ବିଦ୍ୟାଶ୍ରୀଙ୍କ ପରେ ୩ ସାଙ୍ଗଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଆରମ୍ଭ

ଭୁବନେଶ୍ୱର- ସମାଜସେବୀ ଆଦିତ୍ୟ ଦାଶଙ୍କ ୩ ସହଯୋଗୀଙ୍କ ଭୁବନେଶ୍ୱର ଫରେନସିକ ଲ୍ୟାବରେ ଆରମ୍ଭ ହୋଇଛି ଲାଇ ଡିକେଟ୍ସନ ଟେଷ୍ଟ । ଗତକାଲି ପତ୍ନୀ ବିଦ୍ୟାଶ୍ରୀଙ୍କ ହୋଇଥିଲା ଏହି ଟେଷ୍ଟ । ବିଦ୍ୟାଶ୍ରୀଙ୍କୁ ୫ ଘଂଟା ଧରି ଟେଷ୍ଟ କରିଥିଲେ ଓ ୭୦ଟି ପ୍ରଶ୍ନ ପଚାରିଥିଲେ । ଆଦିତ୍ୟ ଦାଶ…

ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା

କଟକ- ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏସଆରସି ପ୍ରଦୀପ ଜେନା ଏହି ସଂପର୍କରେ ସୂଚନା ଦେଇଛନ୍ତି । ବନ୍ୟା ଆଶଙ୍କା ସୃଷ୍ଟି ନେଇ ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ ଜିଲ୍ଲାକୁ ସର୍ତକ କରିବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି । ସେହିଭଳି ନୟାଗଡ ଓ ଖୋର୍ଦ୍ଧା…

ଝାରସୁଗୁଡା ୭ ଦିନ ପାଇଁ ସଟ ଡାଉନ ଘୋଷଣା

ଝାରସୁଗୁଡା- କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଥିବାରୁ ଝାରସୁଗୁଡା ଜିଲ୍ଲାକୁ ୭ ଦିନ ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି ଜିଲ୍ଲା ପ୍ରଶାସନ । ଆସନ୍ତା ୩୦ ତାରିଖରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତର ରହିବ । ଅତ୍ୟାବଶ୍ୟକ ସମାଗ୍ରୀ ସକାଳ ୬ରୁ ଦିନ ୧୧…

ରୂପାରେ ଝଲସିବ ଶ୍ରୀମନ୍ଦିର ଦ୍ୱାର

ପୁରୀ: ଜଗତରନାଥ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଶ୍ରୀମନ୍ଦିର ଦ୍ୱାର ରୂପାରେ ଝଲସିବ । ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଜଣେ ସଦସ୍ୟ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ଦ୍ୱାରରେ ଥିବା ୩ଟି ମୁଖ୍ୟ କବାଟରେ ପ୍ରଥମେ ରୂପା ଛଉଣୀ ହେବ । ବେହରଣ, ଜୟବିଜୟ, ଏବଂ କଳାହାଟ ଦ୍ୱାରରେ ଲାଗିବ ରୂପା…

ବଢୁଛି ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖା

ଭୁବନେଶ୍ୱର : ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିିଭିନ୍ନ ନଦୀରେ ଜଳପତନ ବୃଦ୍ଧି ପାଇବାରେ ଲାଗିଛି । ତେବେ ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ମଧ୍ୟମ ଧରଣର ରେଖା ସୃଷ୍ଟି ହୋଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର କହିଛନ୍ତି । ବୈତରଣୀର ବନ୍ୟା ଜଳ ଏବେ ବିପଦ ସଙ୍କେତ ଉପରେ ପ୍ରବାହିତ…

ଭୁବନେଶ୍ୱରରୁ ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜଧାନୀରୁ ପୁଣି ଆଜି ୩୮୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରର ୧୮୩ ଓ ୨୦୩ ଲୋକାଲ କେସ୍ ରହିଛି । ଅନ୍ୟପକ୍ଷରେ ୨୧୩ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି । ଭୁବନଶ୍ୱେରରେ ମୋଟ ୮୬୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୧୨୪ ସୁସ୍ଥ…

ଅଛିଣ୍ଡା ଅଙ୍କ

କରୋନା ମହାମାରୀ ଭାରତରେ ବ୍ୟାପିବା ସହିତ ପଜେଟିଭ ସଂଖ୍ୟା ଉପରକୁ ବଢ଼ିଚାଲିବା ଏବଂ ତଜ୍ଜନିତ ମୃତ୍ୟୁସଂଖ୍ୟା ୧ରୁ୨ ଓ ପରେ କ୍ରମାନ୍ୱୟରେ ୧୦ରୁ ୧୦୦ ଏବଂ ଏବେ ମୋଟ ମୃତ୍ୟୁସଂଖ୍ୟା ୫୯,୪୪୯ରେ ପହଂଚିଥିଲା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ ଲକ୍ଷ ୩୪ ହଜାର ୪୭୫ ଛୁଇଁସାରିଥିଲା ବେଳେ ଏବେ…

ନବ ନିଯୁକ୍ତ ଭାରପ୍ରାପ୍ତ ଅଧିକାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ନୀଳାଦ୍ରିବିହାର ଯୁବ ଓ ସାଂସ୍କୃତିକ ସଂଘ ତରଫରୁ ସ୍ଥାନୀୟ ଚନ୍ଦ୍ରଶେଖରପୁର ଥାନାରେ ନୂତନ ଭାବେ ଯୋଗଦାନ କରିଥିବା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଯୁବରାଜ ସ୍ୱାଇଁଙ୍କୁ ଇତି ମଧ୍ୟରେ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଛି ।…

ମୋବାଇଲ ହେଲା କାଳ, ବଜ୍ରଘାତରେ ଗଲା ଜୀବନ

ଚମ୍ପୁଆ: ମୋବାଲଇ ହେଲା କାଳ-ବିଲରେ କାମ ସାରି ମୋବାଇଲ ଅଫ କରୁଥିବା ସମୟରେ ବଜ୍ରଘାତରେ ଗଲା ମହିଳାଙ୍କ ଜୀବନ । ମିଳିଥିବା ସୁଚନା ଅନୁଯାୟୀ ଚମ୍ପୁଆ ଥାନା ରଙ୍ଗମାଟିଆ ପଞ୍ଚାୟତ ହୃଦୁରାମପୁରର ଶଶିଭୁଷଣ ନାୟକଙ୍କ ପତ୍ନୀ ବିଶାଖା ନାୟକ(୪୦) ବିଲରେ କାମ କରିବା ପାଇଁ ଯାଇଥିଲେ । ଅପରାହ୍ନରେ…

ବଗଲା ଜମି ମାମଲା : ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା କଂଗ୍ରେସ

ଭୁବନେଶ୍ୱର: ବଗଲା ଧର୍ମଶାଳା ଜମି ଦୁର୍ନୀତି ପ୍ରସଙ୍ଗକୁ ନେଇ ଓଡିଶାର ରାଜ୍ୟପାଳଙ୍କ ନିକଟରେ ଫେରାଦ ହୋଇଛି ପୁରୀ ଜିଲ୍ଲା କଂଗ୍ରେସ । ୧୯୦୫ ମସିହାରେ ସ୍ୱର୍ଗତଃ କହ୍ନେୟାଲାଲ ବଗଲା ଅଗଣିତ ଜଗନ୍ନାଥ ପ୍ରେମୀ ଭକ୍ତଙ୍କ ହିତକୁ ଆଖି ଆଗରେ ରଖି ଧର୍ମଶାଳା ପାଇଁ ଦାନ ସୂତ୍ରରେ ଦେଇଥିବା ସଂପତିକୁ…