ବିନ୍ଦୁ ସାହିତ୍ୟ ସମାଜ ପକ୍ଷରୁ କବିତା ଆସର

ଭୁବନେଶ୍ୱର: ବିନ୍ଦୁ ସାହିତ୍ୟ ସମାଜ ପକ୍ଷରୁ ଅନଲାଇନ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶଭକ୍ତି କବିତାର ଏହି ଆସରକୁ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପ୍ରଫେସର ନିତ୍ୟାନନ୍ଦ ମିଶ୍ର ଉଦ୍ଘାଟନ କରି ଏକ ଦେଶପ୍ରେମ କବିତା ଆବୃତି କରିଥିଲେ…

୭୪ତମ ଉପଖଣ୍ଡସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ଚମ୍ପୁଆ: ସ୍ୱାଧୀନତା ଦିବସ ପ୍ରତିଟି ଭାରତୀୟଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ସହିତ ଦେଶପ୍ରେମରେ ଉଦ୍ବୁଦ୍ଧ କରାଇଥାଏ । ଏହି ପବିତ୍ର ଦିବସରେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଆଗେଇ ଆସି ଏକ ସମୃଦ୍ଧ ଭାରତ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ସମସ୍ତେ ସ୍ୱପ୍ନ ଦେଖିବାକୁ ଓ ସଂକଳ୍ପ…

ଭୁବନେଶ୍ୱରରୁ ୨୨୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଆଜି ଭୁବନେଶ୍ୱରରୁ ୨୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୩୬ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୮୪ ଲୋକାଲ କେସ୍ ରହିଛି । ଏ ନେଇ ମହାନଗର ନିଗମ ସୂଚନା ଦେଇଛନ୍ତି । ନୟାପଲ୍ଲୀ ଗୋବିନ୍ଦନଗର ବସ୍ତିରୁ ୧୫ ଆକ୍ରାନ୍ତ, ଚନ୍ଦ୍ରଶେଖରପୁର ୮,…

ଆଳୁ ଦର ବଢିବ

ଆଳୁ ହେଉଛି ରୋଷଇ ଘରର ମୁଖ୍ୟ ପରିବା । ସବୁ ପରିବା ଭିତରୁ ଆଳୁର ଚାହିଦା ଅଧିକ ରହିଛି । ଧନୀ ଠାରୁ ଆରମ୍ଭ କରି ଗରିବ ପର୍ଯ୍ୟନ୍ତ ସମସ୍ତଙ୍କ ଆଳୁ ପ୍ରିୟ । ରୋଷଇ ଘରେ ଯଦି ଆଳୁ ଥିବ ତବେ ଆଉ କୈଣସି ପରିବାର ଆବଶ୍ୟକ ନାହିଁ । ଯେତେବେଳେ ଆଳୁ ଦର ବୃଦ୍ଧି ପାଏ ଖାଉଟି ବେଶି…

ୱେସ୍କୋ ଘରୋଇକରଣ ବିରୋଧରେ ବିଦ୍ୟୁତ କର୍ମଚାରୀ ଙ୍କ ବିକ୍ଷୋଭ

ଦେବଗଡ : ୱେସ୍କୋର ଘରୋଇକରଣକୁ ବିରୋଧ କରି ଆଜି ୱେଷ୍ଟର୍ଣ୍ଣ ଓଡିଶା ବିଦ୍ୟୁତ ଶ୍ରମିକ କର୍ମଚାରୀ ଇଞ୍ଜିନିୟର୍ସ ଏକତା ମଞ୍ଚର ଡାକରାରେ ଦେବଗଡ ଇଲେକ୍ଟ୍ରିକାଲ ଡିଭିଜନ କାର୍ଯ୍ୟାଳୟ ସମ୍ମୂଖରେ ବିଦ୍ୟୁତ ଶ୍ରମିକ ଓ କର୍ମଚାରୀ ମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିସହ ୱେଷ୍ଟର୍ଣ୍ଣ ଓଡିଶା…

ମଧ୍ୟପ୍ରଦେଶ ସରକାର: ଏଣିକି ସରକାରୀ ଚାକିରିରେ ବାହାର ରାଜ୍ୟ ଲୋକଙ୍କୁ ମନା

ଭୋପାଳ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ସମସ୍ତ ସରକାରୀ ଚାକିରୀ କେବଳ ମଧ୍ୟପ୍ରଦେଶର ବାସିନ୍ଦାଙ୍କ ପାଇଁ ସଂରକ୍ଷିତ କରାଯାଇଛି। ଏହା ଅଧୀନରେ ରାଜ୍ୟରେ ଉପଲବ୍ଧ ସରକାରୀ ଚାକିରିରେ ରାଜ୍ୟବାସୀ…

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତିା ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଜନ୍ମ ଦିନର ହାର୍ଦ୍ଦିକ ଶୁଭେଚ୍ଛା। ସେ ଭାରତର ପ୍ରଗତି ଓ ଗରୀବମାନଙ୍କର ସଶକ୍ତିକରଣ…

ଡ୍ରିମ୍‌-୧୧ ହେଲା ୨୦୨୦ ‘ଆଇପିଏଲ’ର ଟାଇଟଲ୍‌ ପ୍ରାୟୋଜକ

ନୂଆଦିଲ୍ଲୀ : ଡ୍ରିମ୍‌-୧୧ ହେଲା ୨୦୨୦ର ଆଇପିଏଲ୍ ଟାଇଟଲ୍‌ ପ୍ରାୟୋଜକ। ନୂଆ ଟାଇଟଲ ପ୍ରାୟୋଜନ ପାଇଁ ବିସିସିଆଇ ପକ୍ଷରୁ ଟେଣ୍ଡର ଆହ୍ୱାନ କରିଯାଇଥିଲା । ଆଇପିଏଲ୍‍ର ଟାଇଟଲ ପ୍ରାୟୋଜନ ପାଇଁ ବହୁ ଭାରତୀୟ କମ୍ପାନୀ ଆଗଭର ଥିଲେ। ଯେଉଁଥିରେ ଟାଟା ସନ୍‍ସ, ପତଞ୍ଜଳି ଆୟୁର୍ବେଦ, ବାଇଜୁସ୍‍,…

ଫିଲପିନ୍ସରେ ବଡଧରଣର ଭୂମିକମ୍ପ

ନୂଆଦିଲ୍ଲୀ-ଫିଲପିନ୍ସରେ ବଡଧରଣର ଭୂିମିକମ୍ପ ହୋଇଛି । ଏହାର ତ୍ରିବତା ଏତେ ଥିଲା ଯେ ୩ ମହଲା ଘର ଭୁଶୁଡି ପଡିଛି, ଓ ସହରର ସଡକ ଉପରେ ବଡ ବଡ ଫାଟକ ସୃଷ୍ଟି ହୋଇଛି । ରିଚର ସ୍କେଲରେ ଏହାର ତୀବତ୍ରା ୬.୫ ଥିବା ଜଣାପଡିଛି । ଭୁଶୁଡି ପଡିଥିବା ଘରେ ଅନେକ ଲୋକ ଫସି ରହିଛନ୍ତି । ହଜାର…

ଗଶେଶ ପୂଜା ପାଇଁ ହାଇକୋର୍ଟରେ ମାମଲା

କଟକ- କଟକ-ଭୁବନେଶ୍ୱରରେ ଗଣେଶ ପୂଜା କରିବା ପାଇଁ ପାଇଁ ହାଇକୋର୍ଟରେ ଅପିଲ କରାଯାଇଛି । ବୁଢା ଗଣେଶ ପୂଜା କମିଟି ସଭାପତି ଶିବେନ୍ଦ୍ର ହାତୀଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି । ଏଥିରେ ମୁଖ୍ୟସଚିବ, ଏସଆରସି, ପୋଲିସ କମିଶନର, କଟକ ଜିଲ୍ଲାପାଳ, ଡିସିପି ଓ ସିଏମସି କମିଶନରଙ୍କୁ…