ବଡଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସାନ ଭାଇ
କଣିହାଁ : ଅନୁଗୁଳ ଜିଲା କଣିହାଁ ବ୍ଲକ ସମଲ ଥାନା ଅନ୍ତର୍ଗତ ଶିପୁର ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ପାରିବାରିକ କଲହକୁ କେନ୍ଦ୍ର କରି ବଡ଼ଭାଇ ରଞ୍ଜନ ବାରିକ(୨୨)କୁ ନିଜର ସାନ ଭାଇ ନିରଞ୍ଜନ ବାରିକ(୨୧) ଟାଙ୍ଗିଆରେ ହାଣି ଅତି ନିର୍ମମ ଭାବରେ ହତ୍ୟା କରିଛି l ଶନିବାର ମଧ୍ୟ!-->…