ସାଲିଆ ସାହିର ରିଙ୍କୁ ସ୍ୱାଇଁଙ୍କ ହତ୍ୟାକାରି ସମେତ ୫ ଜଣଙ୍କୁ ଗିରିଫ କରିଛି ପୋଲିସ
ଭୁବନେଶ୍ୱର- ୨୦୧୯ ମସିହାରେ ସାଲିଆ ସାହିର ରିଙ୍କୁ ସ୍ୱାଇଁଙ୍କୁ ହତ୍ୟା କରି ଫେରାରଥିବା ଅପରାଧୀ ଶୋଭରାଜ ମହାରଣା ସମେତ ୫ ଜଣଙ୍କୁ ଗିରିଫ କରିଛି ନୟାପଲ୍ଲୀ ପୋଲିସ । ସେମାନଙ୍କ ଠାରୁ ଏୟାର ଗନ ଓ ମୋଟରସାଇକଲ ଜବତ କରିଛି ପୋଲିସ । ସୂଚନାଯୋଗ୍ୟ ସାଲିଆ ସାହିରେ ଥିବା ସୁନାମି କ୍ଳବର!-->…