ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା

ଇଟାନଗର : ଅରୁଣାଚଳ ପ୍ରଦେଶର ଅଞ୍ଜାଓ ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସୋମବାର ଭୋର ୩ଟା ୩୬ମିନିଟରେ ଏହି ଭୂକମ୍ପ ହୋଇଥିବା ଜଣାପଡ଼ିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୭ ରେକର୍ଡ କରାଯାଇଛି। ଏଥିରେ ଧନଜୀବନହାନୀର କୌଣସି ସୂଚନା ମିଳିପାରିନାହିଁ।

ରାଜ୍ୟରେ ୮୦ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ଗୋଟିଏ ଦିନରେ ୨୯୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୮୨୬ ଓ ସ୍ଥାନୀୟ ସଂକ୍ରମିତ ୧୧୩ ରହିଛନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ , କଟକରୁ ସର୍ବାଧିକ ୫୮୯, ଖୋର୍ଦ୍ଧା୪୭୪, କେରାପୁଟ ୧୮୧, ଯାଜପୁର…

ଦିଅର ଟାଙ୍ଗିଆ ଚୋଟରେ ଭାଉଜ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ଭୁବନ ବ୍ଲକ ଅସୁରବନ୍ଧ ଗାଁରେ ଦିଅର ଟାଙ୍ଗିଆ ଚୋଟରେ ଭାଉଜର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାସହିତ  ୫ ବର୍ଷର ଝିଆରୀ ମଧ୍ୟ ଗୁରୁତର ହୋଇଛି । ଗୁରୁତର ଥିବା ଝିଆରୀକୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଯୋଗ୍ୟ, ମୃତକଙ୍କ ନାମ ମିଲୀ…

ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ

ନୂଆଦିଲ୍ଲୀ : ଭାରତୀୟ ଜନତା ପାର୍ଟି(ବିଜେପି)ର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ଠିକ୍ ଗୋଟିଏ ବର୍ଷ ପୂର୍ବେ ଆଜିର ଦିନରେ ସେ ଦେହତ୍ୟାଗ କରିଥିଲେ। ଜେଟଲୀଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ବିଜେପି ନେତାମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ…

ସମ୍ବାଦିକ ଫେସବୁକ୍ ଆକାଉଂଟ ହ୍ୟାକ୍

ନବରଙ୍ଗପୁର- ଜଣେ ସାମ୍ବାଦିକ ଫେସବୁକ୍ ଆକାଉଂଟ ହ୍ୟାକ୍ କରି ଟଙ୍କା ଆଦାୟ କରିଥିବା ଅଭିଯୋଗ ଆସିଛି । ନବରଙ୍ଗପୁର ଜିଲ୍ଲାର ଜଣେ ସାମ୍ବାଦିକ ଏଭଳି ଅଭିଯୋଗ ଆଣିଛନ୍ତି । ସାମ୍ବାଦିକ କହିବା ମୁତବାକ ତାଙ୍କ ଫେସବୁକ୍ ହ୍ୟାକ କରି ତାଙ୍କ ସାଙ୍ଗଙ୍କୁ ମେଡିକାଲରେ ଚକିିତ୍ସାଧୀନ ଅଛି ମୋର…

୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ୱର- ଉତର ବଙ୍ଗୋପସାଗରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ଆଜିଠାରୁ ୨୬ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ଉପକୂଳ ଓ ଉତର ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏନେଇ ଆଂଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ୧୩ ଜିଲ୍ଲା…

ବ୍ରହ୍ମପୁର ସହରରୁ ଉଠିଲା କଟକଣା

ଗଞ୍ଜାମ- ଆଜିଠାରୁ ବ୍ରହ୍ମପୁର ସହାରକୁ ଯାତାୟତ ଉପରୁ ଉଠିଲା କଟକଣା । ବହ୍ମପୁର ଅଂଚଳକୁ ଅନ୍ୟ ଜିଲ୍ଲାବାସୀ ଓ ଅନ୍ୟ ଜିଲ୍ଲାକୁ ବ୍ରହ୍ମପୁର ବାସୀ ବିନା କଟକଣାରେ ଯାତାୟତ କରିପାରିବେ । ସହରର ବଜାର ଖୋଳିବା ସମୟ ମଧ୍ୟ ବଢାଇ ଦିଆଯାଇଛି । ସକାଳ ୫ରୁ ରାତି ୮ ଟା ପର୍ଯ୍ୟନ୍ତ ଖୋଲା ରହିବ ।…

ଭିଡିଓ କନଫରେନ୍ସିଂ ଜରିଆରେ ହେବ କୋର୍ଟ କାର୍ଯ୍ୟ

କଟକ-ଆଜିଠାରୁ ରାଜ୍ୟରେ ସ୍ୱାଭାବିକ ହେବ କୋର୍ଟ କାର୍ଯ୍ୟ । ଏନେଇ ହାଇକୋର୍ଟ ପକ୍ଷରୁ ନିର୍ଦେଶନାମା ଜାରି କରାଯାଇଛି । ତେବେ ସମସ୍ତ କାର୍ଯ୍ୟ ଭିଡିଓ କନଫରେନ୍ସିଂ ଜରିଆରେ କରାଯିବ । ଯେଉଁ ଅଂଚଳରେ ସଟଡାଉନ କିମ୍ବା ଲକଡାଉନ ଭଳି କଟକଣା ଲାଗୁ ହୋଇଥିବ, ସେଠାରେ ଅଦାଲତ କାମ ହେବ ନାହିଁ…

ଚଳିତ ସପ୍ତାହରେ ସିଲାବସ ନେଇ ନିଷ୍ପତି: ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଚଳିତ ସପ୍ତାହରେ ସିଲାବସ କମିବା ଉପରେ ନିଷ୍ପତି ନିଆଯିବ ଓ ଛାତ୍ରଛାତ୍ରୀଙ୍କ ଦ୍ୱନ୍ଦ୍ୱ ଦୁର ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଆଜି କହିଛିନ୍ତି । ସେ ପ୍ରକାଶ କରିଛନ୍ତି ଯେ ସିଲାବସ ସମ୍ପର୍କରେ ପ୍ରମୁଖ ଗଣଶିକ୍ଷା ସଚିବଙ୍କ ଦ୍ୱାରା ଏଥିନେଇ ଯାଞ୍ଚ ଚାଲିଛି । ତିନିଟି…

ପ୍ରକୃତି ଓ ପ୍ରବୃତି

ଏ ବିଶ୍ୱରେ ପ୍ରକୃତି କହିଲେ, ମଣିଷ ଏବଂ ଅନ୍ୟାନ୍ୟ ଜୀବଜନ୍ତୁଙ୍କ ବ୍ୟତିତ ଅନ୍ୟ ସମସ୍ତ ବସ୍ତୁ (ମ୍ୟାଟର୍)କୁ ବୁଝାଇଥାଏ । ପ୍ରବୃତି କହିଲେ ସାଧାରଣତଃ ଏ ବିଶ୍ୱର ପ୍ରାଣୀଜଗତ ଅର୍ନ୍ତଭୂକ୍ତ ସମସ୍ତ ଜଳଚର, ସ୍ଥଳଚର ଏବଂ ଉଭୟଚର ପଶୁପକ୍ଷୀ ଓ ସରିସୃପ ଜାତୀୟ ପ୍ରାଣୀଙ୍କୁ ବୁଝାଇଥାଏ ।…