କେନ୍ଦ୍ରମନ୍ତ୍ରୀ କ୍ରିଷ୍ଣ ପାଲ ଗୁରଜାରଙ୍କୁ କରୋନା ପଜିଟିଭ

ନୂଆଦିଲ୍ଲୀ- ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା କ୍ରିଷ୍ଣ ପାଲ ଗୁରୁଜାର କରୋନାରେ ଆକ୍ରାନ୍ତ । ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି । ତାଙ୍କ ରିପୋର୍ଟ ପଜିଟଭି ଆସିବା ପରେ ଚିକିତ୍ସିତ ହେଉଛନ୍ତି ବୋଲି କହିଛନ୍ତି । ଯେଉଁମାନେ ତାଙ୍କ…

ମହରମ୍ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ- ମୁସଲିମଙ୍କ ପର୍ବ ମହରମ ଶୋଭାଯାତ୍ରାକୁ ମିଳିଲାନି ଅନୁମତି । ଆଜି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ମହରମ ଶେଭାଯାତ୍ରା ଆୟୋଜନକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି । ମହରମ ଶୋଭାଯାତ୍ରା ପାଇଁ ଶିୟା ଧର୍ମଗୁରୁ ମୌଲାନା ସୟଦ କଲବେ ଦେଶରେ ମହରମ ଶୋଭାଯାତ୍ରା…

ଲାଇ ଡିଟେକ୍ସନ ଟେଷ୍ଟରେ ବିଦ୍ୟାଶ୍ରୀଙ୍କୁ ୭୦ଟି ପ୍ରଶ୍ନ

ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଶ୍ରୀଙ୍କୁ ଫରେନସିକ୍ ଲ୍ୟାବରେ ଲାଇ ଡିଟେକ୍ସନ ଟେଷ୍ଟ ହୋଇଛି । ବିଦ୍ୟାଶ୍ରୀଙ୍କୁ ୫ ଘଂଟା ଜେରାରେ ୭୦ ଟି ପ୍ରଶ୍ନ ପଚାରା ଯାଇଛି । ଏହି ପ୍ରଶ୍ନ ଗୁଡିକ କ୍ରାଇମବ୍ରାଂଚ ଟିମ ପକ୍ଷରୁ ପ୍ରସ୍ତୁତ ହୋଇଥିଲା । ଏହାପରେ…

କରୋନା ଯୋଦ୍ଧା ପିଲାଙ୍କ ପାଇଁ ସ୍କୁଲ ଫି ଛାଡ

ଭୁବନେଶ୍ୱର- କରୋନା ଯୋଦ୍ଧା ପିଲାଙ୍କ ପାଇଁ ସଂପୂର୍ଣ୍ଣ ସ୍କୁଲ ଫି ଛାଡ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ୫୦% ସ୍କୁଲ ଫି ଛାଡ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ।…

ଟିକଟକ ରୁ ଇସ୍ତଫା ଦେଲେ ସିଇଓ କେଭିନ ମେୟର

ନୂଆଦିଲ୍ଲୀ-ଟିକଟକ ରୁ ଇସ୍ତଫା ଦେଲେ ସିଇଓ କେଭିନ ମେୟର । ମେୟରଙ୍କୁ ଚାରି ମାସ ପୂର୍ବରୁ ଟିକଟକ ର ସିଇଓ କରାଯାଇଥିଲା । ଏହାପୂର୍ବରୁ ସେ ଡିଜନୀରେ ବରିଷ୍ଠ କାର୍ଯ୍ୟନିର୍ବାହୀ ଅଧିକାରୀ ଥିଲେ । ଟକ୍ଟକ ମୁଖ୍ୟପାତ୍ର କହିଛନ୍ତି ଯେ, କେଭିନ ମେୟରଙ୍କ ନିଷ୍ପତିକୁ କମ୍ପାନି ସମ୍ମାନ କରେ ।…

ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ୱର- ରାଜ୍ୟର ଲଘୁଚାପ ଜନିତ ଳଗାଣ ବର୍ଷା ଯୋଗୁଁ ବିିଭନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଦେଖିବାକୁ ମିଳିଛି । ବନ୍ୟା ସ୍ଥିତିକୁ ନେଇ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି ରାଜ୍ୟରେ ୫୫.୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ବୈତରଣୀ ଓ ବ୍ରାହ୍ମଣୀ ନଦୀରେ ଜଳସ୍ତର…

କର୍ଣ୍ଣାଟକରେ ଅକ୍ଟୋବର ୧ରୁ ଖୋଲିବ କଲେଜ

କର୍ଣ୍ଣାଟକ- ଅକ୍ଟୋର ୧ରୁ କଲେଜ ଖୋଲିବା ପାଇଁ କର୍ଣ୍ଣାଟକ ସରକାର ନିଷ୍ପତି ନେଇଛନ୍ତି । ସରକାରଙ୍କ ନିଷ୍ପତି ଅନୁଯାୟୀ ଡିଗ୍ରୀ କୋର୍ସ ଗୁଡିକର ଶିକ୍ଷା ବର୍ଷ ସେପ୍ଟେମ୍ବର ୧ରୁ ଆରମ୍ଭ ହେଉଥିବାରୁ ସେପ୍ଟେମ୍ବର ପହିଲାରୁ ଅନଲାଇନରେ ପାଠପଢା ଆରମ୍ଭ ହେବ । ଅକ୍ଟୋବର ୧ରୁ ଅଫ ଲାଇନରେ…

ଭାରତର ଗୋଟିଏ ଦିନରେ ୭୫ ହଜାର କରୋନା ସଂକ୍ରମିତ

ନୂଆଦିଲ୍ଲୀ- ଦେଶରେ ଗତ ୨୪ଘଂଟାରେ ୭୫,୭୬୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ସମଗ୍ର ଦେଶରେ ସଂକ୍ରିମିତ ସଂଖ୍ୟା ୩୩,୦୭,୭୪୯ ରହିଛି । ଏମାନଙ୍କ ମଧ୍ୟରୁ ୨୫,୨୩,୭୭୧ ଆରୋଗ୍ୟଲାଭ କରିଥିବା ବେଳେ ୭,୨୫,୯୯୧ ସକ୍ରିୟ ମାମଲା ରହିଛି । ଏଯାବତ୍ ୬୦,୪୭୨…

ଗତ ୨୪ ଘଂଟାରେ ୬୮,୦୯୦ କରୋନା ଟେଷ୍ଟିଂଙ୍ଗ

ଭୁବନେଶ୍ୱର- ରାଜ୍ୟରେ ଗତ ୨୪ ଘଂଟାରେ ୬୮,୦୯୦ କରୋନା ଟେଷ୍ଟିଂଙ୍ଗ ହୋଇଛି । ଦୈନିକ କରୋନା ଟେଷ୍ଟିଂଙ୍ଗ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ ସଂକ୍ରକ ଆକ୍ରାନ୍ତଙ୍କ ଚିହ୍ନଟ ହେଉଛନ୍ତି । ଆରଟିପିସିଆର ୭୨୮, ରାପିଟ ଆଂଟିଜେନ ଟେଷ୍ଟ ୬୦,୮୮୬ ଓ ଟ୍ରୁନଟ ଟେଷ୍ଟ ୧୧୬ ରହିଛି ।

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ମୋଦି ସରକାର ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ

ଅଯୋଧ୍ୟା- ଅଯୋଧ୍ୟାରେ ଭବ୍ୟ ରାମ ମନ୍ଦିର ନିର୍ମାଣ ପାଇଁ ମୋଦି ସରକାର ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବେ । ଅଯୋଧ୍ୟାକୁ ପ୍ରଭୁ ରାମଙ୍କ ଜନ୍ମ ସ୍ଥାନ ଭାବେ ପରିଚିତ କରିବା ସହ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ଏହାକୁ ବିଶ୍ୱର…