ସ୍ଥଳ ସେନା କର୍ମଚାରୀଙ୍କୁ ହତ୍ୟା
ଗଞ୍ଜାମ- ଜଣେ ୨୭ ବର୍ଷୀୟ ସ୍ଥଳ ସେନା କର୍ମଚାରୀଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରି ହତ୍ୟା କରାଯାଇଛି । ଏଭଳି ଘଟଣା ଗଞ୍ଜାମ ଜିଳ୍ଲା ଆସିକା ଥାନା ଇଲାକା ସାହସପୁର ଗ୍ରାମରେ ହୋଇଛି । ଯୁକକଙ୍କ ନାଁ ରଞ୍ଜନ ନାହାକ । ସୂଚନାଯୋଗ୍ୟ ବୁଧବାର ରଞ୍ଜନ ସାଙ୍ଗଙ୍କ ସହ ବୁଲାବୁଲି କରୁଥିବା!-->…