ରେମୁଣା ବିଧାୟକଙ୍କୁ ର୍ଦୁବ୍ୟବହାର
ବାଲେଶ୍ୱର- ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡାଙ୍କ ସହ କିଛି ଯୁବକ ର୍ଦୁବ୍ୟବହାର କରିବା ସହ ତାଙ୍କ ଗାଡିକୁ ଭଙ୍ଗାରୁଜା କରିଛନ୍ତି । ଏନେଇ ବିଧାୟକ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ବୁଧବାର ରାତି ୯ଟା ସମୟରେ ବିଧାୟକ ଘରକୁ ଯିବା ବାଟରେ ବାଲେଶ୍ୱର ମେଡିକାଲର ମୁଖ୍ୟ ଫାଟକ!-->…