ଭାରତୀୟ ବଜାରକୁ ଆସିଲା ମୋଟୋ ଜି-୯
ନୂଆଦିଲ୍ଲୀ : ଦୀର୍ଘ ଦିନ ବ୍ୟବଧାନ ପରେ ମୋଟରୋଲା ତାର ନୂତନ ସ୍ମାର୍ଟଫୋନ୍ ମୋଟୋ ଜି-୯ ଭାରତୀୟ ବଜାରରେ ପ୍ରବଶେ କରିଛି। ଏହାପୂର୍ବରୁ ପାଞ୍ଚ ମାସ ପୂର୍ବରୁ କମ୍ପାନୀ ବ୍ରାଜିଲରେ ମୋଟୋ ଜି-୮ ଲଞ୍ଚ କରିଥିଲା। ମୋଟୋ ଜି-୯ରେ ଟ୍ରିପଲ୍ ରିୟର କ୍ୟାମେରା ଏବଂ ୨୦ ୱାଟର ଫାଷ୍ଟ ଚାର୍ଜିଂ!-->…