ସେପ୍ଟେମ୍ବର ୧ରୁ ଅନଲକ ୪ ଆରମ୍ଭ

ନୂଆଦିଲ୍ଲୀ- ଅଗଷ୍ଟ ୩୧ ପରେ ଦେଶରେ ଅନଲକ-୪ ଲାଗୁ ହେବ । ପୂର୍ବଭଳି ଅନଲକ-୪ରେ ସମଗ୍ର ଦେଶରେ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନିଶ୍ଚିତ ହୋଇଯାଇଛି । ସେପ୍ଟେମ୍ବର ମାସରେ ମେଟ୍ରୋ ଟ୍ରେନ ସେବା ଆରମ୍ଭ ହେବ । ଅନଲକ-୪ରେ ସିନାମାହଲ, ଅଡିଟୋରିୟମ ବନ୍ଦ ରହିବ । କିନ୍ତୁ ସିନାମାହଲ ୨୫ରୁ ୩୦…

ଏହି ଟ୍ରେନରେ ଯାତ୍ରା କରିବେ କି ? ଟିକେଟର ମୂଲ୍ୟ ୧୮ ଲକ୍ଷ

ମହାରାଜା ଏକ୍ସପ୍ରେସର ଯାତ୍ରା ଦୁନିଆର ସବୁଠାରୁ ଦାମୀ ଓ ମହଙ୍ଗା ଟ୍ରେନ ଯାତ୍ରା ବୋଲି କୁହାଯାଏ। ଏହାର ବ୍ୟବସ୍ଥା ବଡ଼ ବଡ଼ ମହଙ୍ଗା ହୋଟେଲ ଠାରୁ ମଧ୍ୟ ଅତି ଉନ୍ନତ ବୋଲି କୁହାଯାଏ। ଏହି ଟ୍ରେନରେ ଯାତ୍ରୀମାନଙ୍କୁ ରାଜା ମହାରାଜାଙ୍କ ଜୀବନଶୈଳୀ ଭଳି ସୁବିଧା ପ୍ରଦାନ କରାଯାଇଥାଏ।…

ଦେଶରେ କେରାନା ସଂକ୍ରମିତଙ୍କ ସଂଖ୍ୟା ୩,୧୬, ୭୩୨ କୁ ବୃଦ୍ଧି

ନୂଆଦିଲ୍ଲୀ- ଦେଶରେ ଗତ ୨୪ ଘଂଟାରେ ୬୦,୯୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧,୬୭,୩୨୪କୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ବର୍ତମାନ ସୁଦ୍ଧା ୨୪,୦୪,…

ମହାରାଷ୍ଟ୍ର ବିଲଡିଂ ଭୁଶୁଡି ୨ ଜଣଙ୍କ ମୃତ୍ୟୁ

ମୁମ୍ବାଇ- ଗତକାଲି ସଂନ୍ଧ୍ୟା ସମୟରେ ରାଇଗଡ ଜିଲ୍ଲାର ମାହାଦ ସହରରେ ଥିବା ଏକ ବିରାଟକାୟ ବିଲଡିଂ ଭୁଶୁଡି ପଡିଛି । ଏହି ଧ୍ୱଂସାବଶେଷ ତଳେ ୭୦ ଜଣ ଲୋକ ଫଶି ରହିଥିଲେ । ଉଦ୍ଧାର କାରୀମାନେ ଏବେ ସୁଦ୍ଧା ୨୫ ଜଣଙ୍କୁ ଉଦ୍ଧାର କରିଛନ୍ତି । ସେମାନଙ୍କ ମଧ୍ୟରୁ ୭ ଜଣ ଆହାତ ହୋଇଛନ୍ତି ଓ ୨…

ଭାରତୀୟ ବାୟୁସେନା ଲଞ୍ଚ କଲା ‘ମାଇ ଆଇଏଏଫ୍’ ମୋବାଇଲ୍ ଆପ୍

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପକ୍ଷରୁ ଏକ ମୋବାଇଲ୍ ଆପ୍ଲିକେସନ୍ ଲଞ୍ଚ କରାଯାଇଛି। ଯାହାର ନାମ “ମାଇ ଆଏଏଫ୍” ରଖାଯାଇଛି। ଏହି ମୋବାଇଲ୍ ଆପରେ, ଆପଣ ବାୟୁସେନାରେ କ୍ୟାରିୟର ସମ୍ବନ୍ଧୀୟ ସୂଚନା ଏବଂ ଚାକିରିର ସମ୍ପୂର୍ଣ୍ଣ ବିବରଣୀ ପାଇପାରିବେ। ଏହି ଆପରେ ବାୟୁସେନାରେ ଭର୍ତ୍ତି ହେବାକୁ…

କୋଭିଡ କଟକଣାକୁ ଫୁ: ପୁଣି ଗର୍ଜିଲେ ସ୍ୱାଭିମାନବାସୀ

ମାଲକାନାଗିରି- କୋଭିଡ କଟକଣାକୁ ଖାତିରି ନ କରି ପୁଣି ସ୍ୱାଭିମାନ ଅଂଚଳରେ ଗର୍ଜିଲେ ସ୍ୱାଭିମାନବାସୀ । ବିଭିନ୍ନ ସମସ୍ୟାକୁ ନେଇ ମାଲକାନଗିରି ଚିତ୍ରକୋଣ୍ଡାର ଗଜଳମାମୁଡି ଗ୍ରାମରେ ସିପିଆଇଏମ ପକ୍ଷରୁ ଶୋଭାଯାତ୍ରା କରାଯାଇଥିଲା । ୯ ଟି ପଂଚାୟତର ୪୦ ପ୍ରତିଶତ ପରିବାର ରାସନ କାର୍ଡରୁ ବଂଚିତ…

କରୋନାରେ ପ୍ରାଣ ହରାଇଲେ ୯ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ କରେନାରେ ଆଖି ବୁଜିଲେ ଆଉ ୯ ଆକ୍ରାନ୍ତ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି । ମୃତକଙ୍କ ମଧ୍ୟରୁ ଗଞ୍ଜମ ଓ ସୁନ୍ଦରଗଡରୁ ୨ଜଣ ଲେଖାଏଁ, ବାଲେଶ୍ୱର, ବଲାଙ୍ଗିର, କଟକ, ଖୋର୍ଦ୍ଧାରୁ ଜଣେ ଲେଖାଏଁ ରହିଛନ୍ତି । ପୂର୍ବରୁ…

କରୋନା ସଂକ୍ରମଣରେ ଲାଗୁନି ବେକ୍ର: ଗୋଟିଏ ଦିନରେ ୨୭୫୨ ନୂଆ ପଜିଟଭି ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଦୈନିକ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଆଜି ଗୋଟିଏ ଦିନରେ ୨୭୫୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୭୦୮ ଏବଂ ୧୦୪୪ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି…

ପଟାଙ୍ଗି ବିଧାୟକ ପିତମ ପାଢୀ କରୋନା ଆକ୍ରାନ୍ତ

କୋରାପୁଟ- କୋରାପୁଟ ଜିଲ୍ଲା ପଟାଙ୍ଗି ବିଧାୟକ ପିତମ ପାଢୀ କରୋନା ପଜିଟିଭ । ଏନେଇ ସେ ସୂଚନା ଦେଇଛନ୍ତି । ତାଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ସେ ଏବେ ହୋମ କ୍ୱାରେନ ଟାଂଇନରେ ରହିଛନ୍ତି । ପିତମଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରେନା ଟେଷ୍ଟ କରାଇବା ପାଇଁ ପରାମର୍ଶ…

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛନ୍ତି ଘରୋଇ ବସ ମାଳିକ ସଂଘ

ଭୁବନେଶ୍ୱର- ବର୍ଷେ ର୍ଯ୍ୟନ୍ତ ଋଣ ଏବଂ ସୁଧ ଟଙ୍କା ଆଦାୟ ନକରିବାକୁ ରିଜର୍ଭ ବ୍ୟାଙ୍କ ଗର୍ଭର୍ଣ୍ଣରକୁ ଚିଠି ଲେଖିଛନ୍ତି ଘରୋଇ ବସ୍ ମାଲିକ ସଂଘ । ଏନେଇ ରିଭର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ନିର୍ଦେଶ ଦେବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି । ଯଦି ଏ ଦିଗରେ ତୁରନ୍ତ ଦକ୍ଷେପ ନିଆ…