ ମାଓବାଦୀ ଉଡାଇଲେ ଠିକା କ୍ୟାମ୍ପ

ବାଲିଗୁଡା : ବାଲିଗୁଡା ଅଞ୍ଚଳରେ ମାଓବାଦୀ ମାନେ ଉଡ଼ାଇଲେ ଠିକା କ୍ୟାମ୍ପ । ସୂଚନାରୁ ପ୍ରକାଶ ଯେ ବାଲିଗୁଡା ପୂର୍ତ୍ତି ବିଭାଗ ଦ୍ୱାରା ଚାଲିଥିବା ରାସ୍ତା କାମକୁ ବିରୋଧ କରି ଠିକା କ୍ୟାମ୍ପକୁ ଉଡ଼ାଇଛନ୍ତି ମାଓବାଦୀ। ବାଲିଗୁଡା ଥାନା ଅଂଚଳ ରେ ଥିବା ବାଲିଗୁଡା ଲଣ୍ଡାଗାଁ ରାସ୍ତାରେ ଥିବା…

ଆଜି ବସିବ ଭାରତ ଓ ନେପାଳ ବୈଠକ

ନୂଆଦିଲ୍ଲୀ- ଆଜି ଭାରତ ଓ ନେପାଳ ମଧ୍ୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ତିକ୍ତତା ସହ ଏହି ବୈଠକର କୌଣସି ସମ୍ପର୍କ ନାହିଁ । ସ୍ୱାଧୀନତା ଦିବସ ଅବସରରେ ନେପାଳ ପିଏମ କେପି ଓଲି ଶର୍ମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୋନ ଯୋଗେ ଶୁଭେଛା…

କରୋନାରେ ଟିଏମସି ବିଧାୟକ ମୃତ

କଲକତା : ସାରାବିଶ୍ବରେ ଏବେ ଆତଙ୍କ ମଚାଉଛି ମହାମାରୀ କରୋନା । ଆକ୍ରାନ୍ତଙ୍କ ହାର ବଢିବା ସହ ମୃତ୍ୟୁ ହାର ମଧ୍ୟ ବଢିବାରେ ଲାଗିଛି । ଏପଟେ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ସମରେଶ ଦାସଙ୍କ କୋରୋନାରେ ମୃତ୍ୟୁ ଘଟିଛି । ସେ କଲକାତାର ଏକ ଘରୋଇ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଥିବା…

କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ- ପୁଣି କମିଲା ସୁନା ଓ ରୂପା ଦର । ଆନ୍ତର୍ଜାତିକ ବଜାରରେ ସ୍ପଟ ଗୋଲଡ ଦର ୦.୫ ପ୍ରତିଶତ ହ୍ରାସ ପାଇ ୧,୯୩୪.୯୧ ଡଲାର ରହିଛି । ଭାରତରେ ଗତ ସପ୍ତାହରୁ ସୁନା ଦର କମିବାରେ ଲାଗିଛି । ଶୁକ୍ରବାର ସୁନା ଦର ୧.୫ ପ୍ରତିଶତ ହ୍ରାସ ପାଇ ପ୍ରତି ୧୦ ଗ୍ରାମ ପିଛା ୫୨,୧୭୦ ଥିଲା । ଗତ…

ପାଣି ସୁଅରୁ ଉଦ୍ଧାର କଲା ବାୟୁସେନା

ବିଳାସପୁର- ପାଣି ସୁଅରେ ଫସି ରହିଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛି ବାୟୁସେନା । ମିଳିଥିବା ସୂଚନା ମୁତାବକ ଅଗଷ୍ଟ ୧୬ ତାରି ସନ୍ଧ୍ୟାରେ ଖୁଟାଘାଟ ଡ୍ୟାମରେ ଜଣେ ଯୁବକ ଫସି ରହିଥିଲେ । ଡ୍ୟାମର ଜଳ ସ୍ତର ଧୀରେଧୀରେ ବୃଦ୍ଧି ପାଇଥିଲା । ଯାହାଫଳରେ ଯୁବକ ଜଣଙ୍କ ନିଗ ଜୀବନକୁ…