ସ୍ୱଛ ସର୍ଭେକ୍ଷଣ ୨୦୨୦ ତାଲିକା

ନୂଆଦିଲ୍ଲୀ- ଆଜି ସ୍ୱଛ ସର୍ଭେକ୍ଷଣ ୨୦୨୦ ତାଲିକା ପ୍ରକାଶ ପାଇଛି । ଇନ୍ଦୋର ଦେଶର ସବୁଠାରୁ ସ୍ୱଛ ସହର ଭାବେ ପଂଚମ ସ୍ଥାନରେ ରହିଛନ୍ତି । କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ସ୍ୱଛ ମହୋତ୍ସବରେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀ । ଚତୁର୍ଥ ଥର ପାଇଁ ଇନ୍ଦୋର…

ଦେଶରେ ଗତ ୨୪ ଘଂଟାରେ ୬୯,୬୫୨ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ- ଦେଶରେ ଗୋଟିଏ ଦିନରେ ୬୯,୬୫୨ ନୂଆ ଆକ୍ରାନ୍ତ ଚିହ୍ନଟହୋଇଛନ୍ତି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ନେଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୮,୩୬,୮୨୫କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏଯାବତ୍ ୬,୮୬,୩୯୫ ଆକ୍ରାନ୍ତ…

ପ୍ରଫେସର ଜଗନ୍ନାଥ ଲେଙ୍କା ଓଏସଏସର କିମଶନର

ଭୁବନେଶ୍ୱର- ପ୍ରଫେସର ଜଗନ୍ନାଥ ଲେଙ୍କା ହେଲେ ଓଏସଏସର କିମଶନର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ନିଯୁକ୍ତି ଦେଇଛନ୍ତି । ୧୯୯୨ ମସିହା ଗ୍ରୁପ ସି କ୍ୟାଡର ଜଗନ୍ନାଥ ଲେଙ୍କା ପୂର୍ବରୁ ସେ ଉତର ଓଡିଶା ବିଶ୍ୱିଦ୍ୟାଳୟର ଅର୍ଥନୀତି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ ।

୧୦୫ କିମି ସାଇକେଲ ଚଳାଇ ପୁଅକୁ ପରୀକ୍ଷାକେନ୍ଦ୍ରରେ ପହଞ୍ଚାଇଲେ ବାପା

ଧାର(ମଧ୍ୟପ୍ରଦେଶ) : ଶିକ୍ଷାର ମୂଲ୍ୟ ବୁଝି ବାପା ନିଜ ପୁଅକୁ ପରୀକ୍ଷା ସେଂଟରରେ ପହଂଚାଇବାକୁ ୧୦୫ କିମି ସାଇକେଲରେ ବସାଇ ନେଉଛନ୍ତି । ଏରି ଦୃଶ୍ୟ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଧାରା ଜିଲ୍ଲା ସ୍ଥିତ ଏକ ଗାଁର ଜଣେ ୩୮ ବର୍ଷୀୟ ଗରୀବ ଏବଂ ଅଶିକ୍ଷିତ ବ୍ୟକ୍ତି ନିଜ ପୁଅର ଦଶମ…

କାଶ୍ମୀରୁ ୧୦ ହଜାର ଯବାନ ପ୍ରତ୍ୟାହୃତ

ଶ୍ରୀନଗର- କାଶ୍ମୀର ଭ୍ୟାଲିରୁ ପ୍ରତ୍ୟାହୃତ ହେବେ ୧୦ ହଜାର ଯବାନ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦେଶ ଜାରି କରାଯାଇଛି । ୨୦୧୯ ଅଗଷ୍ଟରେ ଧାରା ୩୭୦ ଉଛେଦ କରିବା ପୂର୍ବରୁ କେନ୍ଦ୍ର ସରକାର ଜାମ୍ମୁକାଶ୍ମୀରରେ ୪୦୦ ଆଡିସିନାଲ କମ୍ପାନୀ ମୁତୟନ କରିଥିଲେ । ଅଗଷ୍ଟ ୪ ତାରିଖରୁ…

ଲିପୁଲେଖରେ ଚୀନର ସେନା ମୁତୟନ

ନୂଆଦିଲ୍ଲୀ- ଭାରତ ଓ ନେପାଳ ମଧ୍ୟରେ ଉତେଜନା ଲାଗି ରହିଥିବା ବେଳେ ଚୀନ ଲିପୁଲେଖ ଠାରେ ଅଧିକ ସୈନ୍ୟ ମୁତୟନ କରିଛି । ପ୍ରାୟ ଦୁଇ ସପ୍ତାହ ପୂର୍ବରୁ ଚୀନ ଲିପୁଲେଖ ଠାରେ ୧୫୦ ଲାଇଟ କମ୍ବାଇନଡ ଆର୍ମ ବ୍ରିଗେଡ ମୁତୟନ କରିଛି । ସମୀ ରେଖାର ୧୦ କିମି ଅଂଚଳରେ ଏହି ସେନା ମୁତୟନ…

ରାଜ୍ୟରେ ୨୪ ଘଂଟାରେ ଗଲା ୮ ଜୀବନ

ଭଚବନେଶ୍ୱର- ରାଜ୍ୟରେ ପୁଣି ୮ ଜଣଙ୍କ ମୁଣ୍ଡ ନେଇଛି ମହାମାରୀ କରୋନା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ମୃତକ ୮ଜଣଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାର ୪, ଢେଙ୍କାନାଳ, ଖୋର୍ଦ୍ଧା ଓ ପୁରୀରୁ ଜଣେ ଲେଖାଏଁ ରହିଛନ୍ତି । ସେମାନେ ପୂର୍ବରୁ ବିଭିନ୍ନ…

୭୦ ହଜାର ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ୨୮୯୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୧୭୯୨ ସଙ୍ଗରୋଧ କେନ୍ଦ୍ରର ହୋଇଥିବା ବେଳେ ୧୧୦୬ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ୩୦ ଜିଲ୍ଲାରୁ ଚିହ୍ନଟ ହୋଇଥିବା ୨୮୯୮ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୫୨୪, କଟକ ୨୪୧,…

ବିଶ୍ୱ ମଶା ଦିବସ

ଆଜି ହେଉଛି ବିଶ୍ୱ ମଶା ଦିବସ । ମାଈ ଆନୋଫିଲିନ୍ ମଶା ମାଧ୍ୟମରେ ମଣିଷ ମାଲେରିଆ ଆକ୍ରାନ୍ତ ହେଉଥିବା ୧୮୯୬ ଅଗଷ୍ଟ ୨୦ରେ ସାର୍ ରୋନାଲ୍ଡ ରସ୍ ଆବିଷ୍କାର କରିଥିଲେ । ମଣିଷ ।ଇଁ ବିଶ୍ୱର ସବୁଠାରୁୂ ବିପଜ୍ଜନକ ପ୍ରାଣୀ ହେଲା ମଶା । ସମଗ୍ର ବିଶ୍ୱ ଏମାନଙ୍କର ଚରା-ଭୂଇଁ । ଏସିଆ , ଆଫ୍ରିକା…

ଭୁବନେଶ୍ୱର ତହସିଲଦାର କରୋନା ପଜିଟିଭ

ଭୁବନେଶ୍ୱର- ଭୁବନେଶ୍ୱର ତହସିଲଦାର ସମେତ ଅନ୍ୟ ୯ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେଣୁ ଅଗଷ୍ଟ ୨୩ ତାରିଖ ପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ସଂପୂର୍ଣ୍ଣ ସନିଟାଇଜିଂ କରିଯିବ । ସବ ରେଜିଷ୍ଟ୍ରର ଓ ସବ୍ କଲେକ୍ଟର ଅଫିସରେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ…