୪ହଜାର କିମି ଲମ୍ବ ରେଳ କରିଡର ନିର୍ମାଣ କରିବ ଭାରତୀୟ ରେଳ
ନୂଆଦିଲ୍ଲୀ- ଦେଶରେ ରେଳ ଭିତିଭୂମି କ୍ଷେତ୍ରକୁ ଅଧିକ ସୁଦୃଢ କରିବା ପାଇଁ ଭାରତୀୟ ରେଳ କେତେକ ବୃହତ ପ୍ରକଳ୍ପର ପରିକଳ୍ପନା କରିଛି ।ଦେଶର ପୂର୍ବ, ପଶ୍ଚିମ ଭାଗରେ ଥିବା ବନ୍ଦର ଓ ଶିଳ୍ପାଚଂଳ ଗୁଡୁକି ଦକ୍ଷିଣ ଭାରତ ସହ ସଂଯୁକ୍ତ କରିବାକୁ ପ୍ରାୟ୪ ହଜାର କିଲୋମଟିର ଲମ୍ବର ଡେଡିକେଟେଡ!-->…