ବିଘ୍ନ ବିନାଶକ ଶ୍ରୀଗଣେଶଙ୍କ ଶରୀର ବର୍ଣ୍ଣନା

ଶାସ୍ତ୍ରୀୟ ମତରେ ବାଧାବିଘ୍ନ ଦୂରୀକରଣ, ସୁଖସମୃଦ୍ଧି ଏବଂ ଜ୍ଞାନ ଆହରଣ ପାଇଁ ଯେଉଁ ଅଦୃଶ୍ୟ ଶକ୍ତି କାର୍ଯ୍ୟ କରିଥାଏ ତା’ର ପ୍ରତୀକ ହେଉଛନ୍ତି ଶ୍ରୀଗଣେଶ । ସେଇଥିପାଇଁ ସେ ବିଘ୍ନ ବିନାଶକ, ସିଦ୍ଧି ବିନାୟକ ଭାବରେ ମଧ୍ୟ ପରିଚିତ। ପ୍ରତ୍ୟେକ ଶୁଭକାର୍ଯ୍ୟ ଆରମ୍ଭ ପୂର୍ବରୁ ଶ୍ରୀଗଣନାଥଙ୍କ…

ବିଏସ୍‌ଏଫ୍‌ ଗୁଳିରେ ୫ ଅନୁପ୍ରବେଶକାରୀ ନିହତ

ନୂଆଦିଲ୍ଲୀ : ପଞ୍ଜାବସ୍ଥିତ ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ୫ ଜଣ ଅନୁପ୍ରବେଶକାରୀଙ୍କୁ ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଗୁଳି କରି ନିହତ କରିଛନ୍ତି। ଏନେଇ ଶନିବାର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅନୁପ୍ରବଶେକାରୀମାନେ ପଞ୍ଜାବର ତରନ ତାରନ ଜିଲା ଦେଇ ଭାରତକୁ ପ୍ରବେଶ…

ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଅରୁଣାଚଳ ପ୍ରଦେଶ- ଅରୁଣାଚଳ ପ୍ରଦେଶ ସୁବନସିରି ଅଂଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିଚର ସ୍କେଲରେ ଏହାର ତ୍ରବିତା ୩.୫ ରେକର୍ଡ କରାଯାଇଛି । ପୂର୍ବରୁ ଅଗଷ୍ଟ ୬ ଅରୁଣାଚଳ ପ୍ରଦେଶର ତ୍ୱାୱାଙ୍ଗ ଅଂଚଳରେ ଭୂମିକମ୍ପ ହୋଇଥିଲା । ଏହାର ତ୍ରିବତା ୩.୦ ରହିଥିଲା ।

ନୂଆଖାଇ ପାଇଁ ସାଧାରଣ ଲୋକଙ୍କୁ ସମଲେଶ୍ୱରୀ ମନ୍ଦିର ମନା

ସମ୍ବଲପୁର- ଆସନ୍ତା କାଲି ପଶ୍ଚିମ ଓଡିଶାର ପ୍ରସିଦ୍ଧ ପର୍ବ ନୂଆଖାଇ । ମା ସମଲେଇଙ୍କ ନିକଟରେ ନବାନ୍ନ ଭୋଗ କରାଯିବ । କିନ୍ତୁ ଚଳିତ ବର୍ଷ କରୋନା ପାଇଁ କଟକଣା ଭିତରେ ପାଳିତ ହେବ ନୂଆଖାଇ ପର୍ବ । ସାଧାରଣ ଲୋକଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ନାହିଁ । । ତେଣୁ ଲାଇଭ…

ନବରଙ୍ଗପୁର ୨ ଦିନିଆ ସଟଡାଉନ

ନବରଙ୍ଗପୁର- କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ବୃଦ୍ଧି ପାଉଥିବାରୁ ୨ ଦିନିଆ ନବରଙ୍ଗପୁର ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ । ଆସନ୍ତା ୨୫ ଓ ୨୬ ତାରିଖ ସଟଡାଉନ ବଳବତର ରହିବ । ଏହି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୭୩୩ରେ ପଂହଚିଥିବା ବେଳେ ୪୫୩ ସୁସ୍ଥ ହୋଇଛନ୍ତି ଓ ୨୭୭ ବିଭିନ୍ନ…

ଦିଲ୍ଲୀରୁ ଆଇଏସ୍‌ଆଇଏସ୍‌ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀଠାରେ ହୋଇଥିବା ଗୁଳି ବିନିମୟରେ ଗତକାଲି ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ୍‌ ଆଇଏସ୍‌ଆଇଏସ୍‌ର ଏକ ଆତଙ୍କବାଦୀକୁ ଗିରଫ କରିବା ସହ ସଂପୃକ୍ତ ଅଞ୍ଚଳରୁ ଆଇଡି ବିସ୍ଫୋରକ ଏବଂ କିଛି ଅସ୍ତ୍ରଶସ୍ତ୍ର ଜବତ କରିଛି। ଗିରଫ ଆତଙ୍କବାଦୀ ଜଣକ ଆବୁ ୟୁସୁଫ୍ ବୋଲି …

ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗିଙ୍କୁ କରୋନା

କେରାପୁଟ : ବରିଷ୍ଠ ବିଜେପି ନେତା ଜୟରାମ ପାଙ୍ଗି କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଗତ କିଛି ଦିନ ହେବ ଅସୁସ୍ଥ ଥିବା ଜୟରାମ ପାଙ୍ଗି କରୋନା ପରୀକ୍ଷା କରାଇଥିଲେ। କରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ଗୃହ ସଙ୍ଗରୋଧରେ ରହିଥିବା ନେଇ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ନିକଟରେ ତାଙ୍କ…

ଜେଇଇ ମେନ୍ ଓ ନେଟ ୟୁଜି ପରୀକ୍ଷା

ନୂଆଦିଲ୍ଲୀ- ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଜେଇଇ ମେନ୍ ଓ ନେଟ ୟୁଜି ପ୍ରବେଶିକା ପରୀକ୍ଷା ହେବ ବୋଲି ନ୍ୟାସନାଲ ଟେଷ୍ଟ ଏଜେନ୍ସି ପକ୍ଷରୁ କୁହାଯାଇଛି । ସେପ୍ଟେମ୍ବର ୧ରୁ ୬ ମଧ୍ୟରେ ଜେଇଇ ମନେ ପରୀକ୍ଷା ଓ ନେଟ ୟୁଜି ସେପ୍ଟେମ୍ବର ୧୩ ତାରିଖରେ ହେବ ବୋଲି କୁହାଯାଇଛି ।…

ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ କରୋନା ପଜିଟିଭ

ଭୁବନେଶ୍ୱର- ଭଦ୍ରକ ବିଜେଡି ଲୋକସଭା ସଦସ୍ୟ ମଞ୍ଜୁଲତା ମଣ୍ଡଳ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜିଟଭି ଆସିଥିବା ସେ ଟୁଇଟ କରି ସୂଚନା ଦେଇଛନ୍ତି । ମଞ୍ଜୁଲତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି ଓ ସେ ହୋମ କ୍ୱାରେନଟାଂଇନରେ ଅଛନ୍ତି । ତାଙ୍କ ସଂସ୍ପର୍ଶରେ ଯେଉଁମାନେ…

ଦେଶରେ ଗୋଟିଏ ଦିନରେ ୬୯,୮୭୮ ନୂଆ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ- ଦେଶରେ ଗୋଟିଏ ଦିନରେ ନୂଆ ୬୯,୮୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୭୫,୭୦୧ରେ ପଂହଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ଏଯାବତ୍ ୬୩,୬୩୧ ଆକ୍ରାନ୍ତ…