ଓଡ଼ିଶାରେ ମହାକାଶ ବିଜ୍ଞାନ ଶିକ୍ଷା
ମହାକାଶ ବିଜ୍ଞାନ କହିଲେ ଏହା ପୃଥିବୀ ଓ ଏହାକୁ ଘେରି ରହିଥିବା ବାୟୁମଣ୍ଡଳ ଉପରେ ବହୁ ଗ୍ରହ, ତାରା ଏବଂ ଧୂମକେତୁ ସମେତ ସୂର୍ଯ୍ୟ, ଚନ୍ଦ୍ର ଆଦିଙ୍କ ସମ୍ପର୍କରେ ବୁଝାଇ ଥାଏ । ଏକବିଂଶ ଶତାବ୍ଦିରେ ମଣିଷ ମହାକାଶକୁ ଯାଇପାରୁଛି ଏବଂ ସାଟେଲାଇଟ୍ ଛାଡିପାରୁଛି । ସବୁଠାରୁ ବଡ଼ କଥା ହେଲା ଯେ,!-->…