ଲଗଇନ ହୋଇପାରୁନି ଜି-ମେଲ୍
ନୂଆଦିଲ୍ଲୀ- ଜି-ମେଲ୍ ଲଗଇନ କରିପାରୁ ନାହାଁନ୍ତି ୟୁଜର । ଯଦି ଓ ଲଗଇନ ହେଉଛି ତେବେ ମେଲ ଯାଉନି କି ଆସୁନି । ଏନେଇ ୟୁଜର ଅଭିଯୋଗ କରିଛନ୍ତି । ଗୁଗୁଲ ଏହି ଅଭିଯୋଗକୁ ସ୍ୱୀକାର କରି କହିଛି ଯେ, ଏହି ଘଟଣାର କାରଣ ଜାଣିବା ପାଇଁ ଆମ ଟିମ କାମ କରୁଛି । କେବଳ ଭାରତ ନୁହେଁ ଅନ୍ୟ!-->…