ରାଜ୍ୟରେ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର- ରାଜ୍ୟରେ ପୁଣି ୭ ଜଣଙ୍କ ଜୀବନ ନେଲା ମହାମାରୀ କରୋନା । ମୃତକଙ୍କ ମଧ୍ୟରୁ ସମ୍ବଲପୁରରୁ ୩, ବରଗଡ ୨, ଖୋର୍ଦ୍ଧା ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସମ୍ବଲପୁରରୁ ପ୍ରାଣ ହରାଇଥିବା ୩ ଜଣଙ୍କ ବୟସ ଯଥାକ୍ରମେ ୭୫,୫୮ ଓ ୬୦ ରହିଛି । ସେହିପରି ବରଗଡର ୨ ଜଣଙ୍କ…

ରାଜ୍ୟରେ ୯୦ ହଜାର ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ କରୋନା ସ୍ଥିତି ଦିନକୁ ଦିନ ବଢିବାରେ ଲୠିଛି । ଅଗଷ୍ଟ ମାସରେ ଦୈନିକ ରେକର୍ଡ ସଂଖ୍ୟକ ଆକ୍ରାନ୍ତଙ୍କ ଚିହ୍ନଟ ହେଉଛନ୍ତି । ଆଜି ଗୋଟିଏ ଦିନରେ ୩୩୮୪ ନୂଆ କରୋନା ପଜିଟଭି ଚିହ୍ନଟ ହେଉଛନ୍ତି । ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୨୧୨୮ ଓ ସ୍ଥାନୀୟ…

ନିଟ ଓ ଜେଇଇ ପରୀକ୍ଷା ସ୍ଥଗିତ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଭୁବନେଶ୍ୱର- ମହାମାରୀ କରୋନାକୁ ଦୃଷ୍ଟିରେ ରଖି ନିଟ ଓ ଜେଇଇ ପରୀକ୍ଷା ସ୍ଥଗିତ ରଖି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୋଦୀଙ୍କ ସହ ଫୋନରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । ପରୀକ୍ଷା ପାଇଁ ସମୟ ମଧ୍ୟ ଧାର୍ଯ୍ୟ ସରିଛି । ଏଭଳି…

ଫରେନସିକ ଲ୍ୟାବରେ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତାଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଭୁବନେଶ୍ୱର ଫରେନସିକ ଲ୍ୟାବରେ ଆରମ୍ଭ ହୋଇଛି । ବିଦ୍ୟାଶ୍ରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ରଶ୍ନ ପ୍ରସ୍ତୁତ ହୋଇଛି । ପ୍ରଶ୍ନ ପଚାରିବା ସମୟରେ ବିଦ୍ୟାଶ୍ରୀଙ୍କ ଗତିବିଧି, ଆଚରଣ,…

ପୂଜା ଛୁଟି ଯାଏଁ ବନ୍ଦ ରହିବ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର- ଆସନ୍ତା ପୂଜା ଛୁଟି ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରହିବ । କରୋନା ସ୍ଥିତିକୁ ଦୃଷ୍ଟି ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ଘୋଷଣା କରିଛନ୍ତି । ସେପ୍ଟେମ୍ବର ପହିଲାରୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ପୂର୍ବରୁ ନିଷ୍ପତି…

ଲଗାଣ ବର୍ଷାରେ ରାଜ୍ୟର ବିିିଭିନ୍ନ ଅଂଚଳ ଜଳବନ୍ଦୀ

ଭୁବନେଶ୍ୱର- ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ନେଇ ବାଲେଶ୍ୱର, କେନ୍ଦୁଝର, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ସର୍ତକ ରହିବାକୁ ପରାମର୍ଶ ଦିଆଯାଇଛି । ପ୍ରବଳ ବର୍ଷା ଯୋଗୁଁ ବାଲେଶ୍ୱରର ବିଭିନ୍ନ…

ବଜେଟ୍ ସ୍ୱଚ୍ଛତାରେ ଓଡ଼ିଶା ତୃତୀୟ

ଭୁବନେଶ୍ୱର: ବଜେଟ୍ ପ୍ରକ୍ରିୟା ସ୍ୱଚ୍ଛତାରେ ସର୍ବଭାରତୀୟ କ୍ଷେତ୍ରରେ ଓଡ଼ିଶା ତୃତୀୟ ସ୍ଥାନ ହାସଲ କରିଛି । ଡିଜିଟାଲ୍ ମାଧ୍ୟମରେ ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ମାଧ୍ୟମରେ ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା…

୨୦୧୯-୨୦ ଆର୍ଥିକ ବର୍ଷରେ ଛପାହୋଇନି ୨୦୦୦ ଟଙ୍କିଆ ନୋଟ୍

ମୁମ୍ବାଇ: ୫୦୦ ଟଙ୍କିଆ ନୋଟ୍ର ବ୍ୟାପକ ପ୍ରସାରଣ ହୋଇଥିଲେ ବି, ୨୦୨୦ ମାର୍ଚ୍ଚରେ ଶେଷ ହୋଇଥିବା ଆର୍ଥିକ ବର୍ଷରେ ୨୦୦୦ ଟଙ୍କିଆ ନୋଟ୍ ପ୍ରସାରଣ ହ୍ରାସ ପାଇଥିବା କଥା ରିଜର୍ଭ ବ୍ୟାଙ୍କର ବାର୍ଷିକ ରିପୋର୍ଟରୁ ଜଣାପଡ଼ିଛି । ରିପୋର୍ଟରେ ଉଲ୍ଲେଖ ଅଛି ଯେ, ଆର୍ଥିକ ବର୍ଷ ୨୦୧୯-୨୦ରେ ଆଦୌ ୨୦୦୦…

ସଧନ ସେବାଟ୍ରଷ୍ଟ ଆନୁକୂଲ୍ୟରେ ସମ୍ବର୍ଦ୍ଧନା ପ୍ରଦାନ

ଯାଜପୁର: ସ୍ୱର୍ଗତ ନବଘନ ପଣ୍ଡାଙ୍କ ଦ୍ୱାରା ଗଠିତ “ସଧନ ସେବାଟ୍ରଷ୍ଟ”ର କ୍ରମକର୍ତାଙ୍କ ନିଷ୍ପତିକ୍ରମେ ଆମ ଅଂଚଳର ଅଧିକ ନମ୍ବର ରଖି ମାଟ୍ରିକ୍ ଓ +୨ ବିଜ୍ଞାନରେ ଅଧିକ ନମ୍ବର ରଖି ଉପକୃତ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରିବାକୁ ସ୍ଥିର କରାଯାଇଅଛି । କୋଭିଡ୍ ୧୯କୁ ଦୃଷ୍ଟିରେ…

ହଂସୂଆ ନଦୀ ଅବବାହିକାର ୨୦ଟି ପଂଚାୟତର ବିଲ ବର୍ଷା ଜଳରେ ବେହାଲ

ଜଗତସିଂହପୁର: ଲଘୁଚାପ ଜନିତ ଲଗାଣ ବର୍ଷା ଦ୍ୱାରା ଉପକୂଳ ଓଡ଼ିଶା ସମେତ ଜଗତସିଂହପୁର ଅବସ୍ଥା ବେହାଲ ହୋଇଛି । ଜିଲ୍ଲାର ୮ ଗୋଟି ବ୍ଲକ ଅଂଚଳରେ ବର୍ଷା ଜନିତ କୃତ୍ରିମ ବନ୍ୟା ସୃଷ୍ଟି ହୋଇଛି । ମୁଖ୍ୟତଃ ହଂସୁଆ ସଫେଇ ଅବବାହିକାରେ ଉଦ୍ବୃତ ବର୍ଷାଜଳ ବୁଡିଯାଇଛି । ମୁଖ୍ୟତଃ ହଂସୁଆ ସଫେଇ…