କଟକରେ ହୋଇପାରିବନି ଗଣେଶ ପୂଜା
କଟକ- ଚଳିତ ବର୍ଷ କଟକ ସାର୍ବଜନୀନ ଯାଗାରେ ହୋଇପାରିବନି ଗଣେଶ ପୂଜା । କଟକ ଡିସିପି ପ୍ରତୀକ ସିଂହ ଅଜି ଏହା ସ୍ପଷ୍ଟ କରିଛନ୍ତି । କରୋନା ପରିସ୍ଥିତିକୁ ନେଇ ଡିସିପି ଏଭଳି ନିଷ୍ପତି ନେଇଛନ୍ତି । ଗଣେଶ ପୂଜା ଅନୁମତି ପାଇଁ ବୁଢା ଗଣେଶ ପୂଜା କମିଟି ପକ୍ଷରୁ ହାଇକୋର୍ଟରେ ମାମଲା ହୋଇଥିଲା!-->…