ରାଜ୍ୟରେ ଆଉ ୨୯୯୩ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ରବିବାର ଆଉ ୨୯୯୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୭୯ ଜଣ ଚିହ୍ନଟ ହୋଇଥିବାବେଳେ ୧୧୧୪ ଜଣ ସ୍ଥାନୀୟ ସଂକ୍ରମଣ ରହିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮୫୩୦ରେ…

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା : ୪୦୦ ଟପିଲା କରୋନା ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା। ଆଜି ରାଜ୍ୟରେ ଆଉ ୧୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ୩ ଜଣ, କଟକ ଓ ରାୟଗଡ଼ାରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗୀର, ଗଜପତି ଓ ନୟାଗଡ଼ରୁ…

ଆଜି ନୂଆଁଖାଇ : ଭକ୍ତଙ୍କୁ ମନ୍ଦିର ମନା, ଅନ୍‌ଲାଇନ୍‌ରେ ଦର୍ଶନ

ସମ୍ବଲପୁର : ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଁଖାଇ। ଏହି ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ଲାଗିହେବ ନବାନ୍ନ ଭୋଗ। ନୂଆଁଖାଇ ପାଇଁ ପଶ୍ଚିମ ଓଡିଶାର ପୁର ପଲ୍ଲୀରେ ଆନନ୍ଦ ଓ ଉତ୍ସାହର ମାହୋଲ । ନୂଆଁଖାଇକୁ ନବାନ୍ନ ଭାବେ ମଧ୍ୟ ଜଣାଯାଏ । ଏହି…

ବାଲିକୁଦା ଦେବୀ ଆଇ:ଟି:ଆଇ:ରେ ଶ୍ରୀ ଗଣେଶ ପୁଜା ପାଳିତ

ଜଗତସିଂହପୁର: ଗତ ୨୨ ତାରିଖ ଦିନ ପବିତ୍ର ଗଣେଶ ଚତୁର୍ଥୀ ବା ସିଦ୍ଧିବିନାୟକଙ୍କ ପୁଜା ବାଲିକୁଦ ଦେବୀ ଆଇ:ଟି:ଆଇ ପରିସରରେ ଅନନ୍ଦ ଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି । ପୂର୍ବାହ୍ନ ୯ଟା ସମୟରେ ବାଲିକୁଦ ନରଣପୁର ସ୍ଥିତ ପରିଚାଳନା ନିର୍ଦେଶକ ଶ୍ରଯୁକ୍ତ ଚିତରନ ସ୍ୱାଇଁ କର କମଳରେ ଆଇ:ଟି:ଆଇର…

ଚାରିଟେବୁଲ୍ ଟ୍ରଷ୍ଟ ତରଫରୁ ରକ୍ତଦାନ ଶିବିର

ଭୁବନେଶ୍ୱର: ବିଶ୍ୱରେ କରୋନା ମହାମାରୀ ଦେଖା ଦେଇଥିବାରୁ ବର୍ତମାନ ରକ୍ତର ଘୋର ଅଭାବ ଦେଖାଦେଇଛି । ଏହି ଅଭାବକୁ ଦୂର କରିବା ପାଇଁ ଉଦ୍ୟମ ଚାରିଟେବୁଲ ଟ୍ରଷ୍ଟ ଓ କମିଶନରେଟ ପୋଲିସ୍ର ମିଳିତ ସହଯୋଗରେ ଥାଲାସେମିଆ ରୋଗୀଙ୍କ ସହାୟତା ପାଇଁ ଏକ ଅଭିନବ ଉପାୟ ଅବଲମ୍ବନ କରାଯାଇଛି । ଏହି…

ସିଫାରେ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାର ଭର୍ଚୁଆଲ ଆଲୋଚନାଚକ୍ର

ଭୁବନେଶ୍ୱର: କୌଶଲ୍ୟାଗଙ୍ଗସ୍ଥିତ କେନ୍ଦ୍ରୀୟ ମଧୁର ଜଳଜୀବ ପାଳନ ଅନୁସନ୍ଧାନ ସଂସ୍ଥା (ସିଫା) ଓ ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦ (ଏନ୍.ଏଫ୍.ଡି.ବି.)ର ମିଳିତ ଉଦ୍ୟମରେ ପ୍ରଧାନମନ୍ତ୍ରୀ ମତ୍ସ୍ୟସମ୍ପଦ ଯୋଜନାରେ ମଧୁର ଜଳ କୃଷିର ଉନ୍ନତି ପାଇଁ ରଣକୌଶଳ ଶୀର୍ଷକ ଏକ ଭର୍ଚୁଆଲ ଆଲୋଚନାଚକ୍ର ଆରମ୍ଭ…

ନୁଆ ରାସନକାର୍ଡ ତାଲିକା ଭୁକ୍ତପାଇଁ ଦାବି

ଜଗତସିଂହପୁର: ଗତକିଛି ଦିନ ବାଲିକୁଦ ବ୍ଲକର ଲୋକପ୍ରତିନିଧିମାନଙ୍କର କୌଣସି ଉନ୍ନୟନମୂଳକ କାର୍ଯ୍ୟ ଉପରେ ବ୍ଲକ ଉନ୍ନୟନ ଅଧିକାରୀ ଡଃ.କଲ୍ୟାଣ ସୌରଭ ଦାସ କର୍ଣ୍ଣପାତ ନକରିବା ଘଟଣାରେ ସାରା ଗ୍ରାମ ପଞ୍ଚାୟତରେ ଅସନ୍ତୋଷ ବ୍ୟାପିଛି । ଏଥିନେଇ ଗତ ୧୭ତାରିଖରେ ବାଲିକୁଦ ବ୍ଲକ ସମ୍ମୁଖସ୍ଥ ଗାନ୍ଧୀ…

ଆଉ ମାସେ ଗୁରୁତ୍ୱପୂର୍ଣ୍ଣ: ବିଏମସି କମିଶନର

ଭୁବନେଶ୍ୱର- ଜୁଲାଇ ଅପେକ୍ଷା ଅଗଷ୍ଟ ମାସରେ କରେନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ପାର କରୁଛି । ତେଣୁ ଆଉ ମାସେ ଆମ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମକୁ ସର୍ତକ ହୋଇ ରହିବାକୁ ପଡିବ ବୋଲି ବିଏମସି କମିଶନର କହିଛନ୍ତି । ଭଚବନେଶ୍ୱରରେ ସେରୋଲୋଜିକାଲ ସର୍ଭେ କରାଯାଇଥିଲା । ସର୍ଭେ ରିପୋର୍ଟ…

ଦୂତୀ-ଅର୍ଜୁନ

ଓଡ଼ିଶାର ଚର୍ଚ୍ଚିତ ଆଥଲେଟ୍ ଦୂତୀ ଚାନ୍ଦ ଏବେ ଅର୍ଜୁନ ପୁରସ୍କାର ପାଇବାକୁ ଯୋଗ୍ୟାବିବେଚିତ ହୋଇଛନ୍ତି ଏବଂ ଆଉ ୬ ଦିନ ପରେ ୨୯ ତାରିଖ ଦିନ ସେ ଉକ୍ତ ପୁରସ୍କାର ପାଇବେ । ସବୁ ବର୍ଷ ଭଳି ଏଥର କ୍ରୀଡା ପୁରସ୍କାର ପ୍ରଦାନ ଉସôବ କରୋନା ମହାମାରୀ ଯୋଗୁ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ହେବାରେ…

ରାପିଡ୍ ଆଂଟିଜେନ୍ କିଟରେ ଅଧିକ ଫଲ୍ସ ନେଗେଟିଭ୍ : ବିଶେଷଜ୍ଞ

ଭୁବନେଶ୍ୱର: ରାଜ୍ୟରେ ଏବେ ପ୍ରତ୍ୟେକ ଦିନ ୫୦ ରାଜ୍ୟରେ ଏବେ ପ୍ରତ୍ୟେକ ଦିନ ୫୦ ହଜାରରୁ ଅଧିକ କୋଭିଡ଼ ନମୁନା ପରୀକ୍ଷା ହେଉଛି । ହେଲେ ଏଥିରେ ରାପିଡ଼ ଆଂଟିଜେନ୍ ଜିଟ୍ରେ ପରୀକ୍ଷା ସଂଖ୍ୟା ୭୫ ପ୍ରତିଶତରୁ ଅଧିକ ରହୁଛି । ଆରଟି-ପିସିଆର ଅପେକ୍ଷା ଏତେ ସଂଖ୍ୟାରେ ରାପିଡ଼ ଆଂଣିଜେନ୍ କିଟ୍ରେ…