ହୀରାକୁଦର ୧୮ଟି ଗେଟ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର- ହୀରାକୁଦର ଡ୍ୟାମର ୧୮ ଟି ଗେଟ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ବାମ ପାଶ୍ୱର୍ରେ ୧୨ ଓ ଡାହାଣ ପାଶ୍ୱର୍ରେ ୬ଟି ଗେଟ ଖୋଲିଛି । ପୂର୍ବରୁ ୨୦ ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ୨ ଟି ଗେଟକୁ ବନ୍ଦ କରାଯାଇଛି ।ପ୍ରତି ସେକେଣ୍ଡରେ ଡ୍ୟାମ ମଧ୍ୟକୁ ୨ ଲକ୍ଷ…

ମାଲକାନଗିରି ପରିଦର୍ଶନ କଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ

ମାଲକାନାଗିରି- ମାଲକାନାଗିରି ବନ୍ୟାଂଚଳ ପରିଦର୍ଶନ କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ଏହାପରେ ସମୀକ୍ଷା ବୈଠକରେ ଜିଲ୍ଲାପାଳଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଆସନ୍ତା ୭ ଦିନ ମଧ୍ୟରେ ମାଲକାନାଗିରି ଜିଲ୍ଳାପ୍ରଶାସନ…

ଅବସର ନେଲେ ଧୋନିଙ୍କ ପାକ୍‍ ପ୍ରଶଂସକ ବସିର୍‍

ନୂଆଦିଲ୍ଲୀ : ଶନିବାର ଆନ୍ତର୍ଜାତିକ କ୍ରିକେଟ୍‍ରୁ ଅବସର ଘୋଷଣାକରି ସମସ୍ତଙ୍କୁ ସ୍ତବ୍‍ଧ କରି ଦେଇଛନ୍ତି ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଏହାସହ ଧୋନିଙ୍କର ସବୁଠାରୁ ବଡ଼ ପ୍ରଶଂସକ ମହମ୍ମଦ ବସିର୍‍ ବୋଜାଇ ମଧ୍ୟ କହିଛନ୍ତି ଯେ ସେ ମଧ୍ୟ ଅବସର ନେଇ ଯାଇଛନ୍ତି। କରାଚିରେ…

ପ୍ରଥମ ପୂଜ୍ୟ ପ୍ରଭୁ ବିଘ୍ନହର୍ତ୍ତା ; ଜଡ଼ିତ ରହିଛି ଏହି ପୌରାଣିକ କଥା

ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀରେ ଶ୍ରୀଗଣେଶଙ୍କ ପୂଜା ପାଳନ କରାଯାଇଥାଏ। ଚଳିତ ବର୍ଷ ଗଣେଶ ପୂଜା ଅଗଷ୍ଟ ୨୨। ହିନ୍ଦୁ ଧର୍ମରେ ବହୁ ଦେବାଦେବୀଙ୍କୁ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥାଏ। ବିଘ୍ନହର୍ତ୍ତା ପ୍ରଭୁ ଗଣେଶଙ୍କୁ ମଧ୍ୟ ବିଶେଷ ଭାବେ ପୂଜା କରାଯାଇଥାଏ।…

କାର୍ଯ୍ୟରେ ଅବହେଳା ପାଇଁ ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ

ଭୁବନେଶ୍ଵର : ରାୟଗଡ଼ା ଡେପୁଟି କଲେକ୍ଟର ପୂର୍ଣ୍ଣଚନ୍ଦ୍ର ଜେନା ନିଲମ୍ବିତ ହୋଇଛନ୍ତି। କାର୍ଯ୍ୟରେ ଅବହେଳା କାରଣରୁ ତାଙ୍କୁ ରାଜ୍ୟ ସରକାର ନିଲମ୍ବନ କରିଥିବା ଜଣାପଡିଛି। ନିଲମ୍ବନ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ବିଜ୍ଞପ୍ତି ଜାରି କରାଯାଇଛି। କୋଭିଡ୍ ମୁକାବିଲା ପାଇଁ…

ପୁଣି ମାଓବାଦୀଙ୍କ ପୋଷ୍ଟର ; ମାଓ ସଂଗଠନର ବନ୍ଦ ଡାକରାକୁ ସଫଳତା

କନ୍ଧମାଳ : ପୁଣି ମାଓବାଦୀ ନିଜର ଉପସ୍ଥିତି ଜାହିର କରିଛନ୍ତି। ଫିରିଙ୍ଗିଆ ଥାନା ଅନ୍ତର୍ଗତ ପୋକାରୀ ଘାଟିରେ ଗଛକାଟି ରାସ୍ତା ଅବରୋଧ କରିବା ସହ ପୋଷ୍ଟର ମାରିଛନ୍ତି । ଏହାସହ ଆଜି ଠାରୁ ମାଓ ସଂଗଠନର ବନ୍ଦ ଡାକରାକୁ ସଫଳ କରିବାକୁ ଆହ୍ବାନ କରି ପୋଷ୍ଟରରେ ଉଲ୍ଲେଖ କରିଛନ୍ତି। ଏଥିସହ…

ଭେଣ୍ଟିଲେଟରରେ ପ୍ରଣବ ମୁଖାର୍ଜୀ, ସ୍ୱାସ୍ଥାବସ୍ଥା ସ୍ଥିର

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ ବୋଲି ଦିଲ୍ଲୀର ଆର୍ମି ରିସର୍ଚ୍ଚ ଏବଂ ରେଫରାଲ ହସ୍ପିଟାଲ କହିଛି। ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି। ଆର୍ମି ହସ୍ପିଟାଲ ଦେଇଥିବା ସୂଚନା ଅନୁଯାୟୀ ପୂର୍ବତନ ରାଷ୍ଟ୍ରପତିଙ୍କୁ…

ପିଏମ କେୟାର୍ସରୁ ପାଣ୍ଠି ସ୍ଥାନାନ୍ତର ଆବେଦନ ଖାରଜ

ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ସର୍ବୋଚ୍ଚ ନ୍ୟାୟାଳୟ ପିଏମ କେୟାର୍ସରୁ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫଣ୍ଡକୁ ପାଣ୍ଠି ସ୍ଥାନାନ୍ତର ପାଇଁ ହୋଇଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ ପିଏମ କେୟାର୍ସରେ ଥିବା ଅର୍ଥକୁ ଜାତୀୟ ବିପର୍ଯ୍ୟୟ ମୁକାବିଲା…

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଣାଳୟକୁ ବଦାଳାଇ ଶିକ୍ଷା ମନ୍ତ୍ରଣାଳୟ କରାଗଲା

ନୂଆଦିଲ୍ଲୀ- କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଣାଳୟକୁ ବଦାଳାଇ ଶିକ୍ଷା ମନ୍ତ୍ରଣାଳୟ କରିବାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ କରିଛନ୍ତି । ଜୁଲାଇ ୨୯ ତାରିଖରେ କେନ୍ଦ୍ର କ୍ୟାବିନେଟ ବୈଠକରେ ଏହି ନିଷ୍ପତି ନିଆଯାଇଥିଲା । ଏଚଆରଡି ମନ୍ତ୍ରଣାଳୟ ନାମ ପରିବର୍ତନ କରି…

ପୂର୍ବତଟ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ ହେଲେ କୁଶଳେନ୍ଦ୍ର କିଶୋର ଖାଡଙ୍ଗା

ଭୁବନେଶ୍ୱର- କୁଶଳେନ୍ଦ୍ର କିଶୋର ଖାଡଙ୍ଗା ହେଲେ ପୂର୍ବତଟ ରେଳପଥର ମୁଖ୍ୟ ଲୋକସମ୍ପର୍କ ଅଧିକାରୀ । ପୂର୍ବରୁ ସେ ମଂଚେଶ୍ୱର ୱାର୍କଶପଠାରେ ଡେପୁଟି ଚିଫ ମେକାନିକାଲ ଇଞ୍ଜିନିୟର ରହିଥିଲେ । ସେ ଭାରତୀୟ ରେଳସେବା ମେକାନିକାଲ ଇଞ୍ଜିନିୟର କ୍ୟାଡର ୨୦୧୦ ବ୍ୟାଚର ଅଧିକାରୀ । ବିଶାଖାପାଟଣା…