କରୋନା ଓ ଅର୍ଥନୀତି
ବିଗତ ୬ମାସ ଧରି କରୋନା ମହାମାରି ସାରା ବିଶ୍ୱକୁ କବଳିତ କରିଥିଲା ବେଳେ କୋଟି କୋଟି ବ୍ୟକ୍ତି ଏଥିରେ ଆକ୍ରାନ୍ତ ହେବା ସହିତ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି । ଏହା କରିବା ଅନାବଶ୍ୟକ ଯେ, ଭାରତରେ ପୂର୍ବତନ କ୍ରିକେଟ୍ ଖେଳାଳି ତଥା ୟୁପି କ୍ୟାବିନେଟ ମନ୍ତ୍ରୀ ଚେତନ ଚୌହ୍ୱାନ୍ଙ୍କ ମୃତ୍ୟୁ!-->…