କରୋନାରେ ପ୍ରାଣ ହରାଇଲେ ୧୩ ଆକ୍ରାନ୍ତ
ଭୁବନେଶ୍ୱର- ଆଜି ପୁଣି ୧୩ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ମୃତକଙ୍କ ମଧ୍ୟରୁ ସମ୍ବଲପୁର ଓ ସୁନ୍ଦରଗଡରୁ ୩ ଜଣ ଲେଖାଏଁ, କଟକ ଓ ଗଞ୍ଜାମରୁ ୨ ଜଣ ଲେଖାଏଁ, କେନ୍ଦୁଝର, ପୁରୀ ଓ ଖୋର୍ଦ୍ଧାରୁ ଜଣେ!-->…