ମାଲକାନଗିରି ତଳିଆ ଅଂଚଳ ଏବେ ବି ଜଳମଗ୍ନ

ମାଲକାନଗିରି- ଲଗାଣ ବର୍ଷା ଯୋଗୁଁ ମାଲକାନଗିରିରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋବା ସହିତ ତଳିଆ ଅଂଚଳ ଜଳମଗ୍ନ ହୋଇଛି । କନ୍ୟାଶ୍ରମ ପୋଲ ଉପରେ ୪ ଫୁଟର ପାଣି ଚାଲୁଥିବାରୁ କାଲିମେଳା ପଡିଆକୁ ଯୋଗାଯୋଗ ବିଛନ୍ନ ହୋଇଥିଲା ବେଳେ ପୋଟେରୁ, କାଙ୍କରକୋଣ୍ଡା, ଏମଭି୯୦ ରାସ୍ତାରେ ମଧ୍ୟ ବର୍ଷା…

ଟ୍ରାଫିକର କଡା କଟକଣା

ଭୁବନେଶ୍ୱର- ସାବଧାନ; ଏଣିକି କଡା ହେଲା ଟ୍ରାଫିକ କଟକଣା । ଯେଉଁମାନେ ଉଲ୍ଲଘଂନ କରିବେ ସେମାନଙ୍କ ଡ୍ରାଇଭିଂ ଲାଇାସେନ୍ସ ୩ ମାସ ପର୍ଯ୍ୟନ୍ତ ବାତିଲ ହେବ । ସୁପ୍ରିମକୋର୍ଟ ସଡକ ନିରାପତା ଗାଇଡଲାଇନ୍ସ ଅନୁଯାୟୀ ପରିବହନ କମିଶନରଙ୍କ ପକ୍ଷରୁ ଏଭଳି କଟକଣା ଜାରି କରାଯାଇଛି । ୧- ଧାର୍ଯ୍ୟ…

ବଢିପାରେ ବର୍ଷାର ପରିମାଣ

ଭୁବନେଶ୍ୱର- ରାଜ୍ୟରେ ସକ୍ରିୟ ହେଉଛି ଲଘୁଚାପ । ଏହାର ପ୍ରଭାବରେ କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ୨୩ରୁ ୨୫ ତାରିଖ ୩ ଦିନ ଧରି ଦକ୍ଷିଣ-ଓଡିଶା ଏବଂ ଦକ୍ଷିଣ-ଉପକୂଳ ଅଂଚଳରେ ବର୍ଷା ପରିମାଣ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଆଂଚଳିକ ପାଣିପାଗ ବିଭାଗ…

ସ୍ୱଛ ସର୍ବେକ୍ଷଣ : ଓଡିଶାକୁ ‘ଦୃତତମ ଗତିଶୀଳ ରାଜ୍ୟ ମାନ୍ୟତା’

ନୂଆଦିଲ୍ଲୀ : କେନ୍ଦ୍ର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଆୟୋଜିତ ସ୍ୱଛ ସର୍ବେକ୍ଷଣ ୨୦୨୦ରେ ଓଡିଶାକୁ 'ଦୃତତମ ଗତିଶୀଳ ରାଜ୍ୟ'ଭାବରେ ସ୍ୱୀକୃତି ପାଇଛିି । ସ୍ୱଛତା ହାସଲ କ୍ଷେତ୍ରରେ ଓଡିଶା ସର୍ବାଧିକ ବେଗରେ ଆଗକୁ ବଢୁଥିବା ରାଜ୍ୟର ମାନ୍ୟତା ପାଇଛି । ଏଥି ସହ ଏହି ସର୍ବେକ୍ଷଣରେ ୧୦ମ…

ଅପରାଧିଙ୍କୁ ଲଗାମ ନାହିଁ

କରୋନା ମହାମାରୀ ଯୋଗୁ ଏବେ ପରିସ୍ଥିତି ସଂଗିନ ହୋଇପଡିଲାଣି । ଶୃଙ୍ଖଳା ରକ୍ଷାକାରି ପୋଲିସ ବାହିନୀ ସବୁ ସ୍ଥାନରେ କୋଭିଡ ଯୋଦ୍ଧା ସାଜିଥିବାରୁ ସେଥିରେ ଅଧିକ ସମୟ ସେମାନେ ଦେବାକୁ ବାଧ୍ୟ ହେଉଥିଲା ବେଳେ ଅପରାଧିମାନେ ଏବେ ପୁରାଦମରେ ଅସାମାଜିକ, ବିଶୃଙ୍ଖଳିତ ଏବଂ ବେଆଇନ କାର୍ଯ୍ୟକଳାପରେ…

କୂଅରେ ଗଳି ପଡିଲା ହାତୀ

ବାରିପଦା: ବିଳମ୍ବିତ ରାତ୍ରି ସମୟରେ ଏକ ମାଇ ହାତୀ ଚାଷ ଜମି ନିକଟରେ ଥିବା ଏକ କୂଅରେ ପଡିଯାଇଛି । ଏହି ଘଟଣାଟି ମୟୁରଭ ଜିଲ୍ଲାର କରିଆ ଅଂଚଳରେ ଘଟିଛି । ରାତିରେ ଫସଲ ଖାଇବାକୁ ଆସିଥିବା ସମୟରେ ଏପରି ଘଟଣା ଘଟିଥିବାର ଅନୁମାନ କରାଯାଉଛି । ସୂଚନା ଅନୁଯାୟୀ, ଜିଲ୍ଲାରେ ବହୁ ସମୟରେ…

ଭକ୍ତ ଦାସିଆ ପୀଠରେ ଝୁଲଣ ପର୍ବ ମହୋତ୍ସବ

ଭୁବନେଶ୍ୱର: ବାଲିଗାଁସ୍ଥିତ ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନା ପୀଠରେ ଅଧିଷ୍ଠିତ ଚତୁର୍ଦ୍ଧା ମୂର୍ତିଙ୍କର ଝୁଲଣ ପର୍ବ ଶ୍ରାବଣମାସ ଶୁକ୍ଲପକ୍ଷ ଦଶମୀ ଠାରୁ ପ୍ରତିପଦ ପର୍ଯ୍ୟନ୍ତ ଦୀର୍ଘ ୭ ଦିନ ବ୍ୟାପୀ ପାଳିତ ହୋଇଯାଇଛି । ଏଠାରେ ଅନୁଷ୍ଠିତ ପ୍ରତ୍ୟେକ ପୂଜା ପଦ୍ଧତି ଶ୍ରୀମନ୍ଦିର, ପୁରୀର…

ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କ ଭଙ୍ଗାରୁଜା

ଚମ୍ପୁଆ: ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀ କରୁୁଛନ୍ତି ଦାଦଗିରି । କାହା କଥା ଶୁଣିବାକୁ ନାରାଜ । ଏପରିକିି ସ୍ଥାନୀୟ ସରପଞ୍ଚଙ୍କୁ ମଧ୍ୟ ଦୁର୍ବ୍ୟବହାର କରିବାକୁ ପଛଉ ନାହାନ୍ତି । କେବଳ ସେତିକି ନୁହେଁ, ସଙ୍ଗରୋଧ କେନ୍ଦ୍ରରେ ଥିବା ଜିନିଷ ପତ୍ର ଭଙ୍ଗାରୁଜା କରିବା ସହ ଧମକ ଚମକ ଦେବା ଭଳି…

ପ୍ରଶାନ୍ତ ଭୂଷଣଙ୍କ ଶୁଣାଣି ସ୍ଥଗିତ ଆବେଦନ ଆଗ୍ରାହ୍ୟ

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ତାଙ୍କ ବିରୋଧରେ ଚାଲିଥିବା ଅପରାଧିକ ଅବମାନନା ମାମଲାର ବିଚାର ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ କରିଥିବା ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି । ପୂର୍ବରୁ ଏହି ମାମଲାର ଶୁଣାଣି କରି ଅପରାଧିକ ଅଦାଲ ଅବମାନନା ଏବଂ ନିର୍ଦ୍ଧିଷ୍ଟ…

ଅଭିବୃଦ୍ଧି ୩.୨ ପ୍ରତିଶତରୁ ବହୁତ ତଳକୁ ଖସିବ!

ନୂଆଦିଲ୍ଲୀ: ଭାରତର ଅଭିବୃଦ୍ଧି କରେନା ମହାମାରୀ ଲାଗି ଗୁରୁତର ଭାବେ ପ୍ରଭାବିତ ହେବ ବୋଲି ବିଶ୍ୱବ୍ୟାଙ୍କ ଆକଳନ କରିଛି । ଭାରତର ଅଭିବୃଦ୍ଧି ୩.୨ ପ୍ରତିଶତ ହ୍ରାସ ପାଇବ ବୋଲି ପୂର୍ବରୁ ଏହା ଆକଳନ କରିଥିଲା । ମାତ୍ର ସ୍ଥିତି ଯେଉଁଭଳି ଭାବେ ଆଗକୁ ବଢ଼ୁଛି ତାହାକୁ ବିଚାରକୁ ନେବା ପରେ…