‘ଟିସି’ରୁ ‘ସିସି’

ମହେନ୍ଦ୍ର ସିଂ ଧୋନୀ ଏ ଦେଶର ଏକ ଜଣାଶୁଣା ବ୍ୟକ୍ତି । ଜୀବନର ଆଦ୍ୟଭାଗରେ ସେ ଖଡଗପୁର ଷ୍ଟେସନରେ ଟିକେଟ୍ କଲେକ୍ଟର ରୂପେ ଚାକିରୀ କରିଥିଲେ । କିନ୍ତୁ ପରବର୍ତି ପର୍ଯ୍ୟୟରେ ସେ କ୍ରିକେଟ ସେଲିବ୍ରିଟି ରୂପେ ଖ୍ୟାତି ଲାଭ କରିବା ସହିତ ଭାରତରେ ତାଙ୍କର ନାମ ବେଶ୍ ପରିଚିତି ଲାଭ କରିଥିଲା ।…

ପୋଲିସ ଉପସ୍ଥିତିରେ ବୋମା ମାଡ

ଖୋର୍ଦ୍ଧା: ପୋଲିସ ଉପସ୍ଥିତିରେ ତଥା ସୂରକ୍ଷା ବ୍ୟବସ୍ଥା ସତ୍ୱେ ଏକ ଘର ଉପରକୁ ଦୃର୍ବୁତ ୪ଟି ବୋମା ମାଡ କରି ଫେରାର ହୋଇଯାଇଥିବା ଘଟଣା ବିଭିନ୍ନ ମହଲରେ ଗଭିର ଉଦବେଗ ସୃଷ୍ଟି କରୁଛି । ସୂଚନା ଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଦଳେଇପୁଟ ଗ୍ରାମର ହୃଦାନନ୍ଦ ସ୍ୱାଇଁଙ୍କ ପରିବାର…

ସାମ୍ଭବ୍ୟ ବନ୍ୟା ସ୍ଥିତ ନେଇ ଜଳସମ୍ପଦ ମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ରାଜ୍ୟରେ ଗତ କିଛି ଦିନ ଧରି ଲଘୁଚାପ ଜନିତ ଲଗାଣ ବର୍ଷାରେ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧିପାଇଛି । ଏହି ପରିପ୍ରେକ୍ଷୀରେ ସାମ୍ଭବ୍ୟ ବନ୍ୟାକୁ ଦୃଷ୍ଟରେ ରଖି ଆଜି ପୂର୍ବାହ୍ନରେ ରାଜ୍ୟ ଜଳ ସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟଳୟରେ ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ…

ପୂର୍ବତଟ ରେଳପଥ ପକ୍ଷରୁ ସଦଭାବନା ଦିବସ ପାଳିତ

ଭୁବନେଶ୍ୱର: ପୂର୍ବତଟ ରେଳପଥ ପକ୍ଷରୁ ଏହାର ମୁଖ୍ୟ କାର୍ଯ୍ୟାଳୟ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ସଦନ ଏବଂ ସମସ୍ତ ରେଳମଣ୍ଡଳ ମାନଙ୍କ ଠାରେ ସଦଭାବନା ଦିବସ ପାଳନ କରାଯାଇଛି । ରେଳପଥର ମହା ପ୍ରବନ୍ଧକ ଶ୍ରୀ ବିଦ୍ୟା ଭୁଷଣଙ୍କ ନେତୃତ୍ୱରେ ରେଳବାଇ କର୍ମଚାରୀ ଓ ଅଧିକାରୀମାନେ ଜାତି,…

୪ମାସରେ ଜୀବିକା ହରାଇଲେଣି ୧.୮ କୋଟି

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣ ଯୋଗୁଁ ଦେଶରେ ଗତ ୪ମାସ ମଧ୍ୟରେ ୧କୋଟି ୮୦ଲକ୍ଷରୁ ଉର୍ଦ୍ଧ ଲୋକ ଚାକିରି ହରାଇଥିବା ଜଣାଯାଇଛି । ହେଲେ ଏପି୍ରଲରୁ ଜୁଲାଇ ଶେଷ ମଧ୍ୟରେ ଆସିଥିବା ଅନୁଯାୟୀ, ଲକ୍ଡାଉନ୍ ପାଇଁ ଭାରତରେ ୧.୮ କୋଟିରୁ ଅଧିକ ଲୋକ ଚାକିରି ହରାଇଛନ୍ତି । ଏମାନେ ସମସ୍ତେ…

ଲଗାଣ ବର୍ଷାରେ ହଜାର ହଜାର ଚାଷ ଜମି ଜଳମଗ୍ନ

ଯାଜପୁର: ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଲଘୁଚାପ ପ୍ରଭାବରେ ଗତ ମଙ୍ଗଳବାର ସଂଧ୍ୟା ଠାରୁ ଜାରି ରହିଥିବା ଅବିଶ୍ରାନ୍ତ ଲଗାଣ ବର୍ଷା ଯୋଗୁ ଦଶରଥପୁର ବ୍ଳକର ବିଭିନ୍ନ ଗ୍ରାମାଂଚଳ ଜଳମୟ ହୋଇ ପଡ଼ିଛି । ମୂଷଳ ଧାରାରେ ଲଗାଣ ବର୍ଷା ଜନ ଜୀବନକୁ ପ୍ରଭାବିତ କରିବା ସହ ବ୍ଲକର ୫ ହଜାର…

ବଢ଼ିଛି ଶିଶୁ ଶ୍ରମିକ ସମସ୍ୟା, ଉଦ୍ଧାର ହେଲେଣି ୮୦

ଭୁବନେଶ୍ୱର: ମହାମାରୀ କରୋନା ସଂକ୍ରମଣ ସହିତ ତାଳ ଦେଇ ଶିଶୁ ଶ୍ରମିକ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି । ରୋଜଗାର ହରାଇ ହନ୍ତସନ୍ତ ହେଉଥିବା ଗରିବ ପରିବାରର ପିଲାମାନେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଥିବା ଦେଖିବାକୁ ମିଳୁଛି । ଗତ ୩ ମାସରେ ରାଜଧାନୀରୁ ୮୦ ଶିଶୁ ଶ୍ରମିକ ଉଦ୍ଧାର…

ଜମି ମାଲିକଙ୍କୁ ଜମି ଫେରାନ୍ତୁ, ନଚେତ୍ ଆନ୍ଦୋଳନ : ଜଟଣୀ ବିଧାୟକ

ଭୁବନେଶ୍ୱର: ୨୦୧୨ ମସିହାରେ ଜଣେ ସେଟଲମେଂଟ୍ ଅଫିସରଙ୍କ ଭୁଲ ଅର୍ଡର୍ ଯୋଗୁଁ ଜଟଣୀ ପୌରାଂଚଳ ସମେତ ୨୩ଟି ଗାଁର ୧ ଲକ୍ଷ ୭୨ ହଜାର ଲୋକଙ୍କ ଜଟଣୀ ପୌରାଂଚଳ ସମେତ ୨୩ଟି ଗାଁର ୧ ଲକ୍ଷ ୭୨ ହଜାର ଲୋକଙ୍କ ନିଜସ୍ୱ ଘରବାଡ଼ି ମହାପ୍ରଭୁ ଜଗନ୍ନାଥଙ୍କ ଖାତାକୁ ଚାଲିଯାଇଛି । ଲୋକଙ୍କୁ ଜମି ଫେରାଇବା…

ନକଲି ନିଯୁକ୍ତି ୱେବସାଇଟ୍କୁ ସାବଧାନ, ନହେଲେ ଠକାମିରେ ପଡିବା ନିଶ୍ଚିତ

କଟକ: ନିଯୁକ୍ତି ଆଶାରେ ସାଇନ୍ ଜବ୍ ନାଁରେ ଖୋଲିଥିବା ନିଯୁକ୍ତି ପ୍ରଦାନକାରୀ ୱେବସାଇଟ୍ରେ ଆପଣ ନାମ ପଞ୍ଜୀକରଣ କରୁଛନ୍ତି କି? ତେବେ ସାବଧାନ ରୁହନ୍ତୁ । ସାଇବର ଅପରାଧିଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ନକଲି ୱେବସାଇଟ୍ ସବୁ ଲୁଟିନେବ । ଆଉ ପ୍ରାର୍ଥୀଙ୍କ ବ୍ୟାଙ୍କ ଆକାଉଂଟରୁ…

ବାଜି ଲଗାଇ ମହାନଦୀକୁ ଡେଇଁଲେ ନିଶାଗ୍ରସ୍ତ ଯୁବକ

ବାରଙ୍ଗ: ଜଣେ ନିଶାସକ୍ତ ଯୁବକ ସାଙ୍ଗ ସହ ବାଜି ଲଗାଇ ମହାନଦୀକୁ ଡେଇଁ ପଡ଼ିବା ଓ ଅଳ୍ପକେ ବତିଯିବା ଘଟଣାଟି ବାରଙ୍ଗ ଓ ଆଠଗଡ଼ ଅଂଚଳରେ ଚର୍ଚ୍ଚାର ବିଷୟ ହୋଇଛି । ମୁଣ୍ଡଳୀ ଆନିକଟ ଉପରେ ଏମିତି ଅଜବ କାଣ୍ଡ ଭିଆଇଥିବା ଯୁବକ ଜଣାକ ଆଠଗଡ ଥାନା ଅଧୀନ ନୂଆବନ୍ଧ ଗ୍ରାମର ରତିରଞ୍ଜନ ମୁଦୁଲି (୨୮)…