ଗୋଟିଏ ଦିନରେ ୨୨୩୯ କରୋନା ଆକ୍ରାନ୍ତ ଚିହ୍ନଟ: ଗଞ୍ଜମାକୁ ଟପିଲା ଖୋର୍ଦ୍ଧା

ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ୨୨୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୪୧୬ ଓ ୮୨୩ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୪୧୯, ଗଞ୍ଜାମ ୨୪୬, ବୈଦ୍ଧ ୫୩, କଟକ ୧୧୭, ଢେଙ୍କାନାଳ ୩୬, ଗଜପତି…

ଲଘୁଚାପ ବର୍ଷାରେ ଉଜୁଡିଛି ଚାଷ ଜମି

ଭୁବନେଶ୍ୱର- ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଅଧିକାଂଶ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ଯାହାଫଳରେ ବହୁ ଫସଲ ନଷ୍ଟ ହୋଇଛି । ଢେଙ୍କାନାଳ, ଭଦ୍ରକ, ମାଲକାଗିରି ଜିଲ୍ଲାର ଅନେକ ଅଂଚଳ ଏବେ ପାଣି ଘେରରେ ରହିଛି । ଯହାକି ଲୋକଙ୍କ ଚିନ୍ତାର କରାଣ ପାଲଟିଛି । ସେପଟେ ଆଜିଠାରୁ…

ଖୋର୍ଦ୍ଧାରେ ପୁଣି ବୋମାମାଡ

ଖୋର୍ଦ୍ଧା- ଖୋର୍ଦ୍ଧା ଜିଲ୍ଲା ଦଲେଇପୁଟ ଗାଁରେ ପୁଣି ଥରେ ବୋମାମାଡ ହୋଇଛି । ସୋମବାର ବିଳମ୍ବିତ ରାତିରେ ଦୁବୃର୍ତ ହୃଦାନନ୍ଦ ସ୍ୱାଇଁଙ୍କ ଘର ଉପରକୁ ପୁଣି ଥିରେ ବୋମାମାଡ କରିଥିଲେ । ଏହାର ଦୃଶ୍ୟ ସିସିଟିଭରେ କଏଦ ହୋଇଛି । ପୂର୍ବ ଶତ୍ରୁତାକୁ ନେଇ ବୋମାମାଡ ହୋଇଛି ବୋଲି କୁହାଯାଉଛି ।…

ନିଲାମ ହେବ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢୀ

ନୂଆଦିଲ୍ଲୀ- ବଲିଓଡ ଅଭିନେତ୍ରୀ ବିଦ୍ୟା ବାଲାନ ପିନ୍ଧିଥିବା ସମ୍ବଲପୁରୀ ଶାଢୀ ନିଲାମ ହେବ । ଅଗଷ୍ଟ ୧୫ ତାରିଖରୁ ଅନଲାଇନରେ ନିଲାମ ଆରମ୍ଭ ହୋଇଛି । ଏହା ୨୦ ତାରିଖ ରାତି ୧୦ଟା ପର୍ଯ୍ୟନ୍ତ ଚାଲିବ । ଯେଉଁ ମାନେ ନିଲାମରେ ଭାଗ ନେବାକୁ ଇଛୁକ ସେମାନେ ଗୁଗୁଲ ଫର୍ମସରେ ଆବେଦନ…

ସ୍ୱାଧୀନତା ଦିବସରେ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ବାଲିକୁଦା:୭୪ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଆମ୍ବଶାଳ ପଞ୍ଚାୟତ ଓଥରପା ସ୍ଥିତ ମା ମଙ୍ଗଳା ଯୁବ ପରିଷଦ ପକ୍ଷରୁ କରୋନା ସମୟରେ ଲୋକ ମାନଙ୍କୁ ସଚେତନ କରାଇ ମହାମାରୀ କରୋନା ମୁକାବିଲାରେ ନିଜକୁ ସାମିଲ କରିଥିବା ୪ ଜଣ ଙ୍କୁ କରୋନା ଯୋଦ୍ଧା ଭାବେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ…

ସମ୍ବିଧାନର ସୁରକ୍ଷା ପାଇଁ ଶପଥ ନେବାକୁ ଆହ୍ୱାନ

ଭୁବନେଶ୍ୱର: ସର୍ବବ୍ୟାପୀ ମହାମାରୀ କୋଭିଡ୍-୧୯ ଏବଂ ଦେଶବ୍ୟାପୀ ଲକ୍ଡାଉନ୍ ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଏହି ସମୟରେ ଆର୍.ଏସ୍.ଏସ୍. ଦ୍ୱାରା ପରିଚାଳିତ କେନ୍ଦ୍ରର ବିଜେପି ସରକାର, ମହାମାରୀର ମୁକାବିଲାକୁ ଏକସୂତ୍ରୀ କାର୍ଯ୍ୟକ୍ରମ ଭାବେ ଗ୍ରହଣ କରିବା ପରିବର୍ତେ…

ବାଲିକୁଦାରେ ସ୍ୱାଧିନତା ଦିବସ ପାଳିତ

ବାଲିକୁଦା: ବାଲିକୁଦା ବ୍ଲକର ବିଭିନ୍ନ ସ୍ଥାନରେ ଆଜି ୭୪ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ବିଭିନ୍ନ ସ୍କୁଲ କଲେଜ ସମେତ ପ୍ରତ୍ୟେକ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ସ୍ୱାଧିନତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ବାଲିକୁଦା ବ୍ଲକ କାର୍ଯ୍ୟାଳୟରେ ବ୍ଲକ ଅଧ୍ୟକ୍ଷା…

ସଡ଼କ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଗିରଫ

ବାଲିକୁଦା: ଶନିବାର ଅପରାହ୍ଣ ପ୍ରାୟ ଦୁଇଟା ସମୟରେ ବୋରିକିନା କଣିଆ ରାସ୍ତାର ନାରଦିଆ ପାଣି ଟାଙ୍କି ନିକଟରେ ଏକ ବାଇକ ଓ ପିକଅପ ଭୟାନ ସହ ମୁହାଁ ମୁହିଁ ଧକ୍କା ହେବା ଫଳରେ ଦୁଇ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମୃତ ଯୁବକ ଦୁହେଁ ଏରସମା ଥାନା ଗଡ଼ହରିଶପୁର ପଂଚାୟତ ମଠସାହି ଗାଁର…

ସ୍ୱାଧୀନତା ଦିବସ ସଂକଳ୍ପର ଦିବସ : ଗଣଶିକ୍ଷାମନ୍ତ୍ରୀ

ଯାଜପୁର: ସ୍ୱାଧୀନତା ଦିବସ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ସ୍ମରଣୀୟ ଦିବସ । ଆମଜାତି ଓ ଦେଶ ପାଇଁଗୌରବର ଦିବସ । ସମବଦ୍ଧଭାବେ ଆମେ ଏହାର ସୁରକ୍ଷା ଓ ଅଖଣ୍ଡତାକୁ ବଜାୟ ରଖିବାକ ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ ଆହ୍ୱାନ ଦେଇଛନ୍ତି । ଶନିବାର ଜିଲ୍ଲା ସ୍କୁଲ…

ଗଣତନ୍ତ୍ର ପ୍ରତି ଉପହାସ

ରାଜସ୍ଥାନରେ ଏବେ ଯେଉଁ ଭଳି ହଟଚମଟ ଚାଲିଛି, ତାହା କେବଳ ଗଣତନ୍ତ୍ର ପ୍ରତି ଉପହାସ ନୁହେଁ, ଜନ ଦେଶ ପ୍ରତି ବିଦୃପ ବୋଲି ନିଃସନେ୍ଦହରେ କୁହାଯାଇପାରିବ । କହିବା ବାହୁଲ୍ୟଯେ, ରାଜସ୍ଥାନରେ ଏବେ ଯେଉଁର୍ ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ତାହା କେବଳ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ…