ଚୀନର ‘ସମଦୂରତା ସେନା ପ୍ରତ୍ୟାହାର’ ପ୍ରସ୍ତାବକୁ ଭାରତର ଅଗ୍ରାହ୍ୟ
ନୂଆଦିଲ୍ଲୀ : ଗଲୱାନରେ ସମଦୂରତା ସେନାପ୍ରତ୍ୟାହାର ପାଇଁ ଚୀନ ଦେଇଥିବା ପ୍ରସ୍ତାବକୁ ଭାରତ ଅଗ୍ରାହ୍ୟ କରିଦେଇକଛି । ସେ ପର୍ଯ୍ୟନ୍ତ ଚୀନ୍ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସ୍ଥିତାବସ୍ଥା ଫେରାଇ ଆଣିନାହିଁ, ଭାରତ ସେ ପର୍ଯ୍ୟନ୍ତ ସେଠାରେ ଏଭଳି ନିଜର ସ୍ଥିତିକୁ ସୁଦୃଢ କରିଚାଲିଥିବ ବୋଲି!-->…